Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ରାଜଧାନୀ ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଥାଏ । ସେହିପରି ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଥାଏ । ରାଜଧାନୀ ଭୁବନେଶ୍ୱରରେ ଅନେକ ପୁରୁଣା ତଥା…

ବିଶ୍ୱର ଶ୍ରେଷ୍ଠ ୫୦ ସ୍ମାର୍ଟ ସିଟି: ଭୁବନେଶ୍ୱର ୩୨ ତମ ସ୍ଥାନରେ

ଭୁବନେଶ୍ୱର : ଭାରତର ନଂ ୧ ସ୍ମାର୍ଟ ସିଟି ହେବାର ଗୌରବ ଅର୍ଜନ ପରେ ଏବେ ସମଗ୍ର ବିଶ୍ୱର ଶ୍ରେଷ୍ଠ ୫୦ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱର ୩୨ତମ ସ୍ଥାନରେ ରହିବାର ସଫଳତା ହାସଲ କରିଛି । ସିଙ୍ଗାପୁରର ‘ଇଡ଼େନ ଷ୍ଟ୍ରାଟେଜି ଇନଷ୍ଟିଚ୍ୟୁଟ’ ନାମକ ଏକ ସର୍ଭେ ସଂସ୍ଥା ତାଙ୍କର ସଦ୍ୟତମ…

ବିଶ୍ୱକପ ଫୁଟବଲ: ଫାଇନାଲରେ କ୍ରୋଏସିଆ, ଇଂଲଣ୍ଡ ୨-୧ରେ ପରାସ୍ତ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ୨୦୧୮ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି କ୍ରୋଏସିଆ । ପଡ଼ୋଶୀ ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ଫାଇନାଲରେ କ୍ରୋଏସିଆ ଦଳ ରବିବାର ଦିନ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଫ୍ରାନ୍ସକୁ । ଗୁରବାର ଖେଳାଯାଇଥିବା ଦ୍ୱିତୀୟ…

ଆମ୍ରି ହସ୍ପିଟାଲ୍ସରେ ମାଷ୍ଟର ଇନ୍ ଏମର୍ଜେନ୍ସି ମେଡିସିନ୍ (ଏମ୍ଇଏମ୍)ର ପ୍ରଥମ ସମାବର୍ତନ ଉତ୍ସବ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ୨୦୧୮ ଜୁଲାଇ ୧୦ରେ ଅନୁଷ୍ଠିତ ପ୍ରଥମ ସମାବର୍ତନ ଉତ୍ସବରେ ଆମ୍ରି ହସ୍ପିଟାଲ୍ସ, ଭୁବନେଶ୍ୱର ପକ୍ଷରୁ ପ୍ରଥମ ବ୍ୟାଚ୍ରେ ପାଂଚ ଜଣ ବିଦ୍ୟାର୍ଥୀଙ୍କୁ ମାଷ୍ଟର ଅଫ୍ ଏମର୍ଜେନ୍ସି ମେଡିସିନ୍ (ଏମ୍ଇଏମ୍) ପ୍ରଦାନ କରାଯାଇଛି । ଏହି ସମାବର୍ତନ…

ଓଡ଼ିଶାରେ ଅକ୍ଟୋବର ୨ରୁ ସମ୍ପୂର୍ଣ୍ଣ ନିଷେଧ ହେବ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି । ‘ଆମ ମୁଖ୍ୟମନ୍ତ୍ରୀ, ଆମ କଥା’ କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟ…

ଥାଇଲାଣ୍ଡ ଗୁମ୍ଫାରେ ଫୁଟବଲ ଖେଳାଳି ଫସିବା ପ୍ରସଙ୍ଗ: ବାଲୁକାକଳାରେ ଉଦ୍ଧାରକାରୀ ସମନ କୁନାନଙ୍କୁ ଅଶ୍ରୁଳ…

ପୁରୀ : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଥାଇଲାଣ୍ଡ ବୁଡ଼ାଳୀ ତଥା ଗୁମ୍ପାରେ ଫସିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାରକାରୀ ସମନ କୁନାନଙ୍କୁ ତାଙ୍କର ବାଲୁକା କଳା ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଦଳ ଗୁମ୍ଫା…

ବାଲେଶ୍ୱର: ହୋଟେଲ୍ ‘ଜାଇକା ଇଣ୍ଟରନ୍ୟାସନାଲ’ରେ ଗୁଳିକାଣ୍ଡ, ବର୍ତ୍ତିଗଲେ ହୋଟେଲ ମାଲିକ

ବାଲେଶ୍ୱର : ବାଲେଶ୍ୱରର ସହରର ଜଣାଶୁଣା ହୋଟେଲ ଜାଇକା ଇଣ୍ଟରନ୍ୟାସନାଲରେ ଗୁଳିକାଣ୍ଡ ଘଟିଛି । ରବିବାର ସନ୍ଧ୍ୟାରେ ହୋଟେଲ ମଧ୍ୟରେ ପଶି ୩ ଜଣ ଦୁର୍ବୃତ୍ତ ହୋଟେଲର ମାଲିକଙ୍କ ଉପରେ ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଏହି ଗୁଳିକାଣ୍ଡରେ ହୋଟେଲ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।…

ପ୍ରବଳ ବର୍ଷାର ଆଶଙ୍କା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ସକାଳେ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ…

ବିଶ୍ୱକପ ଫୁଟବଲ: ରୁଷିଆକୁ ୪-୩ରେ ପରାସ୍ତ କରି କ୍ରୋଏସିଆ ସେମିଫାଇନାଲରେ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରେ ଆୟୋଜକ ରୁଷିଆ ପରାସ୍ତ ହୋଇଛି । ପଡ଼ୋଶୀ କ୍ରୋଏସିଆ ସେମିଫାଇନାଲକୁ ପ୍ରବେଶ କରି ବିଶ୍ୱକପ ଇତିହାସରେ ଏକ ଇତିହାସ ସୃଷ୍ଟି କରିଛି । ସେମିଫାଇନାଲରେ କ୍ରୋଏସିଆ ଦଳ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଭେଟିବ । ରୁଷିଆ-କ୍ରୋଏସିଆ…

ବିଶ୍ୱକପ ଫୁଟବଲ: ଇଂଲଣ୍ଡ ସେମିଫାଇନାଲରେ, ସ୍ୱିଡ଼େନ ୨-୦ରେ ପରାସ୍ତ

ମସ୍କୋ : ଏକ ଚିତାକର୍ଷକ କ୍ୱାର୍ଟର୍ ଫାଇନାଲ ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ଅନ୍ୟ ଏକ ୟୁରୋପୀୟ ରାଷ୍ଟ୍ର ସ୍ୱିଡ଼େନକୁ ପରାସ୍ତ କରି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ଶନିବାର ଏକ ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁଇ ୟୁରୋପୀୟ ଦଳ ଇଂଲଣ୍ଡ-ସ୍ୱିଡ଼େନ ମଧ୍ୟରେ ବିଶ୍ୱକପ…