ଆଜିଠୁଁ ଭାଲେଣ୍ଟାଇନ୍ ସପ୍ତାହ; ମନେପଡ଼େ ଓଡିଶା ମାଟିର ନିଚ୍ଛକ ପ୍ରେମ କାହାଣୀ…

ଭୁବନେଶ୍ୱର : ପ୍ରେମ ହେଉଛି ସତ୍ୟ ଓ ଶାଶ୍ୱତ । ଏହି ପ୍ରେମକୁ ନେଇ ଅତୀତରେ ରୋମିଓ-ଜୁଲିଏଟ୍, ଶିରିନ୍-ଫହରାଦ,ସୋନୀ-ମହିବାଲ, ହୀର-ରାଞ୍ଝ ଓ କେଦାର-ଗୌରୀଙ୍କ ଭଳି ଅନେକ ଉଦାହରଣ ରହିଛି । ନିଜ ପ୍ରେମକୁ ପାଇ କିଏ ଖୁସି ତ ଆଉ କାହାର ସାରା ଜୀବନ...

ପ୍ରେମ ସପ୍ତାହର ଗୁରୁତ୍ୱପୂର୍ଣ୍ଣ ଦିନ ପ୍ରମିଜ ଡେ’…

ଭୁବନେଶ୍ୱର:ପ୍ରେମ ସପ୍ତାହର ଆଜି ପଞ୍ଚମ ଦିନ । ପ୍ରେମୀ ଯୁଗଳ ଏହାକୁ ପ୍ରମିଜ୍‌ ଡେ ଭାବେ ପାଳନ କରନ୍ତି। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ଓ ବିଶ୍ୱାସର ପ୍ରତିଶ୍ରୁତି ଦିଅନ୍ତି । ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ...

ନିଜ ସାଥୀଙ୍କ ସହ ଏହିଭଳି ପାଳନ କରନ୍ତୁ ଟେଡି ଡେ’…

ଭୁବନେଶ୍ୱର:ପାଖେଇ ଆସୁଛି ଭଲେଣ୍ଟାଇନ ଡେ' । ରୋଜ୍ ଡେ, ପ୍ରପୋଜ୍ ଡେ ଓ ଚକୋଲେଟ ଡେ ପରେ ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଟେଡି ଡେ । ପରସ୍ପରକୁ ଟେଡିବିୟର ଦେଇ ନିଜ ମନର ଭାବନା ପ୍ରକାଶ କରୁଛନ୍ତି ପ୍ରେମୀ ଯୁଗଳ । ପ୍ରେମ...

ଗଳ୍ପ : ରଙ୍ଗ ନମ୍ବର

ଓଁ ଅଭିଜ୍ଞାନ ସାହୁ ଆଜି ଭାଲେଣ୍ଟାଇନ ଡେ । ସକାଳୁ ଚଇନି ଚିକଣ ହେଇ ଘରୁ ରାଜନ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ । "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲା ବେଳେ ନେଇକି ଆସିବ ।"...

ପ୍ରେମରେ ସାର୍ଥକତା ଆଣିଦେବ ଏହିସବୁ ବାସ୍ତୁ ନିୟମ !

ଭୁବନେଶ୍ୱର: ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ । ଯେଉଁମାନେ ଏ ଯାଏଁ ପ୍ରେମରେ ପଡିନାହାନ୍ତି ବା ଏକା ଅଛନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଆଶା ଏବଂ ଅଜଣା ଭୟରେ କଟେ ।...

ଚକଲେଟ ଡେ’: ଏହିପରି ନିଜ ପାର୍ଟନରଙ୍କୁ କରନ୍ତୁ ଇମ୍ପ୍ରେସ

ଭୁବନେଶ୍ୱର: ଫେବ୍ରୁଆରୀ ୯ ମାନେ ଆଜି ହେଉଛି ଭାଲେଣ୍ଟାଇନ୍ ୱିକ୍ ର ତୃତୀୟ ଦିନ ମାନେ ଚକଲେଟ୍ ଡେ । ଏହି ଅବସରରେ ପ୍ରେମୀଯୁଗଳ ଚକଲେଟ୍ ଦିଆନିଆ ହୋଇଥାଆନ୍ତି । ଭାଲେଣ୍ଟାଇନ୍ ୱିକ୍ କୁ ନେଇ ପ୍ରେମୀଙ୍କ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି...

ଭଲେଣ୍ଟାଇନ ଡେ’: ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବ କମିଶନରେଟ ପୋଲିସ…

ଭୁବନେଶ୍ୱର: ଆଜି ଭଲେଣ୍ଟାଇନ ଡେ' ବା ପ୍ରେମ ଦିବସ । ଏହି ପାଶ୍ଚାତ୍ ସଭ୍ୟତାକୁ ଆଜିର ଯୁବ ପିଢୀ ଉତ୍ସାହର ସହ ପାଳନ କରୁଥିବା ବେଳେ ଏହାକୁ ବିରୋଧ କରୁଛନ୍ତି କେତେକ ସଂଗଠନ । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଆଗେଇ...

ସାହିତ୍ୟ