Latest Odisha News

BREAKING NEWS

Browsing Category

ଅପରାଧ

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ପ୍ରବାସୀ ସାଜିଲେ ବଳାତ୍କାରୀ, ନାବାଳିକାକୁ ଗଣଦୁଷ୍କର୍ମ !

କେରଳ: ସମୟ ଥିଲା ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ବିଭିନ୍ନ ରାଜ୍ୟର ସରକାର ତତ୍ପର ଥିଲେ । କାରଣ ସାଜିଥିଲା କରୋନା । ହେଲେ ଏବେ ସେହି ପ୍ରବାସୀଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଘୃଣ୍ୟ ଘଟଣା । ଜଣେ ନାବାଳିକା ସହ ହୋଇଛି ଗଣଦୁଷ୍କର୍ମ । ଗଣଦୁଷ୍କର୍ମ ମାମଲାରେ ୩ଜଣ…

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ

ଝାରସୁଗୁଡା: ଡବଲ ମର୍ଡର ମାମଲାରେ ରାୟଗଡ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ ହୋଇଛନ୍ତି ।  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ରାୟଗଡା ଜେଲ କର୍ତ୍ତୃପକ୍ଷ। ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ମୋବାଇଲ ପାଇଁ ଜୀବନ ହାରିଲେ ନାବାଳକ !

ନବରଙ୍ଗପୁର: ମୋବାଇଲ୍ ଧରିବାକୁ ମନା କଲେ ବାପା । ଏଥିରେ ରାଗିଯାଇ ଆତ୍ମହତ୍ୟା କଲା ୧୪ ବର୍ଷୀୟ ନାବାଳକ ପୁଅ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତ ର ଜାମଦୋରା ଗ୍ରାମରେ। ସ୍ଥାନୀୟ ଜାମଧରା ଗ୍ରାମର ଜରାହା ଗଣ୍ଡଙ୍କ ବଡ଼ ପୁଅ…

ଅନଲାଇନ ଠକେଇ: ଅର୍ଡର କଲେ ଫୋନ, ଆସିଲା ଲୁଗାଧୁଆ ସାବୁନ

ଯୋଡ଼ା: ମହଙ୍ଗା ପଡିଲା ଅନଲାଇନ ସପିଂ। ଅର୍ଡର କଲେ ଫୋନ ଆସିଲା ଲୁଗା ଧୁଆ ସାବୁନ । ଏପରି ଏକ ଠକେଇ ଘଟଣା ଘଟିଛି ଯୋଡ଼ା ବ୍ଲକ ବଲାଣି ଅଂଚଳରେ । ସୂଚନାନୁସାରେ ବଲାଣି ସେଲ୍ ଖଣିରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ଉପାଧ୍ୟାୟ ଚଳିତ ମାସ ୬ ତାରିଖରେ ଆମାଜନ ରୁ ଏକ ଆଣ୍ଡ୍ରଏଡ଼ ଫୋନ ଅର୍ଡର…

ମରିଯାଉଛି କି ମାନବିକତା! ବୁଲା କୁକୁରକୁ ପିଟିପିଟି ମାରିଦେଲେ ଯୁବକ

ବ୍ରହ୍ମପୁର: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ବଟ ଗଉଡ ସାହିରେ ଏକ ବୁଲା କୁକୁରକୁ କିଛି ଯୁବକ ପିଟିପିଟି ମାରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏନେଇ ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ଗତ ଅଗଷ୍ଟ ୨୦ ରେ ରାତି ୮ ଟାରେ ଏହି ଘଟଣା ଘଟିଥିଲା ବେଳେ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସକୁ ସିବିଆଇ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଦିନ ଯେତେ ଗଡୁଛି ରହସ୍ୟ ସେତେ ବଢ଼ୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଗଲା ପରେ ପ୍ରତିଦିନ ନୂଆ ନୂଆ ଖିଅ ସାମ୍ନାକୁ ଆସଛି । ଆଜି ଏହି ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଅଧିକାରୀ ଭୂଷଣ…

ନୀରବ ମୋଦିଙ୍କ ପତ୍ନୀଙ୍କୁ ଗିରଫ ପାଇଁ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ

ନୂଆଦିଲ୍ଲୀ: ଋଣ ଖିଲାପକାରୀ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାଁରେ ଜାରି ହୋଇଛି ୱାରେଂଟ । ତାଙ୍କୁ ଗିରଫ କରିବା ପାଇଁ ଇଂଟରପୋଲ୍ ପକ୍ଷରୁ ତାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ ତଥା ଗ୍ଲୋବାଲ ଆରେଷ୍ଟ ୱାରେଂଟ ଜାରି ହୋଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ…

ଧରାପଡିଲେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ

କଟକ: ଗିରଫ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ । କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ । ସେମାନେ ହେଲେ ୱାସିମ ଖାନ୍‌, ରାଜେଶ ଓ ମହମ୍ମଦ…

ଏସ୍‌ଆଇଙ୍କ ବିରୋଧରେ ଲଭ୍‌, ସେକ୍ସ, ଧୋକା ଅଭିଯୋଗ ଆଣିଲେ ଏସ୍‌ଆଇ

ବ୍ରହ୍ମପୁର: ଏସ୍‌ଆଇଙ୍କ ଲଭ୍ ସେକ୍ସ ଧୋକା ଭଳି ସାଂଘାତିକ ଅଭିଯୋଗ ଆଣିଲେ ମହିଳା ଏସ୍‌ଆଇ । ନ୍ୟାୟ ପାଇଁ ଡିଜିପି କ୍ୟାମ୍ପ ଅଫିସରେ ହେଲେ ଫେରାଦ । ଖଲ୍ଲିକୋଟ ଥାନାରେ ଥିବା ଏସ୍‌ଆଇ ସିଲୁ ଧଳ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ତାଙ୍କୁ ଧୋକା ଦେଇିଛନ୍ତି…