Latest Odisha News

BREAKING NEWS

Browsing Category

ଅପରାଧ

ଗନ୍‌ ପଏଣ୍ଟରେ ଲୁଟ୍‌: ଫାୟାରିଂ କରି ସୁନା ଦୋକାନୀଙ୍କଠୁ ବ୍ୟାଗ୍‌ ଛଡ଼ାଇ ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏବେ ଲୁଟେରାଙ୍କ ଟାର୍ଗେଟ୍‌ରେ ସୁନା ଦୋକାନୀ। ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି।…

କୋରାପୁଟରେ ପୁଲିସକୁ ମାଡ଼ ! ଅଳ୍ପକେ ବର୍ତ୍ତିଲେ ନନ୍ଦପୁର ଥାନା ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ତହସିଲ ହାଟଶୁକୁରେ ପୁଲିସ ଉପରେ ରବିବାରଦିନ  ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଚିନାମାଟି ଖଣି ଅଂଚଳକୁ ପୁଲିସ  ଗସ୍ତ କରିଥିବାବେଳେ ଲୋକେ ତାହାର ପ୍ରବଳ ବିରୋଧ…

ବରଗଡ଼ରେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

ବରଗଡ଼: ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଥିବା ସିଆରପିଏଫ କ୍ୟାମ୍ପ ଅଫିସ୍ ରେ ଜଣେ ଯବାନ୍ ଆତ୍ମହତ୍ୟା କରିଛନ୍ତି । ରବିବାର ସକାଳେ ଅନ୍ୟ ଯବାନ ସୁବେଶ କୁମାର ସିଂ ଙ୍କୁ ତାଙ୍କ କ୍ୱାର୍ଟରରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ…

ଅଫିସର ବିଜେଡି କର୍ମୀ ଭଳି କାମ କରୁଛନ୍ତି

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରୀ କର୍ମଚାରୀ ଆଇନ ର ଅପବ୍ୟବହାର କରୁଥିବା ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, କିଛି ସରକାରୀ କର୍ମଚାରୀ…

ସନ୍ଦେହରେ ପୋଲିସ ଗାଡ଼ି; ହାଜତ ମୃତ୍ୟୁ ନା ଦୁର୍ଘଟଣା

ପାରାଦୀପ: ହାଜତରେ ବାଡେଇ ମାରିଦେଲେ । ହସ୍ପିଟାଲକୁ ନେଇ ପୋଲିସ କହିଲା ଦୁର୍ଘଟଣା ଜନିତ ମୃତ୍ୟୁ । ମୃତକ ମନୋରଞ୍ଜନ ଗେଡ଼ିଙ୍କ ପରିବାର ଏହି ଅଭିଯୋଗ କରିଛନ୍ତି । ବୃନ୍ଦାବନ କଲୋନୀର ମନୋରଞ୍ଜନଙ୍କୁ ଅଭୟଚାନ୍ଦପୁର ପୋଲିସ ଶନିବାର ସଂଧ୍ୟାରେ ଏକ ମାମଲାରେ ଗିରଫ କରିଥିଲା । ପରେ ବିଳମ୍ବିତ…

ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ବାପା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କମଣ୍ଡ ନିକଟ କୁଲାମୁଣ୍ଡା ସାହିରେ ଅଭାବନୀୟ ଘଟଣା।  ମଦ ଉଜାଡିଦେଇଛି ସଂସାର ।  ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା।  ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି…

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ତଦନ୍ତ ଜାରି

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା। ମୃତକ ହେଲେ ଲିଲି ଦାଶ। ଅଭିଯୁକ୍ତ ସ୍ୱାମୀ ସୌଭଗ୍ୟ ରଞ୍ଜନ ଦାଶ । ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ ଘଟିଛି ଘଟଣା। ସୌଭାଗ୍ୟ ଆଗରୁ…

ରାଜଧାନୀରେ ଧୋକାବାଜ୍ ପ୍ରେମିକ: ନା ଟଙ୍କା ମିଳୁଛି, ନା ପ୍ରେମିକ ଧରାପଡୁଛି

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ନିବିଡ଼ ସମ୍ପର୍କ । କଲେଜର ଯେଉଁ ପୂର୍ବତନ ଛାତ୍ର ସହ ବନ୍ଧୁ ବାନ୍ଧିଥିଲେ ଲେଡ଼ି ଆକାଉଣ୍ଟାଣ୍ଟ, ଆଜି ସେହି ଛାତ୍ର ଲଗାଇଦେଲା ଲକ୍ଷ ଲକ୍ଷ ଟଙ୍କାର ଚୂନ । ଝାଡ଼ଖଣ୍ଡର ଏହି ଯୁବକର ଏଭଳି କାଣ୍ଡ ପରେ ମୁଣ୍ଡରେ ହାତ ଦେଇଛନ୍ତି ଓଡ଼ିଶାର ଜଣେ ବାନ୍ଧବୀ । ଏଭଳି…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ସୁନ୍ଦରଗଡ : ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା…

ସୁଞ୍ଜୱାନ ସିଆଇଏସଏଫ ଉପରେ ଆକ୍ରମଣ; ଏନଆଇଏ କରିବ ତଦନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଗୁରୁବାର ସିଆଇଏସଏଫ ଉପରେ ହୋଇଥିବା ଆକ୍ରମଣ ମାମଲା ଏନଆଇଏକୁ ହସ୍ତାନ୍ତର କରିଛି । ଗତ ଏପ୍ରିଲ ୨୨ରେ ସୁଞ୍ଜୱାନ ଠାରେ ୧୫ ଜଣ ସିଆଇଏସଏଫ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଗୁରୁବାର ଗୃହ ମନ୍ତ୍ରାଳୟ ଠାରୁ ନିର୍ଦ୍ଦେଶ…