Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜିଠୁ ପଞ୍ଚୁକ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

ଭୁବନେଶ୍ୱର: ଆଜି ପବିତ୍ର କାର୍ତିକ ମାସର ଶେଷ ସୋମବାର ଏବଂ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ମହାପଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳାୁଙ୍କ ଆଗମନରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଂଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ…

ରଙ୍ଗୀନ ଆଲୋକରେ ଆଲୋକିତ ହେଲା ଐତିହାସିକ ବିନ୍ଦୁସାଗର, ଲେଜର୍ ଶୋ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଓଲଡ଼ ଟାଉନରେ ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍ -୨୦୧୮’ କୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ରବିବାର ସନ୍ଧ୍ୟାରେ ଐତିହାସିକ ପୁଷ୍କରିଣୀ ବିନ୍ଦୁସାଗର ପରିସରରେ ଅତ୍ୟାଧୁନିକ ଲେସର୍ ଲାଇଟ୍ ଓ ଶୋ’କୁ ଉଦଘାଟନ…

‘ଶକ୍ତି ସଂରକ୍ଷଣ’କୁ ନେଇ ‘ଏନଟିପିସି’ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା, ଭାଗ ନେଲେ ୬ ଲକ୍ଷ…

ଭୁବନେଶ୍ୱର: ଓଡିଶାରେ ଶକ୍ତି ସଂରକ୍ଷଣକୁ ନେଇ ଆୟୋଜିତ ଏକ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ରାଜଧାନୀରେ ଏନଟିପିସି ପକ୍ଷରୁ ଆୟୋଜିତ ହୋଇଯାଇଛି । ରାଜ୍ୟର ୨୨ଟି ଜିଲ୍ଲାରୁ ୬ ଲକ୍ଷରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଏଥିରେ ସମସ୍ତ ପୁରସ୍କାର ବିଜୟୀ ଛାତ୍ରଛାତ୍ରୀମାନେ…

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳ ଚଳଚଞ୍ଚଳ

ସାକ୍ଷୀଗୋପାଳ: ଆଜି ହେଉଛି ପବିତ୍ର ଅଁଳା ନବମୀ, ଏହି ପବିତ୍ର ଦିନରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଛି । ଆଜି ଶ୍ରୀରାଧାଙ୍କର ପବିତ୍ର ପାଦ ଦର୍ଶନ କରିବେ ଭକ୍ତମାନେ ।…

ବ୍ରହ୍ମ ବିଭ୍ରାଟ: ସେବାୟତ ଖୋଲିଲେ ପେଡ଼ି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗର ପେଡ଼ି ଧିରେ ଧିରେ ଖୋଲିବାରେ ଲାଗିଛି । ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣ ସେବାୟତଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଯିବାର ଗୋଟିଏ ଦିନ ପରେ ଅର୍ଥାତ ଆଜି ଏହି…

ପାଲାର ‘ପାଠାଗାର’ – ଗାୟକ ମାର୍କଣ୍ଡେୟ ବାହିନୀପତି

ଭୁବନେଶ୍ୱର: ୧୯୬୪ ମସିହାର ଘଟଣା । ଶ୍ରୀଗଣେଶ ପୂଜା ଉପଲ୍ଲକ୍ଷେ ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରରେ ବାଦୀପାଲାର ଆୟୋଜନ ହୋଇଥାଏ । ତକ୍ରାଳୀନ ସ୍ୱନାମଧନ୍ୟ ଗାୟକ ମାର୍କଣ୍ଡେୟ ବାହିନୀପତି ଆସିଥାନ୍ତି ପାଲା ଗାଇବାକୁ । ସେ ବର୍ଷ ମରୁଡି ପଡିଥିବାରୁ ମଂଚରେ ବିଶେଷ ଜନସମାଗମ ହେଉନଥାଏ । ଏହାର…

ରହସ୍ୟମୟ ନାଗରାଜ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ସହସ୍ରାଧିକ ସର୍ପ !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ଆଲୋକର ପର୍ବ ଦୀପାବଳିରେ ଉତ୍ସବମୁଖର ସାରା ଦେଶ

ଭୁବନେଶ୍ୱର : ପବିତ୍ର ଦୀପାବଳି ଉପଲକ୍ଷେ ଓଡିଶା ସମେତ ସମଗ୍ର ଦେଶରେ ଉତ୍ସବମୁଖର ହୋଇଉଠିଛି । କେହିକେହି ଘରେ ରଙ୍ଗୋଲି ସହିତ ଦୀପ ଜଳାଇ ତ ଆଉ କେହିକେହି ବାଣ ଫୁଟାଇ ଏହି ଦୀପାବଳି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଶାସ୍ତ୍ରାନୁଯାୟୀ ଅନ୍ଧକାର ଉପରେ ଆଲୋକ ଏବଂ…

କାଳୀପୂଜାରେ ଭଦ୍ରକାଳୀ ପୀଠ ସମେତ ସମଗ୍ର ଭଦ୍ରକ ଜିଲ୍ଲା ଉତ୍ସବମୁଖର

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କର ମଙ୍ଗଳବାର ରାତିରୁ ପୂଜା ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ଆହାରପଦାସ୍ଥିତ ଭଦ୍ରକାଳୀସାହିରେ ଥିବା ମା’ଭଦ୍ରକାଳୀପୀଠ ଉତ୍ସବମୁଖର ହୋଇ ଉଠିଛି । ମଙ୍ଗଳବାରଦିନ ବେଦମାତା ବେଶରେ ପୂଜା ପାଇଛନ୍ତି ଓଡ଼ିଶାର ଏହି ତନ୍ତ୍ରପୀଠର…

କାହିଁକି ପାଳନ କରାଯାଏ ଧନତେରସ, ଜାଣନ୍ତୁ କିଛି ପୌରାଣିକ କଥା !

ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ…