Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୁରୁପ୍ରୀୟା ସେତୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜୁଲାଇ ୧୮ରେ ଉଦଘାଟିତ ହେବ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରୀୟା ସେତୁ ଉଦଘାଟନ କରିବେ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଗୁରୁପ୍ରୀୟା ନଦୀ ଉପରେ ନବନିର୍ମିତ ଗୁରୁପ୍ରୀୟା ସେତୁକୁ ଜୁଲାଇ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ । ଏଥିମଧ୍ୟରେ…

ବିଶ୍ୱକପ ଫୁଟବଲ: ଫାଇନାଲରେ କ୍ରୋଏସିଆ, ଇଂଲଣ୍ଡ ୨-୧ରେ ପରାସ୍ତ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ୨୦୧୮ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି କ୍ରୋଏସିଆ । ପଡ଼ୋଶୀ ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ଫାଇନାଲରେ କ୍ରୋଏସିଆ ଦଳ ରବିବାର ଦିନ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଫ୍ରାନ୍ସକୁ । ଗୁରବାର ଖେଳାଯାଇଥିବା ଦ୍ୱିତୀୟ…

ବିଦେଶରେ ରଥଯାତ୍ରା: ସାରା ଜଗତରେ ପ୍ରକମ୍ପିତ ହୁଏ ‘ଜୟ ଜଗନ୍ନାଥ’ ଧ୍ୱନୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀରେ ପ୍ରସିଦ୍ଧି ଲାଭ କରି ପାରିଛି ତାହାନୁହେଁ, ବରଂ ବିଶ୍ୱାସ ଓ ଭକ୍ତିଭାବନାର ଦେବତା ତଥା ସାରା ଜଗତର ନାଥ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶ ବିଦେଶରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବାରେ ଲାଗିଛି । ବିଦେଶରେ…

ଆମ୍ରି ହସ୍ପିଟାଲ୍ସରେ ମାଷ୍ଟର ଇନ୍ ଏମର୍ଜେନ୍ସି ମେଡିସିନ୍ (ଏମ୍ଇଏମ୍)ର ପ୍ରଥମ ସମାବର୍ତନ ଉତ୍ସବ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ୨୦୧୮ ଜୁଲାଇ ୧୦ରେ ଅନୁଷ୍ଠିତ ପ୍ରଥମ ସମାବର୍ତନ ଉତ୍ସବରେ ଆମ୍ରି ହସ୍ପିଟାଲ୍ସ, ଭୁବନେଶ୍ୱର ପକ୍ଷରୁ ପ୍ରଥମ ବ୍ୟାଚ୍ରେ ପାଂଚ ଜଣ ବିଦ୍ୟାର୍ଥୀଙ୍କୁ ମାଷ୍ଟର ଅଫ୍ ଏମର୍ଜେନ୍ସି ମେଡିସିନ୍ (ଏମ୍ଇଏମ୍) ପ୍ରଦାନ କରାଯାଇଛି । ଏହି ସମାବର୍ତନ…

ଓଡ଼ିଶାରେ ଅକ୍ଟୋବର ୨ରୁ ସମ୍ପୂର୍ଣ୍ଣ ନିଷେଧ ହେବ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି । ‘ଆମ ମୁଖ୍ୟମନ୍ତ୍ରୀ, ଆମ କଥା’ କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟ…

ଫିଲ୍ମ ‘ଧଡ଼କ’ ରିଲିଜ୍ ପୂର୍ବରୁ ନର୍ଭସ ହୋଇପଡ଼ିଛନ୍ତି ଶ୍ରୀଦେବୀ ତନୟା ଜାହ୍ନବୀ !

ମୁମ୍ବାଇ : ଜୁଲାଇ ୨୦ ତାରିଖରେ ରିଲିଜ୍ ହେବାକୁ ଯାଉଛି ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀଙ୍କ ଡ଼େବ୍ୟୁ ଫିଲ୍ମ ‘ଧଡ଼କ୍’ । ଏହି ରୋମାଣ୍ଟିକ ମୁଭିରେ ବୋନୀକପୁର-ଶ୍ରୀଦେବୀଙ୍କ କିଶୋରୀ କନ୍ୟା ଜାହ୍ନବୀଙ୍କ ସହିତ ଅଛନ୍ତି ଇଶାନ୍ ଖଟ୍ଟର୍ । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ…

ପପୁ ପମ୍ ପମ୍ ସୁସ୍ଥ ହୋଇ ଓଡ଼ିଶା ଫେରିଲେ

ଭୁବନେଶ୍ୱର : ଓଲିଉଡ଼ର କମେଡ଼ି କିଙ୍ଗ୍ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ଦୀର୍ଘ ଦୁଇ ମାସ ଧରି ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ସ ଅଫ ମେଡ଼ିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ ପପୁ । ଆଜି ସକାଳେ ପରିବାର ସହିତ ପପୁ…

ରଥେ ତ୍ୱଂ ବାମନଂ ଦୃଷ୍ଟା ପୁନର୍ଜନ୍ମଂ ନ ବିଦ୍ୟତେ: ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଲେ ଜଗତର ନାଥ, ସେ ଭକ୍ତ ବତ୍ସଳ, ସେ ଭାବଗ୍ରାହୀ, ସେ ଅନ୍ତର୍ଯ୍ୟାମୀ । ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ରଥାରୂଢ ହୋଇ ତାଙ୍କର ଅଗଣିତ ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ରତ୍ନସିଂହାସନରୁ ଓହ୍ଲାଇ ବାଇସିପାହାଚରେ ମନୁଆ ହୋଇ ଚାଲି ଚାଲି ଆସନ୍ତି । ଧାଡ଼ିପହଣ୍ଡିରେ…

ଥାଇଲାଣ୍ଡ ଗୁମ୍ଫାରେ ଫୁଟବଲ ଖେଳାଳି ଫସିବା ପ୍ରସଙ୍ଗ: ବାଲୁକାକଳାରେ ଉଦ୍ଧାରକାରୀ ସମନ କୁନାନଙ୍କୁ ଅଶ୍ରୁଳ…

ପୁରୀ : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଥାଇଲାଣ୍ଡ ବୁଡ଼ାଳୀ ତଥା ଗୁମ୍ପାରେ ଫସିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାରକାରୀ ସମନ କୁନାନଙ୍କୁ ତାଙ୍କର ବାଲୁକା କଳା ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଦଳ ଗୁମ୍ଫା…

ରଥଖଳାରେ ରଥନିର୍ମାଣ: ଓଡ଼ିଆ କାରିଗରଙ୍କ ନିର୍ଭୁଲ ସ୍ୱାକ୍ଷର

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ନିୟୋଜିତ ହେଉଥିବା ତିନିରଥର ପାରମ୍ପରିକ ନିର୍ମାଣ ଶୈଳୀ ପ୍ରକୃତରେ ଓଡ଼ିଆ କାରିଗରଙ୍କ ଉକ୍ରୃଷ୍ଟ ନିର୍ମାଣ ପ୍ରତିଭାର ନିର୍ଭୁଲ ସ୍ୱାକ୍ଷର ରୂପେ ପ୍ରକାଶ କରିଥାଏ । ବଡ଼ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ, ସାନଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ…