Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବଲିଉଡ ଗାୟକ ଶାନଙ୍କ ଧୁନରେ ମତୁଆଲା ହେଲା ଡଟ୍ ଫେଷ୍ଟ ସନ୍ଧ୍ୟା

ଭୁବନେଶ୍ୱର : ଡଟ୍ ଫେଷ୍ଟର ଧୁନରେ ରାଜଧାନୀବାସୀ ମତୁଆଲା ହେଉଥିବାବେଳେ ରବିବାର ମ୍ୟୁଜିକାଲ ନାଇଟରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡର ଲୋକପ୍ରିୟ ଗାୟକ ଶାନ୍ । ଶାନଙ୍କ ରୋମାଣ୍ଟିକ ଗୀତ ଗୁଡିକ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ କରିଥିଲା । ରୋମାଞ୍ଚିତ ଦର୍ଶକମାନେ…

ଡ଼ଟ୍ ଫେଷ୍ଟ୍: ନୃତ୍ୟାଙ୍ଗନାଙ୍କ ମନଛୁଆଁ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ରାଜଧାନୀ ବାସିନ୍ଦା ହକି ସାଙ୍ଗକୁ ଏବେ ନୃତ୍ୟ-ଗୀତର ତାଳେ ତାଳେ ଛନ୍ଦି ହୋଇପଡ଼ିଛନ୍ତି । ପ୍ରତିଟି ସନ୍ଧ୍ୟା ଏବେ ରାଜଧାନୀରେ ରଙ୍ଗୀନ ହୋଇଉଠୁଛି । ସେପଟେ କଳିଙ୍ଗ ଷ୍ଟାଡ଼ିୟମରେ ଦର୍ଶକ କରତାଳି ସହିତ ହକିର ମଜା ଉଠାଉଥିବା ବେଳେ ଏପଟେ ଡ଼ଟ୍ ଫେଷ୍ଟରେ ମନଛୁଆଁ ଗୀତ ନାଚ ବେଶ୍…

ଡ଼ଟ୍ ଫେଷ୍ଟିଭାଲ୍: ସୋନାଙ୍କ ଦେଶୀ ରକ୍ ଶୋ’ରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଏବେ ରାଜଧାନୀର ପ୍ରତିଟି ସନ୍ଧ୍ୟା ଚମକୁଛି । ରାଜଧାନୀବାସୀ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ମ୍ୟାଚର ମଜ୍ଜା ଉଠାଇବା ସହିତ ଡ଼ଟ୍ ଫେଷ୍ଟିଭାଲରେ ରକ୍ ଶୋ’ ଦେଖିବାକୁ ଭୁଲୁନାହାନ୍ତି । ବେଶ୍ ଭିଡ଼ ଦେଖିବାକୁ ମିଳୁଛି ଡ଼ଟ୍ ଫେଷ୍ଟରେ । ବିଡ଼ିଏ ତରଫରୁ ଆୟୋଜିତ ହୋଇଥିବା ଏହି ଡ଼ଟ୍…

କୋଣାର୍କ ନୃତ୍ୟ ଉତ୍ସବ ର ୩ୟ ସନ୍ଧ୍ୟା: ମୁକ୍ତାକାଶ ମଞ୍ଚରେ ରାଧା-କୃଷ୍ଣ ପ୍ରୀତି ବିଳାସ

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରେ ରାଧା-କୃଷ୍ଣ ପ୍ରୀତି ବିଳାସ ପ୍ରସଙ୍ଗ ସହ ରାମୟଣ ସୂର୍ପଣଖା ଚରିତ୍ରର ଦୁଃଖଦ ବିଷୟର ଅଭିନୟ ଆଜିର ସଂଧ୍ୟାକୁ ଯେତିକି ଭାବମୟ କରିଥିଲା, ଦର୍ଶକଙ୍କ ଭରପୁର ଉପସ୍ଥିତ ଆୟୋଜକ ପର୍ଯ୍ୟଟନ ବିଭାଗକୁ ସେତିକି ଉତ୍ସାହିତ କରିଥିଲା । ଓଡିଶୀ ଓ…

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’

ଭୁବନେଶ୍ୱର : ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ…

ରହସ୍ୟମୟ ଗୋଲୁମନ୍ଦିର, ଯେଉଁଠି ଦେବତା ଗ୍ରହଣ କରନ୍ତି ଦରଖାସ୍ତ !

ଭୁବନେଶ୍ୱର: ଭାରତ ଏକ ରହସ୍ୟମୟ ଦେଶ ବୋଲି ଏହା କାହାକୁ ଅଛପା ନୁହେଁ । ଏଠାରେ ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ…

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ: ଜବାବ ଦାଖଲ ଲାଗି ଏଏସଆଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

କଟକ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ତଥା ସୁରକ୍ଷା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସଆଇ), କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ…

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ନୀତି: ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ: ଶ୍ରୀକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାରମ୍ପରିକ ଗୁପ୍ତନୀତି ଲାଗି ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ସମ୍ପୂର୍ଣ୍ଣ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନାନୁଯାୟୀ, ସୋମବାର ଦିନ ସିଂହାରୀ ସେବାୟତଙ୍କ ଦ୍ୱାରା…

ରହସ୍ୟମୟ ଜ୍ୱାଳାମୁଖୀ ମନ୍ଦିର, ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । କିମ୍ବଦନ୍ତୀ ସମ୍ବଳିତ ଏହାର ଏହାର ପ୍ରାଚୀନ ପରମ୍ପରା ତଥା ସଂସ୍କୃତିରେ ଭରି ରହିଛି ଅସଂଖ୍ୟ ପୌରାଣିକ କଥାବସ୍ତୁ ।…

କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳା ଗର୍ଭଗୃହର ସୁରକ୍ଷା ନେଇ ଉଦବେଗ ବଢୁଛି

ଭୁବନେଶ୍ୱର: ଓଡ଼ିଶାର ପୁରୀ ଜିଲ୍ଲାରେ ସ୍ଥିତ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହର ସୁରକ୍ଷା ନେଇ ଏବେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ବିଶେଷଜ୍ଞ ଦଳ ମୁଖଶାଳାର ଗର୍ଭଗୃହରେ ଥିବା ବାଲି ଓ ପଥର ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବକ ମରାମତି…