Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପୁରୀରେ ବାତ୍ୟା ଭାଙ୍ଗିଦେଲା ମାଟି କୁଡ଼ୁଆ, ଚକ ଓ କୁମ୍ଭାରଙ୍କ ମେରୁଦଣ୍ଡ…

ପୁରୀ: ପ୍ରଳୟଙ୍କରୀ ବାତ୍ୟା ପରେ ଏବେ ପୁରୀରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ରଥଯାତ୍ରା ସମୟରେ ଭକ୍ତମାନେ ମହାପ୍ରସାଦ କିପରି ଘରକୁ ନେଇକି ଯିବେ? କେବଳ ପୁରୀର ପାରମ୍ପରିକ କୁମ୍ଭାର ନୁହେଁ ବରଂ ଏହି ପ୍ରଶ୍ନଟି ପ୍ରଶାସନ ଏବଂ ଭକ୍ତଙ୍କ ମନରେ ଭାଳେଣୀ ସୃଷ୍ଟି କରିଛି ।…

ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୋଣାର୍କ ‘ସୂର୍ଯ୍ୟ ମନ୍ଦିର’

କୋଣାର୍କ : ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ ବନ୍ଦ ଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ପୁଣି ଥରେ ପର୍ଯ୍ୟଟକଙ୍କ ଦର୍ଶନ ନିମନ୍ତେ ଖୋଲିଛି । ମନ୍ଦିର ଖୋଲାଯିବା ପରେ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିବାନେଇ ସୂଚନା…

ଆଉ ୩ ଦିନ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିବ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ପ୍ରଳୟଙ୍କରୀ ବାତ୍ୟା ପନି ପ୍ରଭାବରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଯୋଗୁଁ ଗତ ୩ ତାରିଖଠାରୁ ଏହା ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଛି । ତେବେ ଆଉ ୨ ରୁ ୩ ଦିନ ପରେ ଏହା ପରିଦର୍ଶକଙ୍କ ଲାଗି ଖୋଲିବ ବୋଲି ଶୁକ୍ରବାର ଦିନ…

ଶ୍ରୀମନ୍ଦିରରେ ପୁଣି ଉଡିଲା ପତିତପାବନ ବାନା

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ବାନା ଉଡିଯାଇଥିଲା ବେଳେ ଗୁରୁବାର ଦିନ ସେବାୟତମାନଙ୍କ ପକ୍ଷରୁ ମନ୍ଦିରରେ ୧୪ ଫୁଟ୍ ଲମ୍ବ ବିଶିଷ୍ଟ ବାନା ଲଗାଯାଇଛି । ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପତିତପାବନ ବାନା ବଦଳା ଯାଇ ୫ ଫୁଟ୍…

ଭୟଙ୍କର ବାତ୍ୟାରେ ଉପୁଡ଼ିଗଲା ରାଜଧାନୀର ମୂଲ୍ୟବାନ ବୋଧିବୃକ୍ଷ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟାର ବିଭୀଷିକାକୁ ନିଜ ଆଖିରେ ନଦେଖିଲେ ପ୍ରକୃତରେ କେହି ହୃଦୟଙ୍ଗମ କରିପାରିବେ ନାହିଁ । ରାଜଧାନୀରେ ପ୍ରଳୟ ରଚିଥିବା ଏହି ଭୟାବହ ବାତ୍ୟାର ପଦଚିହ୍ନ ହୃଦୟ ବିଦାରକ । ଏବେବି ବିପର୍ଯ୍ୟସ୍ତ ଅବସ୍ଥାରେ ମାଟିରେ ପଡ଼ିରହିଛି ଶହ ଶହ ଗଛ । ଏହି ଫନି ବାତ୍ୟା…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳ କଲେ ଓଡ଼ିଆ କୃଷକ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶାର କୃଷକମାନେ ନୂତନ ଚାଷକାର୍ଯ୍ୟ ଲାଗି ନିଜ ନିଜର ଚାଷଜମିରେ ପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳ କରିଥାଆନ୍ତି । ତେବେ ଚାରି ଦିନ ପୂର୍ବରୁ ଅର୍ଦ୍ଧାଧିକ ଓଡ଼ିଶାରେ ଭୟଙ୍କର ବାତ୍ୟାରେ କ୍ଷୟକ୍ଷତି ଯୋଗୁଁ କୃଷକମାନଙ୍କର ମନୋବଳ…

ବାତ୍ୟା ‘ଫନି’ ବିଭୀଷିକା: ମେ ୧୩ ଯାଏଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ଏକପ୍ରକାର ଉଜୁଡି ଯିବା ପରେ ମଙ୍ଗଳବାର ଦିନଠୁ ପ୍ରାୟ ଏକ ସପ୍ତାହ ଲାଗି ଏହାକୁ ବନ୍ଦ ରଖିବା ଲାଗି ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତିି ହୋଇଛି । ଚିଡିଆଖାନାରେ ପାଖାପାଖି ୩ ହଜାର ପ୍ରଜାତିର…

‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ପାଳିତ

ବୋଲଗଡ: ବୋଲଗଡ ବ୍ଲକ୍ ଚମ୍ପାଇଲୋର ସାନବାଡ ମେଘ ମହ୍ଲାର ଅନୁଷ୍ଠାନ ପ୍ରାଙ୍ଗଣରେ ବୁଧବାର ଦିନ ‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏକ ନିଆରା ଢଙ୍ଗରେ କବି ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ୱରେ କବି ମାନଙ୍କର ଭାବବିହ୍ୱଳ…

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା !

ପୁରୀ: କିଛି ଘଣ୍ଟାର ବ୍ୟବଧାନ ପରେ ଓଡ଼ିଶା ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ଫନି । ବାତ୍ୟା ଫନିକୁ ନେଇ ସମଗ୍ର ରାଜ୍ୟ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଉପରେ ଉଡୁଥିବା ପତିତପାବନ ବାନା ଗୁରୁବାର ସକାଳୁ କେଉଁଆଡ଼େ ଉଡ଼ିଯାଇଥିବାର…

ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ମେ’ ୨ ତାରିଖରୁ ୪ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ମିଳିଥିବା ସୂଚନାନୁଯାୟୀ ଚିଡିଆଖାନାର ପଶୁପକ୍ଷୀ, ଜୀବଜନ୍ତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ନନ୍ଦନକାନନ…