Latest Odisha News

BREAKING NEWS

Browsing Category

ଅପରାଧ

ତାନ୍ତ୍ରିକର ପରିଚୟ ଦେଇ ଅନଲାଇନରେ ୧.୨ ଲକ୍ଷ ଟଙ୍କା ଠକିନେଲେ ଯୁବକ

କୋରାପୁଟ: କୋରାପୁଟ ଜିଲ୍ଲାର ଏକ ବ୍ୟକ୍ତି ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ନିକଟରୁ ୧.୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟର ଜିତେନ୍ଦ୍ର କୁମାର ଧୀରଜଙ୍କ ପାଖକୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବା…

ଅସଦାଚରଣ ମାମଲା: ବହିଷ୍କୃତ ହେଲେ କେନ୍ଦ୍ରାପଡ଼ା କ୍ରେଡ଼ିଟ-କୋ ଅପରେଟିଭ ସୋସାଇଟି ସଭାପତି

କେନ୍ଦ୍ରାପଡ଼ା: ରାଜ୍ୟ କୋ ଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର୍ ବିଭୁତି ଭୂଷଣ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ରାପଡ଼ା କ୍ରେଡ଼ିଟ-କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ବହିଷ୍କାର କରିଛନ୍ତି । ତାଙ୍କ ସ୍ଥାନରେ ସୋସାଇଟିର ଉପ-ସଭାପତିଙ୍କୁ ସଭାପତି ପଦରେ ନିଯୁକ୍ତ କରିଛନ୍ତି ।…

ଅନୁଗୁଳରେ ପୂର୍ବ ଶତ୍ରୁତାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼, ୨ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଛି । ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନାନୁଯାୟୀ, ପାତ୍ରପଡ଼ା…

ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

ସୁନ୍ଦରଗଡ: ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପକ୍ଷରୁ ଝାଡଖଣ୍ଡ-ଓଡିଶା ସୀମା ନିକଟସ୍ଥ ସରଣ୍ଡା ଜଙ୍ଗଲ ପାଖରେ ସୋମବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ, ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଉକ୍ତ ଅଞ୍ଚଳରେ ଅନେକ ମାଓବାଦୀ ପୋଷ୍ଟର ଲାଗିଥିବା…

ରାୟଗଡାରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାୟଗଡା: ରାୟଗଡା ଟାଉନ୍ ଅଞ୍ଚଳରେ ପୋଲିସର ଏନକାଉଣ୍ଟରରେ ସୋମବାର ସକାଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଏଚ୍ ଶିବା ବୋଲି ଜଣାପଡିଛି । ଆହତ ଅପରାଧୀର ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଫେସବୁକରେ ହତ୍ୟା ଧମକ ଦେଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କୁ ଅଶ୍ଲୀଳ କମେଣ୍ଟ ଓ ହତ୍ୟା ଧମକ ଦେବା ଅଭିଯୋଗରେ କମିଶନରେଟ୍ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକଙ୍କ ନାମ ଉଦୟ ଜେନା (୨୧) ଏବଂ ସେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁରର ବାସିନ୍ଦା ।…

ରାଜଧାନୀରେ ଚାଞ୍ଚଲ୍ୟ, ଇସ୍କନ ମନ୍ଦିର ପରିସରରୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଇସ୍କନ ମନ୍ଦିର ପରିସରରୁ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ନାମ ବାବୁ ସାହୁ ଏବଂ ସେ ଗଞ୍ଜାମ ଜିଲ୍ଲା ଶେରଗଡର ବାସିନ୍ଦା ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ସେ ମନ୍ଦିର ପରିସରରେ ଥିବା ଏକ…

ବନ୍ଧୁକମୁନରେ ୮୪ ହଜାର ଟଙ୍କା ଲୁଟ କରି ଧରାପଡ଼ିଲେ ୩ ଲୁଟେରା

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ରାସ୍ତାରେ ୩ ଦୁର୍ବୃତ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏହି ଲୁଟେରାମାନଙ୍କୁ କୁଜଙ୍ଗ ପୋଲିସ ଶନିବାର ଦିନ ଧରିବାକୁ ସକ୍ଷମ ହୋଇଛି । ମିଳିଥିବା…

ବ୍ୟାଙ୍କ ଋଣ ଠକେଇ ମାମଲାରେ ଭୂଷଣ ଷ୍ଟିଲର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଓ ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ଭୂଷଣ ଷ୍ଟିଲ ଏଣ୍ଟ ପାୱାର ( ବିପିଏସଏଲ)ର ପୂର୍ବତନ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସଞ୍ଜୟ ସିଂହଲଙ୍କୁ ଗିରଫ କରିଛି। ଘଟଣା ସହ ସମ୍ପୃକ୍ତି ନେଇ ଅନେକ…

ପିସିଆର ଭ୍ୟାନକୁ ନକ୍ସଲ ଆକ୍ରମଣ; ୪ ପୋଲିସ ସହିଦ

ଲାତେହାର: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ଶୁକ୍ରବାର ରାତି ୮ଟାରେ ଏକ ପୋଲିସ ପିସିଆର ଭ୍ୟାନ ଉପରକୁ ନକ୍ସଲ ମାନେ ଆକ୍ରମଣ କରିଛନ୍ତି । ଏଥିରେ ୪ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ଲାତୋହାର ଜିଲ୍ଲାରେ ମାଓ ହିଂସାରେ ଜଣେ…