କଂଗ୍ରେସର ସାଂଗଠନିକ ବୈଠକ: ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ଦୁଇ ଦିନିଆ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ବୈଠକ କଂଗ୍ରେସ ଭବନରେ ସମାପ୍ତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୩ ଓ ୧୪ତାରିଖ ଦୁଇ...

“ଗାଁ ଗାଁରେ ଲୋକଙ୍କ ସହିତ କାମ କଲେ ହିଁ ଟିକେଟ ମିଳିପାରିବ” : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ରାଜ୍ୟ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ଆଗକୁ ଆସୁଛି ବିଧାନସଭା ନିର୍ବାଚନ । କଂଗ୍ରେସ କର୍ମକର୍ତ୍ତା କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ପିସିସି ସଭାପତି କହିଛନ୍ତି, ଗାଁ...

ଭଦ୍ରକ, କଟକ ଓ ବାଲେଶ୍ୱର, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, କଟକ ଓ ବାଲେଶ୍ୱର, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂତ୍ରୁରୁ ପ୍ରକାଶ ଯେ,...

ରିଲିଜ୍ ହେଲା ଜାହ୍ନବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍ । ଏହି ଫିଲ୍ମରେ ଅଭିନୟ କରି ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଲଳନା ଜାହ୍ମବୀ ବଲିଉଡ଼ରେ ପାଦ ଥାପିଛନ୍ତି । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲାଜକୁଳୀ ନାୟିକା ଜାହ୍ନବୀଙ୍କ...

‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତିକାକୁ ଆଜି ଜୟଦେବ ଭବନଠାରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୁସ୍ତକ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବଜେଟକୁ ନେଇ ଏହିପରି ପୁସ୍ତକ ପ୍ରକାଶନ ହେଉଛି ଦେଶରେ...
Chinese President XI Jinping Message To PM Narendra Modi

ଚୀନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ନରେନ୍ଦ୍ର ମୋଦି

ବେଜିଂ : ଏବେ ଚୀନ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର କିଙ୍ଗଦାଓ ସହରରେ ୮ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହେଉଥିବା ସାଂଘାଇ କୋଅପରେସନ ସମିଟ୍ (ଏସସିଓ) ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନରେ ପହଞ୍ଚିବା ପରେ...

ଲଗାତର ୧୧ଦିନ ଧରି ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ: ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦...

ନୂଆଦିଲ୍ଲୀ : ଲଗାତର ୧୧ ଦିନ ପାଇଁ ସମଗ୍ର ଭାରତରେ ତୈଳଦର ହ୍ରାସ ପାଇଛି । ଭାରତର ବଡ଼ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସିଏଲ) ପକ୍ଷରୁ ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା ହ୍ରାସ ଘଟିଛି । ଗତ...

ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ(ସିଜିଡ଼ି) ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନେଶ୍ୱରରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ନିଲାମ ପ୍ରକ୍ରିୟାର ୯ମ...

ସାହିତ୍ୟ