Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସମୁଦ୍ର ସଫେଇ ଲାଗି ଜାହାଜ ଡିଜାଇନ କଲେ ପୁଣେର ୧୨ ବର୍ଷୀୟ ବାଳକ

ମୁମ୍ବାଇ : ପୁଣେର ଜଣେ ୧୨ ବର୍ଷୀୟ ହାଜିକ୍ କାଜି ନାମକ ବାଳକ ସମୁଦ୍ରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏକ ନିଆରା ଜାହାଜର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଏହି ଜାହାଜ କେବଳ ସମୁଦ୍ରରେ ପହଁରିବ ନାହିଁ ତା’ ସହିତ ସମୁଦ୍ରରୁ ବଜ୍ୟବସ୍ତୁ ନିଷ୍କାସନ ମଧ୍ୟ କରିବ । ହାଜିକଙ୍କ ଦ୍ୱାରା…

ଗୁପ୍ତ ନୀତି ଲାଗି ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି…

ମଞ୍ଚ ତଳକୁ ଖସି ଟଳି ପଡ଼ିଲା ପାପାଚାରୀ କଂସ, ସରିଲା ଧନୁଯାତ୍ରା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ସେତିକିବେଳେ ସମାପ୍ତି ଘଟିଥିଲା ଯେତେବେଳେ ଭଗବାନ…

ଉଦଯାପିତ ହେଲା ରାଜାରାଣୀ ସଙ୍ଗୀତ ଉତ୍ସବ: ଶୁଭା ମୁଦଗଲଙ୍କ ଯାଦୁକରୀ ମୁର୍ଚ୍ଛନାରେ ଶ୍ରୋତା ବିଭୋର

ଭୁବନେଶ୍ୱର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା…

ଖୋର୍ଦ୍ଧା ମଦନ ମୋହନ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପାତ୍ରପଡ଼ାର ମଦନ ମୋହନ ମନ୍ଦିରରୁ ଗତ ରାତିରେ ଅଜଣା ଦୁର୍ବୃତ୍ତ ଠାକୁରଙ୍କର ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଭିତରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।…

ଟିକେ ଦେଖନ୍ତୁ: ଭାଇରାଲ୍ ଓଡ଼ିଆ ର‌୍ୟାପ୍ ‘ଆପଣମାନେ ଖୁସି ତ ?’

ଭୁବନେଶ୍ୱର: ‘ଆପଣ ମାନେ ଖୁସି ତ?’ ଏହି ବାକ୍ୟଟି ସହିତ ପ୍ରାୟ ସମସ୍ତ ଓଡ଼ିଆମାନେ ପରିଚିତ ଥିବେ, ମାତ୍ର ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାର ବିକାଶ ଓ ଅଭିବୃଦ୍ଧିକୁ ପ୍ରଶଂସା କରି ର‌୍ୟପ୍ ମାଧ୍ୟମରେ ସ୍ୱର ଦେଇ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି…

ଅସ୍ତରଙ୍ଗ ଓ କୁଜଙ୍ଗରେ ଆରମ୍ଭ ହେଲା ବାର୍ଷିକ ଡଲଫିନ୍ ଗଣନା

ବ୍ରହ୍ମଗିରି/ପାରାଦୀପ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ଶନିବାର ଦିନ ଏକାଧାରରେ ବାର୍ଷିକ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ପୁରୀ ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ଅସ୍ତରଙ୍ଗ ଉପକୂଳର ଅରଖକୁଦ ତଟବର୍ତ୍ତୀ ସ୍ଥାନରେ ଡଲଫିନ୍ ମୁଣ୍ଡ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।…

ଜାଲିକାଟ୍ଟୁ: ପ୍ରଥା ଓ ପରମ୍ପରାରେ ନୃଶଂସତା !

ପାରମ୍ପରିକ କୃଷି ପର୍ବ ପୋଙ୍ଗଲ୍ ଅବସରରେ ମଣିଷ ଓ ଷଣ୍ଢ ଭିତରେ ଘମାଘୋଟ ଲଢେଇ ହେବାର ଖେଳ ହେଉଛି ଜାଲିକାଟ୍ଟୁ । ପୂର୍ବରୁ ସୁପ୍ରିମକୋର୍ଟ୍ ଏହି ଭୟଙ୍କର ଖେଳ ଉପରେ ଲଗାମ ଲଗାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଥିବା ସମସ୍ତ କଟକଣାକୁ ଉଠାଇ ଦେଇଥିଲେ । ପୂର୍ବରୁ ଏହି…

ହକି ବିଶ୍ୱକପ: ଓଡ଼ିଶାକୁ ରେକର୍ଡ଼ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଲାଗି ବେଶ୍ ଭଲ ସମୟ ଚାଲିଛି । ଓଡ଼ିଶାକୁ ୨୦୧୮ ମସିହା ଡ଼ିସେମ୍ବର ମାସରେ ୨୨ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ପ୍ରାୟ ୧୫,୦୦୦ ବିଦେଶୀ ପର୍ଯ୍ୟଟକ ଗତ ୨ ମାସ ମଧ୍ୟରେ ଓଡ଼ିଶା ପରିଦର୍ଶନ କରିଛନ୍ତି । ଭାରତର ଅଗ୍ରଣୀ ବ୍ୟବସାୟ ଭିତ୍ତିକ…

ଚିଲିକାରେ ଆଜିଠୁ ବାର୍ଷିକ ଡଲଫିନ ଗଣନା ଆରମ୍ଭ

ପୁରୀ : ଚିଲିକା ହ୍ରଦରେ ବାର୍ଷିକ ଡଲଫିନ ଗଣନା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ଡଲଫିନ୍ ଗଣନା ସାମିଲ ରହିଥିବା ୧୧ଟି ଦଳରେ ୮୦ ଜଣ ବିଶେଷଜ୍ଞ ରହିଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଡଲଫିନ ଗଣନାରେ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି…