Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାଲେଶ୍ୱର: ହୋଟେଲ୍ ‘ଜାଇକା ଇଣ୍ଟରନ୍ୟାସନାଲ’ରେ ଗୁଳିକାଣ୍ଡ, ବର୍ତ୍ତିଗଲେ ହୋଟେଲ ମାଲିକ

ବାଲେଶ୍ୱର : ବାଲେଶ୍ୱରର ସହରର ଜଣାଶୁଣା ହୋଟେଲ ଜାଇକା ଇଣ୍ଟରନ୍ୟାସନାଲରେ ଗୁଳିକାଣ୍ଡ ଘଟିଛି । ରବିବାର ସନ୍ଧ୍ୟାରେ ହୋଟେଲ ମଧ୍ୟରେ ପଶି ୩ ଜଣ ଦୁର୍ବୃତ୍ତ ହୋଟେଲର ମାଲିକଙ୍କ ଉପରେ ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଏହି ଗୁଳିକାଣ୍ଡରେ ହୋଟେଲ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।…

ପ୍ରବଳ ବର୍ଷାର ଆଶଙ୍କା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ସକାଳେ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ…

ବିଶ୍ୱକପ ଫୁଟବଲ: ରୁଷିଆକୁ ୪-୩ରେ ପରାସ୍ତ କରି କ୍ରୋଏସିଆ ସେମିଫାଇନାଲରେ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରେ ଆୟୋଜକ ରୁଷିଆ ପରାସ୍ତ ହୋଇଛି । ପଡ଼ୋଶୀ କ୍ରୋଏସିଆ ସେମିଫାଇନାଲକୁ ପ୍ରବେଶ କରି ବିଶ୍ୱକପ ଇତିହାସରେ ଏକ ଇତିହାସ ସୃଷ୍ଟି କରିଛି । ସେମିଫାଇନାଲରେ କ୍ରୋଏସିଆ ଦଳ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଭେଟିବ । ରୁଷିଆ-କ୍ରୋଏସିଆ…

ବିଶ୍ୱକପ ଫୁଟବଲ: ଇଂଲଣ୍ଡ ସେମିଫାଇନାଲରେ, ସ୍ୱିଡ଼େନ ୨-୦ରେ ପରାସ୍ତ

ମସ୍କୋ : ଏକ ଚିତାକର୍ଷକ କ୍ୱାର୍ଟର୍ ଫାଇନାଲ ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ଅନ୍ୟ ଏକ ୟୁରୋପୀୟ ରାଷ୍ଟ୍ର ସ୍ୱିଡ଼େନକୁ ପରାସ୍ତ କରି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ଶନିବାର ଏକ ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁଇ ୟୁରୋପୀୟ ଦଳ ଇଂଲଣ୍ଡ-ସ୍ୱିଡ଼େନ ମଧ୍ୟରେ ବିଶ୍ୱକପ…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବିରେ ବିଜେପି ହାଇକୋର୍ଟର ଦ୍ୱାରସ୍ଥ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି ଭାରତୀୟ ଜନତା ପାର୍ଟି । ଏହି ଚାବି ହଜିବା ଘଟଣା ନେଇ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଓଡ଼ିଶା ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏହି ମାମଲା ଦାୟର…

ପ୍ରତିଷ୍ଠା ହେବ ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ, ବଢିବ ଓଡ଼ିଶା-ଫ୍ରାନ୍ସ ସାଂସ୍କୃତିକ ବିନିମୟ

ଭୁବନେଶ୍ୱର : ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ ପ୍ରତିଷ୍ଠା ହେବ । ଓଡ଼ିଶା ଓ ସୁଦୂର ଫ୍ରାନ୍ସ ମଧ୍ୟରେ ସୁନ୍ଦର ସାଂସ୍କୃତିକ ବିନିମୟ ଘଟିବ । ଫ୍ରାନ୍ସ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା ତଥା ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ୍ ଇନ୍ ଇଣ୍ଡିଆର ନିର୍ଦ୍ଦେଶକ ଡ଼ଃ ବର୍ଟାଣ୍ଡ ଡି…

ରଥଯାତ୍ରା ଲାଗି ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା: ୧୮୪ଟି ସ୍ୱତନ୍ତ୍ର ଟ୍ରେନ, ୬୦ଟି ଟିକେଟ କାଉଣ୍ଟର ସହିତ ବ୍ୟାପକ…

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀକ୍ଷେତ୍ରରେ ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଯାତ୍ରୀମାନଙ୍କ ସୁବିଧା ଲାଗି ଇଷ୍ଟକୋଷ୍ଟ ରେଳବାଇ ଖୋର୍ଦ୍ଦାରୋଡ଼ ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରାରୁ ସୁନାବେଶ…

ଅଣସର ପିଣ୍ଡିରେ ଶ୍ରୀଜଗନ୍ନାଥଙ୍କ ଜ୍ୱର ଚିକିତ୍ସା: ଦେବବୈଦ୍ୟଙ୍କ ଜଡ଼ିବୁଟିରେ ଆରୋଗ୍ୟ ହୁଅନ୍ତି ଚତୁର୍ଦ୍ଦା ମୂରତି !

ସାଧାରଣ ମଣିଷ ପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ସମଗ୍ର ବିଶ୍ୱବାସୀଙ୍କୁ ଚମତ୍କୃତ କରିଥାଏ । ସକାଳର ଦିନଚର୍ଯ୍ୟାରେ ଦାନ୍ତକାଠିରେ ଦାନ୍ତଘଷାରୁ ଆରମ୍ଭ କରି ଦହି ପଖାଳ ଖାଇ ଶୋଇବାରୁ ଜଣାପଡ଼େ ମହାପ୍ରଭୁ ଜଣେ ଖାଣ୍ଟି ଓଡ଼ିଆଃ ସବୁଠୁ ଅଧିକ ବିସ୍ମିତ କରିଥାଏ ସ୍ନାନ ପରେ…

ଜ୍ୱର ଛାଡ଼ିବାକୁ ମହାପ୍ରଭୁ ଲଗାଇବେ ଫୁଲୁରି ତେଲ

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସକାଳର ଦିନଚର୍ଯ୍ୟାରେ ମୁତୁରୀ କାଠିରେ ଦାନ୍ତଘଷା ଆରମ୍ଭ କରି ଦହି ପଖାଳ ଖାଇ ପଲଙ୍କରେ ଶୋଇବା ଯାଏ ଶ୍ରୀମନ୍ଦିରରେ ଚାଲିଥାଏ ତାଙ୍କର ଅପୂର୍ବ ଲୀଳାଖେଳା । ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀରେ…

ରାଜ୍ୟସ୍ତରୀୟ ବନମହୋତ୍ସବ: ଜୁଲାଇ ୭ ତାରିଖ ଦିନ ୪୦ ଲକ୍ଷ ଗଛ ଲଗାଯିବ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଚଳିତ ଜୁଲାଇ ମାସ ୭ ତାରିଖ ଦିନ ସାରା ରାଜ୍ୟରେ ଗୋଟିଏ ଦିନରେ ୪୦ ଲକ୍ଷ ଗଛ ଚାରା ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ପାତ୍ରପଡ଼ା-ଭଗବାନପୁର ହାଇସ୍କୁଲ ପରିସରରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…