Latest Odisha News

BREAKING NEWS

Browsing Category

ଅପରାଧ

ନବରଙ୍ଗପୁରରେ ଜବରଦଖଲ ଜମିର ପଟ୍ଟା: ଲକ୍ଷାଧିକ ଠକି ବିଶ୍ୱରଞ୍ଜନ ସଗରିଆ ଗିରଫ

କୋଷାଗୁମୁଡ଼ା: ଜବରଦଖଲ ଜମିର ପଟ୍ଟା କରାଇ ଦେବା ନାଁରେ ଲକ୍ଷାଧିକ ଠକେଇ ହୋଇଛି । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ବିଶ୍ୱରଞ୍ଜନ ସଗରିଆ ଜମି ପଟ୍ଟା, ଡିଏଲ, ଲିଗାଲହେର ଆଦି ନକଲି କାଗଜପତ୍ର କରି ଲୋକଙ୍କୁ ଠକି ଗିରଫ ହୋଇଛି । ଅମୂଲ୍ୟ ପାଣିଗ୍ରାହୀ ନାମକ ବ୍ୟକ୍ତିଙ୍କ ଠାରୁ ୯ ହଜାର…

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହାଣିବା ପରେ କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଢେଙ୍କାନାଳ: ଗୋଟିଏ ହାତରେ କଟାମୁଣ୍ଡ, ଆଉ ଗୋଟିଏ ହାତରେ କଟୁରୀ । ସ୍ତ୍ରୀକୁ ନିଜ ହାତରେ ମାରିବା ପରେ ରାସ୍ତାରେ ଚାଲି ଚାଲି ଯାଉଛି ସ୍ୱାମୀ । ଏ ଦୃଶ୍ୟ ଏତେ ବିଭତ୍ସ ଯେ, ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା…

କଣ୍ଟେନର୍‌ର ସିକ୍ରେଟ୍‌ ଚାମ୍ବରରୁ ମିଳିଲା ୧୬୦କିଲୋ ଗଞ୍ଜେଇ

ବ୍ରହ୍ମପୁର:ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ରାକେଟ୍‌ ଠାବ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଗୋଟିଏ କଣ୍ଟେନର୍‌ରେ ଗଜପତି ଜିଲା ମୋହନାରୁ ଖଲ୍ଲିକୋଟ ନିର୍ମଳ ଝର ଦେଇ ଜାତୀୟ ରାଜପଥରେ ଚାଲାଣ ହେଉଥିବା ୧୬୦ କେଜି ଗଞ୍ଜେଇ ଧରିଛି ଅବକାରୀ ବିଭାଗ। ଏ ସଂକ୍ରାନ୍ତରେ କଣ୍ଟେନର୍‌…

ଶିକାର ପରେ ସମ୍ବର କାଟିଲା ବେଳେ ଧରିଲା ବନ ବିଭାଗ

ବ୍ରହ୍ମପୁର: ଶିକାର ପରେ ବିକ୍ରି ପାଇଁ ଏକ ସମ୍ବରକୁ କାଟିଲା ବେଳେ ଶିକାରୀଙ୍କୁ ଧରି ମାଂସ ଜବତ କରିଛି ବ୍ରହ୍ମପୁର ବନ ବିଭାଗ । ଶିକାରୀଙ୍କୁ ଅଟକ ରଖାଯାଇଥିବା ବେଳେ ସମ୍ବର ମାଂସକୁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି । ବ୍ରହ୍ମପୁର ରେଞ୍ଜର ରଜତ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା…

[ଦେଖନ୍ତୁ ଭିଡିଓ] ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ ୨ ଅଭିଯୁକ୍ତ

ନୂଆପଡ଼ା: ବିଚ୍ ରାସ୍ତାରେ ଡାକ୍ତରଙ୍କୁ ମାଡ଼ । ଚପଲରେ ମାଡ଼ ମାରି ବନ୍ଧାହେଲେ ୨ ଅଭିଯୁକ୍ତ । ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦିନବନ୍ଧୁ ମହାନନ୍ଦଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଦୁଧେସ ମୁଁଗରୀ ଓ ପ୍ରବୀଣ ପଟେଲ । ଉଭୟଙ୍କୁ ଗିରଫ ପରେ…

ଗଞ୍ଜାମ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ; ଦୁଇ ଗିରଫ

ବ୍ରହ୍ମପୁର: ଅବକାରୀ ବିଭାଗ ପକ୍ଷରୁ ରାଳବ ଗ୍ରାମରେ ଚାଲିଥିବା ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନାରେ ଚଢଉ କରାଯାଇଛି । ସେଠାରୁ ବିପୁଳ ପରିମାଣର ନକଲି ମଦ ଓ କଞ୍ଚାମାଲ ଜବତ କରାଯାଇଛି । ନକଲି ମଦ ପ୍ରସ୍ତୁତି ଓ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।…

ଅଶ୍ଲୀଳ ଫଟୋ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା; ୩ ଜଣ ଗିରଫ

ବ୍ରହ୍ମପୁର: ଅଶ୍ଲୀଳ ଫଟୋ ଭାଇରାଲ ପରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଆତ୍ମହତ୍ୟା ଏବଂ ପରେ ଏହି ଘଟଣାକୁ ନେଇ ୩ ଜଣ ଗିରଫ। ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଜଡ଼ାହାଟୁଣି ଗ୍ରାମରେ ଏହି ଘଟଣା ଘଟିଛି । ଗତ ୮ ତାରିଖରେ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ବେଳେ ବୁଧବାର ପୋଲିସ…

ଲାଞ୍ଚ ନେଇ ଧରାପଡ଼ିଲେ ବେଗୁନିଆ ବ୍ଲକ୍ ଜେଇ; ଗିରଫ କଲା ଭିଜିଲାନ୍ସ

ବେଗୁନିଆ: ବେଗୁନିଆ ବ୍ଲକର ଜେଇ(କନିଷ୍ଠ ଯନ୍ତ୍ରୀ) ସଂଘମିତ୍ରା ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଜଣେ ଠିକାଦାରଙ୍କ ଠାରୁ ବିଲ୍ କରେଇଦେବା ପାଇଁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ସୂଚନା ମୁତାବକ…

ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ

ଭୁବନେଶ୍ୱର: ଚିତ୍ରକୋଣ୍ଡାରେ ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । ବିରୋଧୀଙ୍କ ହୋ-ହଲ୍ଲା ପରେ ମନ୍ତ୍ରୀ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବା କଥା କହିଛନ୍ତି…

୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଜାଲ୍ ନୋଟ୍ କାରବାର । ପେଣ୍ଠସ୍ଥଳୀ ପାଲଟିଛି ପଶ୍ଚିମ ଓଡ଼ିଶା । ବରଗଡ଼ ପରେ ସମ୍ବଲପୁରରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ନୋଟ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ୧୫ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ଜାଲ୍ ନୋଟ୍ ଜବତ କରିଛି । ମାମଲାରେ ୨ ଜଣଙ୍କୁ…