Latest Odisha News

BREAKING NEWS

Browsing Category

ଅପରାଧ

ନିଶା ଦେଇ ଦୁଷ୍କର୍ମ କଲେ ପବ୍ ସାଙ୍ଗ

ଭୁବନେଶ୍ୱର: ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପାହାଳ ଥାନା ପୋଲିସ୍ ଲୁହା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କୁ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଅନୁସାରେ, ପାହାଳ ଥାନାରେ ଗତ ୬…

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ ୧୨୮୦…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର

ଭୁବନେଶ୍ୱର: ଘର ଢ଼ିଙ୍କି କୁମ୍ଭୀର । ଭିଜିଲାନ୍ସ- ଦୁର୍ନୀତି ନିବାରଣ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନସ୍ପେକ୍ଟର । ଶୁକ୍ରବାର ସମ୍ବଲପୁର ଡିଭିଜନ ଇନସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । ମୁକେଶ ସାହୁ ନାମକ (ସାଧାରଣ ବ୍ୟକ୍ତି)…

[ଦେଖନ୍ତୁ ଭିଡିଓ] ଝିଅ ବାହାଘରରେ ମାଆ ପଡିଲେ ବଳି: ଗାଁରେ ଶୋକାକୁଳ ପରିବେଶ

ବରଗଡ଼ :  ନାଚିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା  । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମାଆ କିଶୋରୀ ରାଜହଂସ । ମେଳଛାମୁଣ୍ଡା ଥାନା…

ଅନଲାଇନ୍ ଟ୍ରେଡିଂ ନେଲା ଜୀବନ : ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡି ଜୀବନ ହାରିଲେ ଯୁବକ

ବାଲେଶ୍ୱର  : ଅନଲାଇନ୍ ଟ୍ରେଡିଂ ନେଲା ଜୀବନ । ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡିଗଲେ ଯୁବକ । ଶେଷରେ ଚିଠି ଲେଖି ହାରିଲେ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସଦାସହି ଗାଁରେ । ଗାଁର ପୂର୍ଣ୍ଣଚନ୍ଦ୍ର ଦାସ ଋଣ ଭାରରେ ବୁଡିଯାଇ ମାନସିକ…

ରାଜଧାନୀରେ ଏନକାଉଣ୍ଟର୍: ଚକରାକୁ ଗୁଳି ଚୋଟ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ । ଗତକାଲି ରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧି-ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ…

ଗିରଫ ହେଲେ ଝାରଖଣ୍ଡ ଖଣି ସଚିବ, ଇଡି ସ୍କାନରରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳା ଧନ ହେରଫେର ମାମଲା ଓ ଦୁର୍ନୀତି ଅଭିଯୋଗରେ ଝାରଖଣ୍ଡ ସରକାରଙ୍କ ଖଣି ସଚିବ ଗିରଫ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଆଇଏସ ଅଫିସର ପୂଜା ସିଂହଲଙ୍କୁ ଗିରଫ କରିଛି । ଦ୍ୱିତୀୟ ବାର ପଚରାଉଚୁରା ବେଳେ ୯ ଘଣ୍ଟାର ଜେରା ପରେ ପୂଜାଙ୍କୁ ଗିରଫ କରିଛି ଇଡି…

ଅର୍ଥ ହେରଫେର ମାମଲାରେ ଗିରଫ ହେଲେ IAS ଅଫିସର ପୂଜା ସିଙ୍ଘଲ

ରାଞ୍ଚି: ଗିରଫ ହେଲେ ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ପୂଜା ସିଙ୍ଘଲ । ମନରେଗା ଘୋଟାଲା, ନିଜ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତିର ଗୁରୁତର ଅଭିଯୋଗରେ ଘେରି ରହିଥିବା ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ତଥା ଆଇଏଏସ ଅଫିସର ପୂଜା ସିଙ୍ଘଲଙ୍କୁ ଇଡି ଗିରଫ କରିଛି । ଏହା ପୂର୍ବରୁ ତାଙ୍କୁ…

୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକକୁ ନୃଶଂସ ହତ୍ୟା

ଢେଙ୍କାନାଳ: ୪ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଢେଙ୍କାନାଳ ତୁମୁସିଙ୍ଗା ସୋଗର ଗାଁ ଝଗଡ଼ପଦାରେ ଏହି ଶିଶୁଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକ । ଅପରାହ୍ନରେ ଗାଁରେ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ହଠାତ କେଉଁ ଆଡେ ଗାଏବ…

ଭୁତୁମୁଣ୍ଡାଇରୁ ୨୫କେଜି ହରିଣ ମାଂସ ଜବତ, ଜଣେ ଗିରଫ

ପାରାଦ୍ଵୀପ: ଭୁତୁମୁଣ୍ଡାଇ ମହାନଦୀ ପୋଲ ଉପରୁ ୨୫ କେଜି ହରିଣ ମାଂସ ଜବତ କରିଛି କୁଜଙ୍ଗ ବନ ବିଭାଗ। ହରିଣ ମାଂସ ବ୍ୟବସାୟୀକୁ ଗିରଫ କରିବା ସହିତ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲା ଖରିନାସି ଗ୍ରାମର ଗୋପାଳ ମଣ୍ଡଳ। ଅଭିଯୁକ୍ତ ଗୋପାଳ ମଣ୍ଡଳ…