Latest Odisha News

BREAKING NEWS

Browsing Category

ଅପରାଧ

ମହଙ୍ଗା ପଡିଲା ମିଛ ମାମଲା, ୫ ଲକ୍ଷ ଗଣିବେ ଥାନା ଅଧିକାରୀ

ଭୁବନେଶ୍ୱର: ମହଙ୍ଗା ପଡିଲା ମିଛ ମାମଲା । ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ୍ ପଠାଇଥିବା ମାମଲାରେ ପୋଲିସକୁ ମହଙ୍ଗା ପଡିଛି । ଏହି ମାମଲାରେ ଏବେ ଥାନା ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।…

ଉଲଗ୍ନ ହୋଇ ଥାନା ସାମ୍ନାରେ ମହିଳାଙ୍କ ଉନ୍ମତ୍ତକାଣ୍ଡ

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳସ୍ଥିତ ଏକ ଥାନା ସମ୍ମୁଖରେ ଜଣେ ମହିଳାଙ୍କ ଉଲଗ୍ନ ହୋଇ ଲୋକଙ୍କୁ ମାରପିଟ ସହ ରାସ୍ତା ଅବରୋଧ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଜଣେ ମହିଳା ଥାନା ସମୁଖରେ ପହଞ୍ଚିଥିଲେ। ପରେ କୌଣସି କାରଣ ବଶତଃ ସେ ହଠାତ୍…

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

କଟକ: ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର । କଟକ ସଦର ଥାନା ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ମାରିଛି । ଫେରାର ଅଭିଯୁକ୍ତ ଜଣକ ହେଲେ ଯୁଗା ଖାଁ । ପେଷାଦାର ଅପରାଧୀ ଭାବେ ବୁଧବାର ଯୁଗା ଖାଁକୁ ପୋଲିସ ଉଠାଇ ଆଣିଥିଲା । ବିଳମ୍ବିତ ରାତିରେ ଡ୍ୟୁଟି କରୁଥିବା କନେଷ୍ଟବଳଙ୍କୁ ଧକ୍କା ଦେଇ…

ଭୁବନେଶ୍ୱରର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣୀ ଉଦୟନାଥ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସୁନ୍ଦରପଦାର ଘର, ଭୁବନେଶ୍ୱର ଅଫିସ ଏବଂ କେନ୍ଦ୍ରାପଡା ରାଜନଗର ପୈତୃକ ଘରେ ରେଡ୍ କରିଛି ଭିଜିଲାନ୍ସ…

ପାଟଣାଗଡ ଗଣହତ୍ୟା ପଛରେ ପୂର୍ବ ଶତ୍ରୁତା ! ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡର ଗୋଟିଏ ପରବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସ ମିଳିଛୁ ନୂଆ ନୂଆ ଖିଅ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମୃତକଙ୍କ ଆଉ ୩ ପୁଅ ଗାଁରେ ପହଂଚିଛନ୍ତି । ୩ ପୁଅଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ଅଟକ…

ସାମ୍ନାକୁ ଆସିଲା ଆଧ୍ୟାତ୍ମିକ ଟିଭି ଚ୍ୟାନେଲର ନଗ୍ନ ରୂପ !

ଭୁବନେଶ୍ୱର: ଧାର୍ମିକ ମନୋଭାବରେ ଲାଗିଲା ଅଶ୍ଲୀଳତାର ଛିଟା । ଜଣେ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ଭିଡିଓ ଲିଙ୍କ୍ ବଦଳରେ ମିଳିଥିଲା ଅଶ୍ଲୀଳ ଭିଡିଓ ସାଇଟ୍‌ର ଠିକଣା । ଏକ ସାଟେଲାଇଟ୍ ତଥା ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଆନ୍ଧ୍ରପ୍ରଦେଶର ଶ୍ରୀ…

ବିଦ୍ୟୁତ ତାର ବିଛାଇ ଦୁଇ ବାରହା ଶିକାର;ଜଣେ ଗିରଫ

ବୁଗୁଡା: ବୁଗୁଡା ବନ୍ୟାଞ୍ଚଳ ଅନ୍ତର୍ଗତ ବାଲିପଦର ଫରେଷ୍ଟ ସେକସନର ବିଷ୍ଣୁଚକ୍ର ଗ୍ରାମର ଚାଷ ଜମିରେ ନଭେମ୍ବର ୧୦ ତାରିଖ ରାତିରେ ଗୌଡ଼ିଆବୋରଦା ଗ୍ରାମର ଅରୁଣ ସ୍ଵାଇଁ ବିଦ୍ୟୁତ ଫାସ ପକାଇ ବନ୍ୟପ୍ରାଣୀ ଦୁଇଟି ବରାହ ଶିକାର କରିଥିବା ବେଳେ ବନ ବିଭାଗ ଦ୍ଵାରା ଗିରଫ ହୋଇଥିବା ଜଣାପଡିଛି।…

୫ ଲକ୍ଷ ଟଙ୍କାର ନକଲି ଲଙ୍କା, ହଳଦୀ ଓ ମସଲା ଗୁଣ୍ଡ ଜବତ

କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । କଟକ ମାଲଗୋଦାମରେ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ବୁଧବାର ପୋଲିସ ଅତର୍କିତ ଚଢ଼ଉ କରିଛି। ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ…

ଡେଲିଭରି ବୟ ନାଁରେ ୧୦ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା: ଜଣେ ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଏଭଳି ଅଭିଯୋଗ ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରି ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି ।

ଜୟଦେବ ବାଟିକା ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜୟଦେବ ବାଟିକାରୁ ଅଜଣା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଓ ଫୋରେନସିକ୍ ଟିମ୍ ତଦନ୍ତ ଜାରି ରଖିଛି । ସୂଚନା…