Latest Odisha News

BREAKING NEWS

Browsing Category

ଅପରାଧ

ଯାଜପୁରରେ ନକଲି ଅଟା କାରଖାନା ଠାବ; ବିପୁଳ ପରିମାଣର ଅଟା ଜବତ

ଯାଜପୁର: ଯାଜପୁର ଟାଉନ ଅଞ୍ଚଳରେ ସୋମବାର ଦିନ ସ୍ଥାନୀୟ ପୋଲିସ ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରିଛି । ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ମିଶ୍ରିତ ଅଟା ଜବତ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଯାଜପୁର ଟାଉନ ଦେବୀ ଦ୍ବାର ଅଞ୍ଚଳର କେଶବ ଚନ୍ଦ୍ର ପାଣି…

ଖୋର୍ଦ୍ଧା କ୍ଲିନିକରେ ଗୁଳିମାଡ ଘଟଣା; ଆହତ ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ କ୍ଲିନିକ୍ ଉପରେ ଗତକାଲି ହୋଇଥିବା ଗୁଳିମାଡ ଘଟଣାରେ ଚିକିତ୍ସାରତ ଔଷଧ ଦୋକାନୀଙ୍କ ମୃତ୍ୟୁ ଘଟିଛି । ମୃତ ଔଷଧ ଦୋକାନୀଙ୍କ ନାମ କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରେ ଥିବା ଏହି…

୫୭ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର, ଗିରଫ ହେଲେ ୨ ଶିକାରୀ

ଟାଙ୍ଗୀ: ଅବାଧ ପକ୍ଷୀ ଶିକାର ନେଇ ଅଭିଯୋଗ ହେବାପରେ ବନବିଭାଗ ପକ୍ଷରୁ ଚିଲିକା ଅଞ୍ଚଳରେ ଚଢାଉ କରାଯାଇ ପ୍ରାୟ ୫୭ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରାଯାଇଥିଲା । ଏହି ଘଟଣାରେ ବିଭାଗ ପକ୍ଷରୁ ୨ ଶିକାରୀଙ୍କୁ ଗିରଫ କରାଯାଇଛି । ଏଯାବତ୍ ଗିରଫ ଶିକାରୀମାନଙ୍କର ପରିଚୟ ମିଳିପାରିନାହିଁ ।…

ଦୁର୍ଦ୍ଦାନ୍ତ ମାଓବାଦୀ ରମନ୍ନାର ହୃଦଘାତରେ ମୃତ୍ୟୁ

ରାୟପୁର: ଦେଶର କୁଖ୍ୟାତ ମାଓବାଦୀ ତଥା ମୋଷ୍ଟ ୱାଣ୍ଟେଡ଼ ୫୫ ବର୍ଷୀୟ ରବୁଲା ଶ୍ରୀନିବାସ ଓରଫ ରମନ୍ନା ହୃଦଘାତରେ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ହାର୍ଡକୋର୍ ମାଓବାଦୀ ରମନ୍ନା ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲା…

କଟକରେ ଡବଲ ମର୍ଡର, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ

କଟକ: କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ଗ୍ରାମାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୁ ଜଣେ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ…

ଛତିଶଗଡ଼ରେ ଡିଆରଜି ଓ ଏସଟିଏଫ ଟିମର ମିଳିତ ଅପରେସନ; ଉଦ୍ଧାର ହେଲା ୨ ମାଓବାଦୀଙ୍କ ମୃତଦେହ

ରାୟପୁର: ଛତିଶଗଡ଼ର ସୁକମାର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ଘଟିଛି । ଗୁରୁବାର ଦିନ ଡିଆରଜି/ ଏସଟିଏଫ ଟିମର ମିଳିତ ଅପରେସନରେ ଜଙ୍ଗଲ ମଧ୍ୟରୁ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛତିଶଗଡ଼ର ସୁକୁମା ଜିଲ୍ଳା ଅନ୍ତର୍ଗତ ଚିନ୍ତାଲନାଲ ସ୍ଥିତ…

ଜନ୍ମଦିନରେ ହେଲା ଦୁଃଖଦ ମୃତ୍ୟୁ; ଟ୍ରକ୍ ଧକ୍କାରେ ଉଡ଼ିଗଲା ମା-ପୁଅଙ୍କ ପ୍ରାଣବାୟୁ !

ଅନୁଗୁଳ: ଶୁଭ ଜନ୍ମ ଦିନଟି ଯେ ଦିନେ ଅଶୁଭ ଖବର ଆଣିଦେବ କେହି ଏହା ଆଶା କରିନଥିଲେ । ଏହି ଶୁଭ ଜନ୍ମଦିବସରେ ହିଁ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଛନ୍ତି । ସଡ଼କ ଦୁର୍ଘଟଣାରେ ମା-ପୁଅଙ୍କ ମୃତ୍ୟୁ ଖବର ସମଗ୍ର ଅନୁଗୁଳ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନାନୁଯାୟୀ,…

ଫାଶୀଦଣ୍ଡ ଲାଗି ଚାଲିଛି ଜହ୍ଲାଦ ଖୋଜା; ଖୁବଶିଘ୍ର ଝୁଲିବେ ନିର୍ଭୟାକାଣ୍ଡର ଦୋଷୀ !

ନୂଆଦିଲ୍ଲୀ: ଲୋମହର୍ଷକ ତଥା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଖୁବଶିଘ୍ର ଫାଶି ହେବାନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ଏହି ଦୋଷୀମାନଙ୍କୁ ଫାଶିଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରସାରିତ ହେବାରେ…

ମୋବାଇଲ୍ ଧରିଲେ ମିଳିବ ଦଣ୍ଡ; ମାଲକାନଗିରିରେ ମାଓବାଦୀଙ୍କ ଚେତାବନୀ

ମାଲକାନଗିରି: ମାଲକାନଗିରିରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମାଓବାଦୀମାନେ । ଏପରିକି ଗ୍ରାମବାସୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦିଆଯାଇଛି । ଯାହାଫଳରେ ଅଣ୍ଡ୍ରାପଲ୍ଲୀ ପଞ୍ଚାୟତର କଟରା ଓ ଅରାପଦାର…

ବଲାଙ୍ଗୀରରୁ ଉଦ୍ଧାର ହେଲେ ୩୨ ଦାଦନ ଶ୍ରମିକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ତୁରେକେଲା ରେଳଷ୍ଟେସନରୁ ସ୍ଥାନୀୟ ପୋଲିସ ପକ୍ଷରୁ ପ୍ରାୟ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକ ମାନଙ୍କ ଘର ସ୍ଥାନୀୟ ବେଳପଡା ବ୍ଲକ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୧୪ ଜଣ ଛୋଟ ପିଲା ରହିଥିବା ନେଇ…