Latest Odisha News

BREAKING NEWS

Browsing Category

ଅପରାଧ

ଭବାନୀପାଟଣାରୁ ଉଦ୍ଧାର ହେଲେ ୨ ଅପହୃତ ନାବାଳକ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କରଲପଡା ଥାନା ଅନ୍ତର୍ଗତ ଗୁଡିପଦରା ଗ୍ରାମରୁ ଅପହୃତ ହୋଇଥିବା ୨ ନାବାଳକଙ୍କୁ ମଙ୍ଗଳବାର ରାତିରେ ଚାରବାହାଲ ଗ୍ରାମରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ ମାର୍ଚ୍ଚ ୩୦ ତାରିଖରେ ଉଭୟ ନାବାଳକ ଗୁଡିପଦରା ଗ୍ରାମର ଏକ ପଡିଆ…

ମୟୂରଭଞ୍ଜ: ଆମ୍ବୁଲାନ୍ସ ଧକ୍କାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୨ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ଦିନ ବାରିପଦାର ୨ଜଣ ବ୍ୟକ୍ତି ବାଇକରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା…

ଖୋର୍ଦ୍ଧା: ରାଜନୈତିକ ଶତ୍ରୁତାରୁ ଗୁଳିକାଣ୍ଡ, ୨ ଗୁରୁତର ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳାବାଇ ଗ୍ରାମରେ ଗୁଳିକାଣ୍ଡ ଘଟି ୨ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏହା ପ୍ରାକ୍ ନିର୍ବାଚନୀ ହିଂସା ବୋଲି ସନ୍ଦେହ ଉପୁଜିଛି । ପୋଲିସ ସୂତ୍ରରୁ ସୂଚନା ମିଳିଛି, ଶିବପ୍ରସାଦ…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦେଶୀ ପିସ୍ତଲ ସହ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାପାଳଙ୍କ ସରକାରୀ ବାସଭବନ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ପୋଲିସ ଏକ ଦେଶୀ ପିସ୍ତଲ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ସମଗ୍ର ବଲାଙ୍ଗୀର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନରେଶ ନାଗ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ…

ପାହାଳ ସିକ୍ୟୁରିଟି ଗାର୍ଡ ହତ୍ୟା ମାମଲାରେ ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ପାହାଳରେ ସିକ୍ୟୁରିଟି ଗାର୍ଡ ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ରବିବାର ଦିନ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାମ ଦିବାକର ଭୂୟାଁ ଓରଫ୍ ବୁବୁନା ବୋଲି ସୂଚନା ମିଳିଛି । ଆହୁରି ମଧ୍ୟ ହତ୍ୟାକାଣ୍ଡ ମାମଲାରେ…

ବଲାଙ୍ଗିର: ବେଆଇନ ମଦ ବିକ୍ରି ଅଭିଯୋଗରେ ୩ ଅଟକ

ବଲାଙ୍ଗିର : ବଲାଙ୍ଗିରର କଣ୍ଟାବାଜି ରେଲୱେ ଷ୍ଟେସନ ନିକଟରେ ପୋଲିସ ଏକ ବେଆଇନ ମଦ ଦୋକାନ ଉପରେ ଚଢାଉ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଏସଡିପିଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଆରପି ଓ ଆରପିଏଫ୍ ପୋଲିସ ମିଳିତ ଉଦ୍ୟମରେ ଏକ ଟିମ୍ ଚଢାଉ କରିଥିଲା ।…

ଝାରସୁଗୁଡ଼ାରେ କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ନିକଟରେ ଗୁରୁବାର ରାତିରେ ପୋଲିସ ଏକ ଗାଡିରୁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ଏହି ଏସୟୁଭି ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ଗାଡିକୁ ଯାଞ୍ଚ…

ବାଲେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ ଅଟକ

ବାଲେଶ୍ୱର: ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ମିଳିଥିବା ସୂଚନାନୁଯାୟୀ, ସୋମବାର ଦିନ ଏହି ଘଟଣା ଘଟିଛି । ତେବେ ଏହି ଘଟଣାର ୪ ଦିନ ପରେ ପୀଡ଼ିତାଙ୍କ ମାଆ ବାଲେଶ୍ୱର ଶିଳ୍ପାଞ୍ଚଳ…

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

କଟକ : କଟକ ଜିଲ୍ଲାର ମଙ୍ଗୁଳି ଛକ ନିକଟରେ ଗୁରୁବାର ଦିନ ଅବକାରୀ ବିଭାଗ ପ୍ରାୟ ୧୨୦ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଚେକ୍ ଗେଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଏକ କାର୍…

କଳାହାଣ୍ଡିରେ ବାଘଛାଲ ଜବତ, ଖସିଗଲେ ଅଭିଯୁକ୍ତ

କଳାହାଣ୍ଡି : ସମ୍ବଲପୁର ଓ ମୟୁରଭଞ୍ଜ ପରେ କଳାହାଣ୍ଡି ଜିଲ୍ଲାରୁ ବୁଧବାର ଦିନ କଲରାପତରିଆ ବାଘର ଚମଡ଼ା ଜବତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ବିଶ୍ୱନାଥପୁର ପୋଲିସ ସୀମା ଅନ୍ତର୍ଗତ ଧଅଁରାଭଟା ରାସ୍ତାରେ ପୋଲିସ ଏକ ବାଇକରେ ବସ୍ତା ଟଙ୍ଗାଯାଇଥିବା ଦେଖି ତାକୁ ଅଟକାଇଥିଲା । ପରେ…