Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ୱରରେ ଡ଼ିସେମ୍ବର ୨୮ରୁ ଜାତୀୟ ‘ତୋଷାଳୀ କ୍ରାଫ୍ଟସ ମେଳା’

ଭୁବନେଶ୍ୱର: ତ୍ରୟୋଦଶ ‘ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା’ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହି ତ୍ରୟୋଦଶ ଜାତୀୟ କ୍ରାଫ୍ଟସ ମେଳାରେ ରାଜ୍ୟ ତଥା ରାଜ୍ୟ…

ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ବିଶ୍ୱରେକର୍ଡ଼ ପ୍ରଚେଷ୍ଟା: ୧୦ ହଜାର ପ୍ଲାଷ୍ଟିକ ବୋତଲରେ ସାନ୍ତାକ୍ଲସ୍ ମୂର୍ତ୍ତି…

ପୁରୀ: ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପୁଣି ଏକ ବାଲୁକା କଳା ନିର୍ମାଣ କରି ବିଶ୍ୱରେକର୍ଡ଼ କରିବାକୁ ପ୍ରଚେଷ୍ଟା କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ସାନ୍ତାକ୍ଲସ୍ ମୂର୍ତ୍ତି ତିଆରି କରି ସମଗ୍ର ବିଶ୍ୱ ବାଲୁକା କଳାର ଦୃଷ୍ଟି ଆକର୍ଷଣ…

ଆଜି ପବିତ୍ର ବଡଦିନ: ସମସ୍ତ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଆଜିର ଦିନରେ ଧରାବରଣ କରିଥିଲେ ପ୍ରଭୁ ଯୀଶୁ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳନ କରାଯାଇଥାଏ । ରାଜ୍ୟର ବିଭିନ୍ନ…

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ…

କେରଳର ରହସ୍ୟମୟ ମନ୍ଦିର: ଯେଉଁଠି ଦୁର୍ଯ୍ୟୋଧନଙ୍କ ନାମରେ ରହିଛି ଜମି, ସରକାର ନିୟନ୍ତି ଟ୍ୟାକ୍ସ !

ଭୁବନେଶ୍ୱର: ପୁରାଣରେ ବର୍ଣ୍ଣିତ ସମସ୍ତ ଦେବତାଙ୍କୁ ମନ୍ଦିରରେ ପୂଜା କରାଯାଏ ନାହିଁ । ପୁରାଣ ଶାସ୍ତ୍ରାନୁଯାୟୀ ଗଣେଶ, ସରସ୍ୱତୀ, ଦୁର୍ଗା, କାଳୀ, ମହାଦେବ, ଶ୍ରୀବିଷ୍ଣୁ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥ, କାର୍ତ୍ତିକ, ଶ୍ରୀହନୁମାନଙ୍କୁ ମନ୍ଦିର ମଧ୍ୟରେ ପୂଜା କରାଯାଉଥିଲେ ମଧ୍ୟ ବ୍ରହ୍ମା…

ଆଜିଠୁ ଚିଲିକା ‘ସେଲଡ଼କ୍ କାର୍ଣ୍ଣିଭାଲ’ ଆରମ୍ଭ

ଭୁବନେଶ୍ୱର: ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କ ଲାଗି ଚିଲିକା ସବୁବେଳେ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥାଏ । ପ୍ରତିବର୍ଷ ଡ଼ିସେମ୍ବର ମାସରେ ଚିଲିକାରେ ପାଳିତ ହୋଇ ଆସୁଥିବା ‘ସେଲଡ଼କ୍ କାର୍ଣ୍ଣିଭାଲ’ ଏବେ ଚିଲିକାକୁ ଆସୁଥିବା ପରିଦର୍ଶକ ଏବଂ ପର୍ଯ୍ୟଟଙ୍କ ପାଇଁ ମୁଖ୍ୟ ଆକର୍ଷଣ…

ଭିତରକନିକା ଅଭୟାରଣ୍ୟରେ ବାର୍ଡ ଫ୍ଲୁ ଆତଙ୍କ !

କେନ୍ଦ୍ରାପଡ଼ା: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିବା ବ୍ୟାପିବା ପୂର୍ବରୁ ତୁରନ୍ତ ରାଜ୍ୟ ପଶୁ ସମ୍ପଦ ବିଭାଗ ପକ୍ଷରୁ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ଏବେ ଏହି ପକ୍ଷୀ ଗୁଡ଼ିକ ଭିତରକନିକା ଅଭୟାରଣ୍ୟକୁ ଶୀତ ଋତୁରେ ହଜାର ହଜାର ସଂଖ୍ୟାରେ…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ରାଞ୍ଚିର ଇଞ୍ଜିନିୟରିଂ ଛାତ୍ର ନିଖୋଜ

ପୁରୀ: ପୁରୀ ହୋଲିଡ଼େ ରିସର୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବା ସମୟରେ ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଏହି ଛାତ୍ର ଜଣକ ରାଞ୍ଚି ର ସାଇ କ୍ରିଷ୍ଣା କୁମାର ବୋଲି ଚିହ୍ନିତ ହୋଇଛନ୍ତି, ସେ ବୋକାରସ୍ଥିତ ବିଟ୍ସ କଲେଜର ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି ।…

ପବିତ୍ର ଧନୁସଂକ୍ରାନ୍ତିରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପହିଲି ଭୋଗ’ ନୀତି

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକନ୍ତି ବା ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପହିଲି ଭୋଗ ପ୍ରସାଦ ସେବନ କରି…

ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା

ଭୁବନେଶ୍ୱର: ସାରସ୍ୱତ ସାଧକ ତଥା ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା ୧୯୪୪ ମସିହା ଏପ୍ରିଲ ମାସ ୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଥାନା ଅନ୍ତର୍ଗତ ଗଙ୍ଗାଧରପୁରଶାସନରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ପଣ୍ଡିତ…