Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦେଖନ୍ତୁ, କୁମ୍ଭମେଳାର ଚମତ୍କାର ଭିିଡ଼ିଓ: ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୁମ୍ଭ ମେଳା ର ଦ୍ୱିତୀୟ ସାହି ସ୍ନାନ । ଏହି ସାହି ସ୍ନାନ କରିବା ପାଇଁ ପ୍ରାୟ ଲକ୍ଷାଧିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ରହିଥିଲା ବେଳେ ରେଳପଥରୁ ମହାକୁମ୍ଭର ଏକ ନିଆରା ଝଲକ ଦେଖିବାକୁ ମିଳିଛି ।…

ସ୍ୱନାମଧନ୍ୟ ପାଲା ପ୍ରତିଭା: ଗାୟକ ସାମନ୍ତ ପ୍ରଫୁଲ୍ଲ କୁମାର ଷଡଙ୍ଗୀ

ଭୁବନେଶ୍ୱର: ଆଜିର ଦିନରେ ପୂରାତନ ପାଲାର ଗରିମାକୁ ଯେଉଁ କେତେଜଣ ଗାୟକ ଧରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ସାମନ୍ତ ପ୍ରଫୁଲ୍ଲ କୁମାର ଷଡଙ୍ଗୀ । ୧୯୪୪ ମସିହା ଅକ୍ଟୋବର ୩୦ ତାରିଖରେ ନୟାଗଡ ଜିଲ୍ଲା ଖଣ୍ଡପଡା ନୂଆଗାଁରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ…

ମହାପ୍ରଭୁଙ୍କ ମହାପ୍ରସାଦ: ଅବଢା ଅନ୍ନରୁ ନିର୍ମାଲ୍ୟର ମହିମା

ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ଶ୍ରୀଜଗନ୍ନାଥ ମହାପ୍ରଭୁ ହେଲେ ସେଇ ଜୀବନ୍ତ ପ୍ରତିମା ତଥା ଦାରୁବ୍ରହ୍ମ ରୂପୀ ସ୍ୱୟଂ ପରମାତ୍ମା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉପନିଷଦ ବର୍ଣ୍ଣିତ ପୂର୍ଣ୍ଣବ୍ରହ୍ମ ସ୍ୱରୂପ । ସେ ଜୀବନ୍ତ ଏବଂ ଦାରୁମୂର୍ତ୍ତି ରୂପେ ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା…

‘ସହିଦ ବାଜି ରାଉତ’ଙ୍କ ଉପରେ ପର୍ଯ୍ୟବେଶିତ ଓଡ଼ିଆ ଫିଲ୍ମକୁ ମିଳିଲା ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର: ପ୍ରଡ୍ୟୁସର୍ ସତ୍ୟବ୍ରତ ସାନୁ ରଥଙ୍କ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ବାଜି ଦ ଇମୋର୍ଟାଲ୍ ବୋଟ୍ ବୟ’ ନୋଇଡ଼ାଠାରେ ଅନୁଷ୍ଠିତ ମର୍ଯ୍ୟାଦାଜନକ ଷଷ୍ଠ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ୨୦୧୯ରେ ଏଡ଼ିଟିଂ କ୍ୟାଟେଗୋରୀରେ  ପୁରସ୍କୃତ ହୋଇଛି । ପୁରସ୍କାର ପ୍ରାପ୍ତ ଏହି…

ଜାଣନ୍ତୁ, ଗାନ୍ଧିଜୀଙ୍କୁ ନେଇ ନିର୍ମିତ ହୋଇଥିବା କିଛି ଫିଲ୍ମ ସମ୍ପର୍କରେ…

ଭୁବନେଶ୍ୱର : ୧୯୪୮ ମସିହା ଜାନୁଆରୀ ମାସ ୩୦ ତାରିଖ ଦିନ ଆତତାୟୀଙ୍କ ଗୁଳିରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ)ଙ୍କ ଦେହାନ୍ତ ଘଟିଥିଲା । ଆଜିର ଦିବସକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଇଥାଏ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା…

‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କଲେ ଓଡ଼ିଶାର ୩ଜଣ ସାହିତ୍ୟିକ

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ବରିଷ୍ଠ ସାହିତ୍ୟିକ ସୋମବାର ଦିନ ୨୦୧୭ ଓ ୨୦୧୮ ମସିହା ଳାଗି ‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ୩ ଜଣ ପ୍ରସିଦ୍ଧ ଲେଖକ, ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, କବି ହଳଧର ନାଗ ଏବଂ ଡ଼ଃ…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଗାୟକ ସମ୍ରାଟ ବୈଷ୍ଣବ ଚରଣ ପ୍ରଧାନ

ଭୁବନେଶ୍ୱର: ପାଲା ଜଗତରେ ଗାୟକ ରତ୍ନ ହରି ନାଥ ଓ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ପରେ ଯାହାଙ୍କ ନାମ ଆସେ ସେ ହେଉଛନ୍ତି ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ । ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ଉଚ୍ଚ ଶିକ୍ଷିତ ଓ ବୁଦ୍ଧିଜୀବୀ ମହଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ରହିଥିଲା ବୈଷ୍ଣବ…

ପଦ୍ମଶ୍ରୀ ସମ୍ମାନ ଲାଗି ଓଡ଼ିଶାର ‘କେନାଲ୍ ମ୍ୟାନ’ଙ୍କୁ ଭି ଭି ଏସ ଲକ୍ଷ୍ମଣଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶା କେନ୍ଦୁଝର ଜିଲ୍ଲାର ଦୈତାରୀ ନାୟକଙ୍କୁ ତାଙ୍କର ଅତୁଳନୀୟ ଅବଦାନ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଭାରତର ପୂର୍ବତନ କ୍ରିକେଟର ଭି ଭି ଏସ ଲକ୍ଷ୍ମଣ ଅଭିନନ୍ଦନ ଜ୍ଞାପନ କରିଛନ୍ତି । 70 year old farmer Shri. Daitari Naik of Keonjhar…

ରାଉରକେଲାରେ ଫେବୃଆରୀ ୧ରୁ ‘ବ୍ରାହ୍ମଣୀ ସ୍ରୋତସ୍ୱିନୀ ମହୋତ୍ସବ’ ଆରମ୍ଭ

ରାଉରକେଲା: ରାଜ୍ୟ  ପର୍ଯ୍ୟଟନ ବିଭାଗ ସହାୟତାରେ ପ୍ରଥମ ଥର ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ରାହ୍ମଣୀ ସ୍ରୋତସ୍ୱିନୀ ମହୋତ୍ସବ  ଆୟୋଜନ କରାଯାଉଛି। ଆସନ୍ତା ଫେବୃଆରୀ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ସ୍ଥାନୀୟ ବୀର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।…

ଶ୍ରୀମନ୍ଦିରରେ ବନକଲାଗି ନୀତି ୨ ଘଣ୍ଟା ବିଳମ୍ବରେ ଅନୁଷ୍ଠିତ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପାରମ୍ପରିକ ବନକଲାଗି ନୀତି ‘ଶୃଙ୍ଗାର’ ଦ୍ରବ୍ୟ ଅଭାବ ଯୋଗୁଁ ପ୍ରାୟ ୨ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଏହି ନୀତି ଅନୁଷ୍ଠିତ ହେବା ପୂର୍ବରୁ ‘ଶୃଙ୍ଗାର’ ସଠିକ୍ ସମୟରେ ପହଞ୍ଚି…