Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

‘କାଳିଆ ଯୋଜନା’ରେ ଚାଷୀମାନେ ସବୁଜ ଫର୍ମର ଜେରକ୍ସ ମଧ୍ୟ ବ୍ୟବହାର କରିପାରିବେ

ଭୁବନେଶ୍ୱର: କାଳିଆ ଯୋଜନାର ଚିଠା ତାଲିକାରେ ନିଜ ନାମ ସଂଯୋଗ କରିବା ପାଇଁ ସବୁଜ ଫର୍ମ ମାଗଣାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ । ସବୁଜ ଫର୍ମ ପାଇବାକୁ କୌଣସି ମଧ୍ୟସ୍ଥିଙ୍କ ସାହାଯ୍ୟ ନ ନେବାକୁ କିମ୍ବା କୌଣସି ଅର୍ଥ ନଦେବା ପାଇଁ କୃଷକମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।…

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି…

ପାଲା ଗାୟକ-ଅଳଙ୍କାର ଚକ୍ରଧର ବାରିକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ହରିପୁର ଗାଁରେ ୧୯୫୧ ମସିହା ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଚକ୍ରଧର ବାରିକ । ବାପା ନୀଳକଣ୍ଠ ବାରିକ ଏବଂ ମାଆ ଯମୁନା ଦେଈଙ୍କର ତିନି ପୁଅ ଏବଂ ଦୁଇଝିଅଙ୍କ ମଧ୍ୟରେ ଜ୍ୟେଷ୍ଠ ପୁଅ ହେଉଛନ୍ତି ଚକ୍ରଧର । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ଓ…

ଚିଲିକାରେ ସରିଲା ପକ୍ଷୀ ଗଣନା, ବଢିଛି ବିଦେଶାଗତ ପକ୍ଷୀଙ୍କ ଆଗମନ

ବାଲୁଗାଁ : ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାରେ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଚିଲିକାରେ ପାଖାପାଖି ୧୮୧ ପ୍ରଜାତି ମଧ୍ୟରେ ସମୁଦାୟ ୧୦,୪୭,୯୬୮ଟି ବିଦେଶୀ ପକ୍ଷୀ ରହିଛନ୍ତି । ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦…

ଦିଲ୍ଲୀ-ଭୁବନେଶ୍ୱର ବିମାନ ଚଳାଚଳ ଖରାପ ପାଗ ଯୋଗୁଁ ବାତିଲ୍

ଭୁବନେଶ୍ୱର: ଦେଶର ରାଜଧାନୀରେ ପାଣିପାଗ ସ୍ଥିତି ଯୋଗୁଁ ଗୁରୁବାର ଦିନ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୩ଟି ବିମାନକୁ ବାତିଲ୍ କରାଯାଇଛି । ପାଣିପାଗ ସୂଚନା ପ୍ରଦାନ କରୁଥିବା ସଂସ୍ଥା ସ୍କାଇମେଟ୍ ଅନୁଯାୟୀ, ଦିଲ୍ଲୀରେ ଆଜି ଘନ କୁହୁଡ଼ି ଆଚ୍ଛାଦିତ କରି ରହିଥିଲା । ଏହି କାରଣରୁ ଦିଲ୍ଲୀରେ…

ଆଜିଠୁ ଆରମ୍ଭ ହେଲା ଓଡିଶାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସାରା ରାଜ୍ୟରେ ଗୁରୁବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜ୍ୟ ବନବିଭାଗ ପକ୍ଷରୁ ୫ ଏକ୍ସପର୍ଟ, ୩ ଏସିଏଫ ଏବଂ ୭୦ ଜଣ ବନବିଭାଗ କର୍ମଚାରୀଙ୍କ ସମେତ ପ୍ରାୟ ୨୬ ଟି ଟିମ୍ ବ୍ରହ୍ମଗିରି, ନନ୍ଦନକାନନ, ଶିମିଳିପାଳ ଏବଂ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ…

ଆସନ୍ତାକାଲିଠୁ ଓଡିଶାରେ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର : ଓଡିଶାରେ ଆସନ୍ତାକାଲିଠୁ ଅର୍ଥାତ୍ ଜାନୁଆରି ୩ ତାରିଖରୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ବୁଧବାର ଦିନ ପ୍ରିନ୍ସିପାଲ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ ବିିଭାଗ) ସନ୍ଦୀପ ତ୍ରିପାଠୀ କହିଛନ୍ତି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ…

କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ଉଚ୍ଚତମ ରଥ !

କେନ୍ଦୁଝର : କେନ୍ଦୁଝର ସ୍ଥିତ ଶ୍ରୀବଳଦେବଜୀଉଙ୍କ ୭୨ ଫୁଟ୍ ଉଚ୍ଚ ରଥ ବିଶ୍ୱର ସବୁଠୁ ଉଚ୍ଚତମ ରଥ ଭାବେ ମାନ୍ୟତା ମିଳିପାରିଛି । ଗ୍ଲୋବାଲ୍ ରେକର୍ଡସ୍ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (ଜିଆରଆରଏଫ) ଏହି ମାନ୍ୟତା ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ‘ଗିନିଜ୍ ୱାର୍ଲଡ୍ ରେକର୍ଡସ’ରେ ସ୍ଥାନ…

ଓଡ଼ିଆ ସାହିତ୍ୟ, କଳା, ସିନେମା ଓ ହସ୍ତଶିଳ୍ପ ଲାଗି ୨୦୧୮ ମସିହା ସମୃଦ୍ଧିର ବର୍ଷ

ଭୁବନେଶ୍ୱର: ଉତ୍କୃଷ୍ଟ ଭାସ୍କର୍ଯ୍ୟ ଓ କଳାର ରାଜ୍ୟ ଉତ୍କଳ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶାସ୍ତ୍ରୀୟ ଭାଷା ଓଡ଼ିଆ ଭାଷା ଯେଉଁ ରାଜ୍ୟରେ ସୃଷ୍ଟି ସେହି ରାଜ୍ୟ ଓଡ଼ିଶା । ସଂସ୍କୃତି ଓ ପରମ୍ପରାର ଏକ ସୁଦୀର୍ଘ ସ୍ୱର୍ଣ୍ଣିମ ଇତିହାସ ବହନ କରୁଥିବା ରାଜ୍ୟ ଓଡ଼ିଶା ଲାଗି କଳା, ସାହିତ୍ୟ, ସମାଜସେବା…

ପାଲା ଗାୟକ ମାଳିକା-ସମ୍ରାଟ ଆଚାର୍ଯ୍ୟ ଅମରେଶ୍ୱର ଦାସ

ଭୁବନେଶ୍ୱର: ପାଲା ଆକାଶକୁ ଅନେକ ଗାୟକ ଆସିଛନ୍ତି, ଅନେକ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରି ବାହୁଡି ଯାଇଛନ୍ତି । ହେଲେ ବେଳେବେଳେ ଏମିତି କିଛି ଗାୟକ ଆସିଛନ୍ତି ଯେଉଁମାନଙ୍କର ନଶ୍ୱର ଶରୀର ବିଲୀନ ହୋଇଯାଇଥିଲେ ମଧ୍ୟ ସେମାନେ ଅମର ପାଲଟି ଯାଇଛନ୍ତି । ପାଲା ଜଗତରେ ଏମିତି ଜଣେ ଉଜ୍ଜ୍ୱଳ…