Latest Odisha News

BREAKING NEWS

Browsing Category

ଅପରାଧ

ମାଛ ପୋଖରୀ ଲିଜ୍ ବିବାଦରୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । ଟଙ୍କା ନୁହେଁ, ବରଂ ମାଛ ପୋଖରୀ ଲିଜକୁ ନେଇ ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ଅଭିଯୁକ୍ତ ପ୍ରବୀଣ ଧରୁଆ ହତ୍ୟା କରିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ…

ରାଜମହଲ ଓଭରବ୍ରିଜ୍ ବ୍ୟାରିକେଡ଼ ଭାଙ୍ଗିଲେ ଯୁବକ

ଭୁବନେଶ୍ୱର: ଲକଡାଉନର ସୁଯୋଗ ନେଇ ଜଣେ ବ୍ୟକ୍ତି ଭୁବନେଶ୍ୱରର ରାସ୍ତାକଡରୁ ଚୋରି କରୁଥିବା ଘଟଣା ନଜରକୁ ଆସିଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ରାଜ ମହଲ ଓଭରବ୍ରିଜରୁ ବ୍ୟାରିକେଡ ଭାଙ୍ଗୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ଷ୍ଟିଲ୍ ବ୍ୟାରିକେଡ ଭାଙ୍ଗିବା ପରେ…

ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡା : ବିନ ଦ୍ୱିପ୍ରହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବ ନାୟକଙ୍କୁ ବିଭତ୍ସ ହତ୍ୟା । ସେ ଘରେ ଥିବା ବେଳେ ଜଣେ ଦୁର୍ବୁତ ତାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ…

ଲଜ୍ଜା ! ୫ ବର୍ଷ ଶିଶୁ କନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଯାଜପୁର: ଚକୋଲେଟ୍ ଲୋଭ ଦେଖାଇ ଜଣେ ୫ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଏହି ଘଟଣାରେ ଅଭିଯୁକ୍ତ ପ୍ରଫୁଲ୍ଲ ପଣ୍ଡାକୁ ଗିରଫ କରିଛି ଯାଜପୁର ଥାନା ପୋଲିସ । ଡାକ୍ତରୀ ପରୀକ୍ଷା…

ସିମ୍ ବନ୍ଦ ହୋଇଯିବ କହି ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷ ୨୫ ହଜାର ଟଙ୍କା

ଅନୁଗୋଳ: ମାତିଛନ୍ତି ସାଇବର ଠକ । କେୱାଇସିରେ ତ୍ରୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇଗଲେ । ଅନୁଗୋଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀ ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି । ୪ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ନେଇ…

ବିନା ଡିଗ୍ରୀରେ ଚାଲିଥିଲା ଚିକିତ୍ସା, ଗିରଫ ୩ କ୍ୱାକ୍ ଡାକ୍ତର

ମାଲକାନଗିରି: କରୋନା ମହମାରୀରେ ଅସ୍ତବ୍ୟସ୍ତ ହୋଇପଡିଛି ଧନଜୀବନ । ଏହାରି ଭିତରେ କିଛି ଅସାଧୁଙ୍କୁ ମିଳିଥିଲା ମାଲାମାଲ ହେବାକୁ ସଯୋଗ । ଏହି ଧାରାରେ ମାଲକାନଗିରି ଜିଲ୍ଲାରେ ପୋଲିସ ଜାଲରେ ପଡିଛନ୍ତି ତିନିଜଣ କ୍ୱାକ୍ (ଦେଶୀ) ଡାକ୍ତର । ଜାଣି ଚକିତ ହେବେ ବିନା ଡିଗ୍ରୀରେ ଚାଲିଥିଲା…

ଭଦ୍ରକ ତିହିଡି ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ଜବତ, ୩ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ଜବତ । ଭଦ୍ରକ ତହସିଲଦାର ଓ ପୋଲିସର ମିଳିତ ଉଦ୍ୟମରେ ଦୁଇଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଚୋରା ମଦ କାରବାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।…

ମୁନିଗୁଡାରେ ଅସମ୍ଭାଳ ଗଂଜେଇ ଚାଲାଣ

ରାୟଗଡା: ରାଜ୍ୟରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ବ୍ରାଉନ୍ ସୁଗାର ଓ ଗଂଜେଇ ଚାଲାଣ ପୋଲିସ ପ୍ରଶାସନର ନିଦ ହଜାଇଦେଇଛି । ନିକଟରେ ରାୟଗଡା ଜିଲ୍ଲାରେ ଅପ୍ରତ୍ୟଶିତ ଭାବେ ବୃଦ୍ଧି ପାଇଛି ଗଂଜେଇ ଚୋରା ଚାଲାଣ । ଏହି ଧାରାରେ ଆଜି ମୁନିଗୁଡା ପୋଲିସ ୬୦ ଲକ୍ଷ ଟଙ୍କା…

ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର

କେନ୍ଦ୍ରାପଡ଼ା: ରାସ୍ତାକଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତଦେହ ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର । ତାକୁ ଉଦ୍ଧାର କରି ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ୱୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ରାସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର…

ତିହାର ଜେଲକୁ ସ୍ଥାନାନ୍ତର ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୯ ଯାଏଁ ବୃଦ୍ଧି କରିଛନ୍ତି। ସୁଶୀଲଙ୍କୁ ମାଣ୍ଡୋଲି ଜେଲରୁ ଏବେ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ପଢନ୍ତୁ-…