Latest Odisha News

BREAKING NEWS

Browsing Category

ଅପରାଧ

ଚନ୍ଦନପୁର ବଜାରରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ ଚନ୍ଦନପୁର ବଜାରରେ ବୋମାମାଡ଼ । ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ହୋଇଛି ବୋମାମାଡ଼ । ବୋମାମାଡ କରି ଦୃର୍ବୁତ୍ତ ଖସି ଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି । ତେବେ ବୋମାମାଡ କରିଥିବା ଦୃର୍ବୁତ୍ତ ଏକ ବାଇକ ରେ ଖସି ଯାଉଥିବା…

ବାପ ସାଜିଲା ଜହ୍ଲାଦ, ମାତ୍ର ଶହେ ଟଙ୍କା ପାଇଁ କଟୁରୀରେ ପୁଅକୁ ହାଣିଲା

କଟକ: ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ପୁଅ ଶୋଇଥିବାବେଳେ କଟୁରୀରେ ହାଣି ଲହୁ ଲୁହାଣ କଲା ପିଶାଚ ବାପା । ଖବର ମୁତାବକ,…

ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା, ମୁମ୍ବାଇ ଏୟାରପୋର୍ଟରୁ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନୁଡଲ୍ସ ପ୍ୟାକେଟରୁ ବାହାରିଲା ହୀରା । ମୁମ୍ବାଇ ଏୟାରପୋର୍ଟରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରିଛି କଷ୍ଟମ୍ ବିଭାଗ । ମୁମ୍ବାଇ କଷ୍ଟମ୍ସ ଅଧିକାରୀ ୬.୪୬ କୋଟି ଟଙ୍କା ସୁନା ଓ ହୀରା ଜବତ କରି ଏପ୍ରିଲ ୧୯ ରୁ ୨୧ ତାରିଖ ମଧ୍ୟରେ ଚାରି ଜଣଙ୍କୁ ଗିରଫ କରିଛି। ମୁମ୍ବାଇ…

ମାଡ଼ ମାରି ମୋବାଇଲ ଫୋନ ଲୁଟ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣକୁ ମାଡ଼ ମାରି ମୋବାଇଲ ଫୋନ ଲୁଟ କରିବା ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ। ଏହି ସଜା ଶୁଣାଇଛନ୍ତି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ବିଚାରପତି। ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ମାନସ ରଞ୍ଜନ ସାହୁ ଭରତପୁର ଥାନା…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ। ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ ହେଲେ ପ୍ରଧାନଶିକ୍ଷକ। ବିଦ୍ୟାଳୟର…

ଓଡ଼ିଶା ପୋଲିସ ଦ୍ୱାରା ମହିଳା ମାଓବାଦୀ ଗିରଫ, ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

ନବରଙ୍ଗପୁର: ଚଳିତ ମାସ ପ୍ରାରମ୍ଭରୁ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଆହତ ହୋଇଥିବା ଛତିଶଗଡର ଜଣେ ମହିଳା ମାଓବାଦୀ ଗିରଫ। ଏହି ମହିଳା ନକ୍ସଲକୁ ନବରଙ୍ଗପୁରରେ ଓଡିଶା ପୋଲିସ ଗିରଫ କରିଛି। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ଥାନା ଏକାୱାରି ଗାଁରୁ ଆହତ ମହିଳା…

ବରଗଡ଼ରୁ ଆଜି ପୁଣି ଜବତ ହେଲା ୬ ଲକ୍ଷରୁ ଅଧିକ ଟଙ୍କା

ବରଗଡ଼: ରାଜ୍ୟରେ ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ବରଗଡରୁ ପୁଳାପୁଳା ଟଙ୍କା ଜବତ ହେଉଛି। ଗତକାଲି ୧୦ ଲକ୍ଷ ପରେ ଆଜି ପୁଣି ଜବତ ହୋଇଛି ୬ ଲକ୍ଷରୁ ଅଧିକ ଟଙ୍କା। ଝାରବନ୍ଧ ଥାନା ଡ଼ଭା ଛକରେ ଚେକିଂ ବେଳେ ଦୁଇ ବାଇକ ଆରୋହୀଙ୍କ ଠାରୁ ୬ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଜବତ କରିଛି…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମରେ ଚାଞ୍ଚଲ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଉଦ୍ଧାର କରିଛି ଗୁଣୁପୁର ପୋଲିସ । ମୃତ ମହିଳା ଜଣକ ଗୁଣୁପୁରର ସନ୍ତୋସି ବାଉରୀ ବୋଲି ଜଣାପଡିଛି । ବାୟାଗୁଡା…

ନିର୍ବାଚନ ପୂର୍ବରୁ ବରଗଡ଼ ପୋଲିସକୁ ବଡ଼ ସଫଳତା: ଗାଡ଼ି ଚେକିଂ ବେଳେ ୧୦ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ବରଗଡ଼: ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବରଗଡ଼ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା।ଚେକିଙ୍ଗ ସମୟରେ ଏକ ପିକଅପ୍ ଗାଡ଼ିରୁ ଧରାପଡ଼ିଲା ୧୦ ଲକ୍ଷ ଟଙ୍କା । ଟାଉନ ପୋଲିସ ପିକଅପ୍ ଗାଡ଼ିକୁ ଏବଂ ୧୦ ଲକ୍ଷ ଟଙ୍କା ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି। ସୂଚନା…

ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ। ଏନେଇ ମହିଳା ଶ୍ରମିକଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତେଲା ଦେଲେ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରା। ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା ଶ୍ରମିକ ବସି…