Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଧ୍ୟାନ ଓ ଆଧ୍ୟାତ୍ମିକତାର ଚରମ ସୋପାନ: ଚନ୍ଦ୍ରଗିରିର ପଦ୍ମସମ୍ଭବ ପୀଠ

ଭୁବନେଶ୍ୱର: ଧ୍ୟାନ ଲାଗି ଏହି ମହାବୀର ପୀଠଟି ବୌଦ୍ଧଭିକ୍ଷୁଙ୍କର ବେଶ୍ ପସନ୍ଦଯୋଗ୍ୟ । ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରୁଥିବା ଏହି ପ୍ରାକୃତିକ ନୈସର୍ଗିକ ସ୍ଥାନଟିରେ ପ୍ରତି ମୂହୁର୍ତ୍ତରେ ଶାନ୍ତି ବିରାଜମାନ କରୁଥାଏ । ଅଧ୍ୟୟନରତ ବୌଦ୍ଧଭିକ୍ଷୁମାନେ ଏହି ପୀଠକୁ କେବଳ ଧ୍ୟାନଯୋଗ…

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପାଟିରୁ ବାହାରୁଛି ନିଆଁ

ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସହ ରହସ୍ୟରେ ଭରପୂର ଭାରତର ଅନେକ ମନ୍ଦିର । ଯାହାର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟିରେ ରହିଛି ଦେବୀ ମା’ଙ୍କ ମନ୍ଦିର । ଏଠାରେ ଦେବୀ ମା’ଙ୍କ ମୁହଁରୁ ସବୁବେଳେ ନିଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି।…

ଚିତ୍ରଶିଳ୍ପୀ ସାଇ କଲ୍ୟାଣୀ: ଚିତ୍ରକଳାରେ କାନଭାସକୁ ଜୀବନ୍ତ କରୁଥିବା ମଣିଷ

ଭୁବନେଶ୍ୱର: ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ରୂପ ହେଉଛି ନାରୀ । ସେ ହେଉଛି ସ୍ନେହ, ଶ୍ରଦ୍ଧା ଓ ବାତ୍ସଲ୍ୟ ମମତାରେ ଭରପୂର ଏକ ଜୀବନୀ । ସେ ପରିବାରର ଗୁରୁ ଦାୟିତ୍ୱ ନେବା ସହିତ ନିଜର ଅଧୁରା ସ୍ୱପ୍ନକୁ ମଧ୍ୟ ସାକାର କରିବାରେ ସକ୍ଷମ । କାନଭାସ ଚିତ୍ରକୁ ରଙ୍ଗ ଦେଇ ଜୀବନ୍ତ କରିଦେଇଥାଆନ୍ତି…

ଆମେରିକାରେ ପାଳିତ ହେଲା ରଥଯାତ୍ରା, ‘ହରିବୋଲ୍’ ଧ୍ୱନୀରେ କମ୍ପିଲା ଚିକାଗୋ…

ଚିକାଗୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସୁଦୂର ଆମେରିକାର ଚିକାଗୋ ସହରରେ ପାଳିତ ହୋଇଯାଇଛି । ଚିକାଗୋ ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ସ୍ଥାପିତ ‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ଗ୍ରେଟର୍ ଚିକାଗୋ’ ଆନୁକୂଲ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମେତ,…

ସୋଆରେ ପ୍ରତିଷ୍ଠା ହେବ ଐତିହ୍ୟ ଏବଂ ସଂସ୍କୃତି ପୁନରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିର ପୁନଃରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଏକ କେନ୍ଦ୍ର ଖୋଲାଯିବ । ବିଶ୍ୱବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଘୋଷଣା କରାଯାଇଛି । ଏହାର…

ରାଶି ଅନୁଯାୟୀ ଶିବଙ୍କୁ କିପରି ପୂଜା କଲେ ଦୂର ହେବ ଗ୍ରହପୀଡା, ଜାଣିବାକୁ ଚାହାନ୍ତି?

ଶ୍ରାବଣ ମାସ ଭଗବାନ ଶିବଙ୍କ ଅତିପ୍ରିୟ ମାସ । ଶ୍ରାବଣ ମାସରେ କରାଯାଉଥିବା ଶିବଙ୍କ ପୂଜା, ବ୍ରତ ଏବଂ ଉପାସନା ବହୁତ ଫଳଦାୟୀ ହେବା ସହ ପ୍ରଭାବଶାଳୀ ମଧ୍ୟ । ଶାସ୍ତ୍ରରେ “ଶିବ” ଶବ୍ଦର ଅର୍ଥ କଲ୍ୟାଣକାରୀ ଏହି ଦୃଷ୍ଟିକୋଣରୁ ବିଚାର କଲେ ଜ୍ୟୋତିଷ ଶାସ୍ତ୍ରରେ ଶ୍ରାବଣ ମାସକୁ ବିଶେଷ ଗୁରୁତ୍ୱ…

ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂହଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆସାମର ଗୌହାଟୀଠାରେ ଜୁନ ୨୬, ୨୦୧୯ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋ (ଏକାଡେମୀ ରତ୍ନ) ପାଇଁ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂ, ଜାକିର ହୁସେନ, ଜତିନ ଗୋସ୍ୱାମୀ ଓ କେ କଲ୍ୟାଣସୁନ୍ଦରମ…

ଜାଣନ୍ତୁ ଶଙ୍ଖ ରଖିଲେ କିପରି ବଢିବ ଧନ, ସୁଖ ଓ ସମୃଦ୍ଧି !

ଭୁବନେଶ୍ୱର: ଶଙ୍ଖ ହେଉଛି ଏକ ସାମୁଦ୍ରିକ ଜୀବର ଦେହାଂଶ । ପ୍ରାଚୀନ ବୈଦିକ ତଥା ଭାରତୀୟ ହିନ୍ଦୁ ପରମ୍ପରାରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଫେଗସୁଇ ଓ ବାସ୍ତୁଶାସ୍ତ୍ରାନୁସାରେ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପରିବାରରେ ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ବୃଦ୍ଧି ହୋଇଥାଏ । ଭାରତୀୟ…

ଘିଅ ନୁହେଁ, ପାଣିରେ ଜଳୁଛି ଦୀପ: କେଉଁ ମନ୍ଦିରରେ ଜାଣନ୍ତୁ !

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ । ମନ୍ଦିରରେ ସାଧାରଣତଃ ଲୋକେ ଘିଅ ବା ତେଲ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ମାତ୍ର…

ନୀଳାଦ୍ରି ବିଜେ: ପତ୍ନୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରନ୍ତି ମହାପ୍ରଭୁ…

ପୁରୀ: ଦୀର୍ଘ ୧୨ ଦିନର ରାଗ-ଅଭିମାନ ଆଜି ସ୍ୱାଦିଷ୍ଟ ରସଗୋଲାରେ ସମାପ୍ତ ହେବ । ପତ୍ନୀଙ୍କୁ ନ’ଡ଼ାକି ନ’କହି ଭାଇ-ଭଉଣୀଙ୍କୁ ସାଥିରେ ନେଇ ରଥରେ ବୁଲି ଯାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଜି ଫେରୁଛନ୍ତି ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀଙ୍କ ଶ୍ରୀମନ୍ଦିରକୁ । ସମସ୍ତ କ୍ରୋଧ ରାଗ ରୁଷା…