Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଯାତ୍ରୀବାହୀ ଯାନ ଲାଗି ୩ ମାସର ‘ରୋଡ୍ ଟ୍ୟାକ୍ସ’ ଛାଡ଼ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର କରୋନା ମହାମାରୀ ଲାଗି ଯାତ୍ରୀବାହୀ ଯାନ ଲାଗି ୩ ମାସର ରୋଡ଼ ଟ୍ୟାକ୍ସ ଛାଡ଼ କରିଛନ୍ତି, ଏସମ୍ପର୍କରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ଅଧିକ ପଢନ୍ତୁ - କ୍ୟାବିନେଟ୍ ଅନୁମୋଦନ: ସମ୍ମାନିତ ହେବେ ‘କରୋନା ଯୋଦ୍ଧା’, ଗ୍ରାମାଞ୍ଚଳ ଜୀବିକା…

କ୍ୟାବିନେଟ୍ ଅନୁମୋଦନ: ସମ୍ମାନିତ ହେବେ ‘କରୋନା ଯୋଦ୍ଧା’, ଗ୍ରାମାଞ୍ଚଳ ଜୀବିକା ସୁରକ୍ଷା ଲାଗି ୧୭ ହଜାର କୋଟି ମଞ୍ଜୁର

ଭୁବନେଶ୍ୱର: ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ: ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ସଂଶୋଧନକୁ…

ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ…

ମଦର ଗୃହପ୍ରବେଶ…

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରାଦେଶରେ ଲାଗୁ ହୋଇଥିଲା ଲକ୍ ଡାଉନ୍| ଜନସାଧାରଣଙ୍କ ଯାତାୟତ, ସମସ୍ତପ୍ରକାର ବାହ୍ୟ କାର୍ଯ୍ୟକଳାପ, ଦୋକାନବଜାର, ଶିଳ୍ପୋଦ୍ୟୋଗ, ବାଣିଜ୍ୟବ୍ୟବସାୟ ଆଦି ଉପରେ ଜାରିକରାଯାଇଥିଲା…

ଆର.ଏନ.ଆର୍ – ୧୫୦୪୮ କିସମ ଧାନ ଚାଷ

ମାଟି ଆଉ ମଣିଷର ସର୍ମ୍ପକ ସତରେ ବେଶ ନିଆରା । ସେଇ ମାଟି ଉପରେ ଶ୍ୟାମଳ ଜମିରୁ ସୁବର୍ଣ୍ଣ ଫଳେଇପାରେ ଚାଷୀ । ସେଇଥିପାଇଁ ତ ସେ ଜାତିର ଅନ୍ନଦାତା । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । ଧାନ ହିଁ ଆମର ମୁଖ୍ୟ ଫସଲ ଅଟେ । ଓଡ଼ିଶାରେ ସାଧାରଣତଃ ଖରିଫ ରତୁରେ ଧାନ ଚାଷ କରାଯାଉଥିଲେ…

ଟ୍ୱିନସିଟିରେ ଅନଲାଇନରେ ଗ୍ରୋସରୀ ଦେବ ଜିଓମାର୍ଟ

ମୁମ୍ବାଇ: ଟ୍ୱିନସିଟିବାସୀଙ୍କ ପାଇଁ ଖୁସି ଖବର । ଏଣିକି କଟକ ଓ ଭୁବନେଶ୍ୱର ବାସିନ୍ଦା ଘରେ ବସି ଅନଲାଇନରେ ଅର୍ଡର କରି ମଗାଇପାରିବେ ଗ୍ରୋସରୀ ସାମଗ୍ରୀ । ତାପୁଣି ଏମଆରପି ଠାରୁ ପାଞ୍ଚ ପ୍ରତିଶତ କମ୍ ଦରରେ । ତେବେ କ୍ୟାସ୍ ଅନ ଡେଲିଭରୀ ନୁହଁ କେବଳ ପ୍ରିପେଡ୍ ପେମେଣ୍ଟ ମୋଡରେ ମିଳିବ ଏହି…

ଜିଓ ପ୍ଲାଟଫର୍ମ୍‌ସରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍‌

ଭୁବନେଶ୍ୱର/ମୁମ୍ବାଇ: ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍, ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ସୂଚନା ମିଳିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଓଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ…

ଚୀନ ଛାଡି ଭାରତ ଆସିବ ଜର୍ମାନୀର ଜୋତା କମ୍ପାନୀ ଭୋନ ୱେଲେକ୍ସ

ନୂଆଦିଲ୍ଲୀ: ଚୀନ ପ୍ରତି ବିଦେଶୀ କମ୍ପାନୀଗୁଡିକର ମୋହ ଭଙ୍ଗ ହେବାରେ ଲାଗିଛି । ରବିବାର ଜର୍ମାନୀର ପ୍ରତିଷ୍ଠିତ ଜୋତା କମ୍ପାନୀ ଭୋନ ୱେଲେକ୍ସ ଚୀନ ବଦଳରେ ଭାରତର ଆଗ୍ରାରେ କାରଖାନା ବସାଇବା ପାଇଁ ନିଷ୍ପତି ନେଇଛି । ଏଥିପାଇଁ କମ୍ପାନୀ ଲ୍ୟାଟ୍ରିକ ଇଣ୍ଡଷ୍ଟ୍ରିଜ ସହିତ ଚୁକ୍ତି କରିଛି ।…

ଆଜି ବିଶ୍ୱ ଟେଲି-କମ୍ୟୁନିକେସନ ଦିବସ, ଜାଣନ୍ତୁ ରାଜ୍ୟରେ ଟେଲିକମ ସେବାର ଇତିବୃତ୍ତି

ଭୁବନେଶ୍ୱର : ଆଜିକାଲି ଟେଲିଫୋନ ଓ ଇଣ୍ଟରନେଟ ସାଧାରଣ ଜନଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି । ଦିନ ଥିଲା କେବଳ ସୀମିତ ସଂଖ୍ୟକ ଲ୍ୟାଣ୍ଡଲାଇନ ଫୋନର ବ୍ୟବହାର ହେଉଥିବା ବେଳେ କଥା ହେବା ପାଇଁ ଲୋକଙ୍କୁ ଟ୍ରଙ୍କ କଲ ବୁକ୍ କରିବାକୁ ପଡୁଥିଲା । ତେବେ ନବେ ଦଶକରେ ମୋବାଇଲ ସେବାର…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏମଏସଏମଇ ଓ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଜାରି କରିଥିବା ଲକଡାଉନ ଦ୍ୱାରା ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ଗତ ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏମଏସଏମଇ ୟୁନିଟଗୁଡ଼ିକ ବନ୍ଦ ରହିଥିବା ଯୋଗୁ ସେମାନେ…