Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପାଲା ଜଗତର ଭୀଷ୍ମ ପିତାମହ – ଗାୟକ ଶେଖର ଜଗନ୍ନାଥ ବେହେରା

ପାଲାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ଯେଉଁ ବିଶିଷ୍ଟ ଗାୟକଙ୍କର ପ୍ରମୁଖ ଭୂମିକା ରହିଛି ସେ ହେଉଛନ୍ତି ଗାୟକ ଶେଖର ଜଗନ୍ନାଥ ବେହେରା । ଏହି ବୟୋଜ୍ୟେଷ୍ଠ ଗାୟକଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କଟିଜଙ୍ଗା ଗାଁରେ । ୧୯୨୫ ମସିହାରେ ଏକ କୁମ୍ଭକାର ପରିବାରରେ…

ରହସ୍ୟମୟ ଅମରନାଥ ଗୁମ୍ପା, ବରଫାବୃତ ଲିଙ୍ଗକୁ ନେଇ ଚମତ୍କାର ଅନୁଭୂତି !

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଦେବ ଦେବ ମହାଦେବ ଶିବଶଙ୍କରଙ୍କୁ ହିନ୍ଦୁ ଧର୍ମାବଲମ୍ବୀମାନେ ଅତ୍ୟନ୍ତ ଭକ୍ତି ସହକାରେ ପୂଜାର୍ଚ୍ଚନା କରିଥାଆନ୍ତି । କୁହାଯାଏ ମହାଦେବ ଶିବ ଏବେବି ହିମାଳୟର ଗୁମ୍ପାରେ ଏବେବି ତପସ୍ୟାରତ । ଖାଲିଯେ ପୁରାଣରେ ବର୍ଣ୍ଣିତ ହିମାଳୟ ପାର୍ବତ୍ୟାଞ୍ଚଳସ୍ଥ କୈଳାଶ…

କବି ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ସମ୍ମାନଜନକ ‘ଶାରଳା ପୁରସ୍କାର’

ଭୁବନେଶ୍ୱର: ସାରସ୍ୱତ ସାଧକ ତଥା କବି ଶତ୍ରୁଘ୍ନ ପାଣ୍ଡବ ତାଙ୍କର କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ଲାଗି ୨୦୧୮ ମସିହାର ୩୯ତମ ସମ୍ମାନଜନକ ଶାରଳା ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି । ଶୁକ୍ରବାର ଦିନ ଭୁବନେଶ୍ୱରଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କବି ଶତ୍ରୁଘ୍ନ ପାଣ୍ଡବ ଇମ୍ଫା…

କାର୍ତ୍ତିକ ହବିଷ୍ୟାଳୀ ବ୍ରତ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଚଳିତ ବର୍ଷର କାର୍ତ୍ତିକ ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପୁରୀଠାରେ ସମବେତ ହବିଷ୍ୟାଳୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, “କାର୍ତ୍ତିକ ବ୍ରତ ପାଇଁ ପୁରୀଠାରେ…

ବିନା ଭିସାରେ ଭ୍ରମଣ କରିପାରିବେ ଏହି ସବୁ ଦେଶ

ଭୁବନେଶ୍ୱର : ପ୍ରତ୍ୟେକ ବ୍ୟକ୍ତି ଭ୍ରମଣ ପାଇଁ ଦେଶ ତଥା ବିଦେଶକୁ ପ୍ରଥମ ପସନ୍ଦ ଭାବେ ବାଛିଥାନ୍ତି । ବିଦେଶକୁ ଭ୍ରମଣରେ ଯିବା ପାଇଁ ହେଲେ ପାଖରେ ଭିସା ବା ପାସପୋର୍ଟ ରହିବା ନିହାତି ଜରୁରୀ ହୋଇଥାଏ । ଅନେକଙ୍କର ଧାରଣା ରହିଛି ଯେ ବିନା ଭିସା ଓ ପାସପୋର୍ଟରେ ବିଦେଶ ଯାଇହେବ ନାହିଁ ।…

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ହବିଷ୍ୟାଳୀଙ୍କ ଭିଡ଼

ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ତେଣୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପ୍ରବଳ ଭିଡ଼…

ହକି ବିଶ୍ୱକପ ପରିଦର୍ଶକଙ୍କ ଲାଗି ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ‘ଓଡ଼ିଶା ପର୍ଯ୍ୟଟନ’ ବିଭାଗ ପକ୍ଷରୁ ଏକ ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ପ୍ୟାକେଜ୍ ଟୁର୍ ବ୍ୟବସ୍ଥା କରାଯାଇଛି । ଏହି ବିଶେଷ ପ୍ୟାକେଜ୍ ଟୁର ମାଧ୍ୟମରେ ବିଦେଶୀ ତଥା ବାହାର ରାଜ୍ୟରୁ ଆସିଥିବା ଦର୍ଶକମାନେ ବିଶ୍ୱକପ ହକିର ମଜ୍ଜା ନେବା…

ପବିତ୍ର କୁମାର ପୁର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାରେ ସାରା ଓଡିଶା ଉତ୍ସବମୁଖର

ଭୁବନେଶ୍ୱର : ଆଜି ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୁର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା । ଲୋକକଥାନୁଯାୟୀ ଓଡିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର…

ଜାଣନ୍ତୁ, ତୁଳସୀର କିଛି ନିଶ୍ଚିତ ଚମତ୍କାରୀ ଔଷଧୀୟ ଗୁଣ…

ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ମାହାତ୍ମ୍ୟ ଯଥେଷ୍ଟ । ଏହି ଗଛ ହେଉଛି ଭକ୍ତି ତଥା ସ୍ୱାସ୍ଥ୍ୟବୃଦ୍ଧିର ମୂଳମନ୍ତ୍ର । ଓଡ଼ିଶା ସମେତ ଭାରତର ପ୍ରତି କୋଣ ଅନୁକୋଣରେ ଘରେ ଘରେ ତୁଳସୀ ଗଛ ପୂଜା କରାଯାଏ । ପ୍ରତିଦିନ ଅଧିକାଂଶ ଓଡ଼ିଆ ତଥା ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀପତ୍ର ସେବନ…

ରହସ୍ୟମୟ ରାବଣ, ଏବେବି ଗୁମ୍ଫାରେ ରହିଛି ରାବଣର ମୃତ ଶରୀର !

ଭୁବନେଶ୍ୱର: ପବିତ୍ର ରାମାୟଣ ଗ୍ରନ୍ଥ ହେଉଛି ହିନ୍ଦୁ ଧର୍ମର ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତାଦେବୀ, ଭାଇ ଲକ୍ଷ୍ମଣ ଏବଂ ପ୍ରଭୁଭକ୍ତ ଶ୍ରୀହନୁମାନଙ୍କ ବ୍ୟତୀତ ମହାପ୍ରତାପୀ ଲଙ୍କାପତି ରାବଣଙ୍କ କଥା ବର୍ଣ୍ଣିତ ରହିଛି । ଏବେ ମଧ୍ୟ ପ୍ରତିବର୍ଷ…