Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ସରକାର ପ୍ରାଥମିକ ସୂଚୀରେ ଅନ୍ତଭୃକ୍ତ କରିବା ଜରୁରୀ: ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କାର୍ଯ୍ୟକୁ ସରକାର ତାଙ୍କର ଯୋଜନା ସୂଚୀକ୍ରମରେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଶନିବାର ଦିନ କହିଛନ୍ତି । ଏଠାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଗଜପତି ମହାରାଜା କହିଛନ୍ତି,…

ଫିଲିପାଇନ୍ସର ରହସ୍ୟମୟ ଚକୋଲେଟ୍ ପାହାଡ଼ ! ଏହା ପଛରେ ରହିଛି ଏକ ନିଆରା ପ୍ରେମ କାହାଣୀ !

ଭୁବନେଶ୍ୱର: ପ୍ରକୃତିର ବିସ୍ମୟକର ଦୃଶ୍ୟ ବେଳେ ମଣିଷକୁ ଆଶ୍ଚର୍ଯ୍ୟ ଚକିତ କରିଦେବା ସହିତ ଏହାର ରହସ୍ୟମୟ କିମ୍ବଦନ୍ତୀ ତଥା ଅଦ୍ଭୁତ କାର୍ଯ୍ୟକଳାପରେ ମନୁଷ୍ୟ ହତଚକିତ ହୋଇ ପଡ଼ିଥାଏ । ଏସୀୟ ରାଷ୍ଟ୍ର ଫିଲିପାଇନ୍ସର ଏହି ପାର୍ବତ୍ୟାଞ୍ଚଟି ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି । ପ୍ରକୃତିରେ…

ପିକନିକ୍ ସ୍ପଟ୍: ନୂଆବର୍ଷରେ ଆସନ୍ତୁ ବୁଲିଯିବା ଓଡ଼ିଶାର ଏହି ଦର୍ଶନୀୟ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୧୯ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୮ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା…

ଦୀର୍ଘ ୧୦ ଘଣ୍ଟା ବିଳମ୍ବରେ ଖୋଲିଲା ଶ୍ରୀଜଗନ୍ନାଥଙ୍କ ଦ୍ୱାର, ଆରମ୍ଭ ହେଲା ନୀତିକାନ୍ତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଦ୍ୱାର ଶେଷରେ ଖୋଲିଲା । ପାଖାପାଖି ୧୦ ଘଣ୍ଟା ବିଳମ୍ବରେ ଭିତର ଦ୍ୱାର ଫିଟିବା ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପାରମ୍ପରିକ ନୀତିକାନ୍ତି ପୁଣି ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ, ସେବାୟତ ଗୋଷ୍ଠୀ ଏବଂ ଶ୍ରୀଜଗନ୍ନାଥ ମନ୍ଦିର…

ଭୁବନେଶ୍ୱରରେ ଡ଼ିସେମ୍ବର ୨୮ରୁ ଜାତୀୟ ‘ତୋଷାଳୀ କ୍ରାଫ୍ଟସ ମେଳା’

ଭୁବନେଶ୍ୱର: ତ୍ରୟୋଦଶ ‘ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା’ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହି ତ୍ରୟୋଦଶ ଜାତୀୟ କ୍ରାଫ୍ଟସ ମେଳାରେ ରାଜ୍ୟ ତଥା ରାଜ୍ୟ…

ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ବିଶ୍ୱରେକର୍ଡ଼ ପ୍ରଚେଷ୍ଟା: ୧୦ ହଜାର ପ୍ଲାଷ୍ଟିକ ବୋତଲରେ ସାନ୍ତାକ୍ଲସ୍ ମୂର୍ତ୍ତି…

ପୁରୀ: ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପୁଣି ଏକ ବାଲୁକା କଳା ନିର୍ମାଣ କରି ବିଶ୍ୱରେକର୍ଡ଼ କରିବାକୁ ପ୍ରଚେଷ୍ଟା କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ସାନ୍ତାକ୍ଲସ୍ ମୂର୍ତ୍ତି ତିଆରି କରି ସମଗ୍ର ବିଶ୍ୱ ବାଲୁକା କଳାର ଦୃଷ୍ଟି ଆକର୍ଷଣ…

ଆଜି ପବିତ୍ର ବଡଦିନ: ସମସ୍ତ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଆଜିର ଦିନରେ ଧରାବରଣ କରିଥିଲେ ପ୍ରଭୁ ଯୀଶୁ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳନ କରାଯାଇଥାଏ । ରାଜ୍ୟର ବିଭିନ୍ନ…

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ…

କେରଳର ରହସ୍ୟମୟ ମନ୍ଦିର: ଯେଉଁଠି ଦୁର୍ଯ୍ୟୋଧନଙ୍କ ନାମରେ ରହିଛି ଜମି, ସରକାର ନିୟନ୍ତି ଟ୍ୟାକ୍ସ !

ଭୁବନେଶ୍ୱର: ପୁରାଣରେ ବର୍ଣ୍ଣିତ ସମସ୍ତ ଦେବତାଙ୍କୁ ମନ୍ଦିରରେ ପୂଜା କରାଯାଏ ନାହିଁ । ପୁରାଣ ଶାସ୍ତ୍ରାନୁଯାୟୀ ଗଣେଶ, ସରସ୍ୱତୀ, ଦୁର୍ଗା, କାଳୀ, ମହାଦେବ, ଶ୍ରୀବିଷ୍ଣୁ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥ, କାର୍ତ୍ତିକ, ଶ୍ରୀହନୁମାନଙ୍କୁ ମନ୍ଦିର ମଧ୍ୟରେ ପୂଜା କରାଯାଉଥିଲେ ମଧ୍ୟ ବ୍ରହ୍ମା…

ଆଜିଠୁ ଚିଲିକା ‘ସେଲଡ଼କ୍ କାର୍ଣ୍ଣିଭାଲ’ ଆରମ୍ଭ

ଭୁବନେଶ୍ୱର: ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କ ଲାଗି ଚିଲିକା ସବୁବେଳେ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥାଏ । ପ୍ରତିବର୍ଷ ଡ଼ିସେମ୍ବର ମାସରେ ଚିଲିକାରେ ପାଳିତ ହୋଇ ଆସୁଥିବା ‘ସେଲଡ଼କ୍ କାର୍ଣ୍ଣିଭାଲ’ ଏବେ ଚିଲିକାକୁ ଆସୁଥିବା ପରିଦର୍ଶକ ଏବଂ ପର୍ଯ୍ୟଟଙ୍କ ପାଇଁ ମୁଖ୍ୟ ଆକର୍ଷଣ…