Latest Odisha News
Browsing Category

POLITICS

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି । ସଂସଦ ଭବନରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ସଂସଦ ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେଇଛନ୍ତି । ଏଥି ସହିତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟ୍ ଦେଇଛନ୍ତି । ସେହିଭଳି, ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ…

ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର

ଦିଲ୍ଲୀ : ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର ମାରିଲେ ବିରୋଧୀ ମେଣ୍ଟ । ରାଷ୍ଟ୍ରପତି ପ୍ରାର୍ଥୀ ପରେ ଗତକାଲି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖେଡଙ୍କ ନାମ ଘୋଷଣା କରାଯାଇଥିଲା…

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ : ସାକ୍ଷାତ ପରେ ଭାବବିହ୍ୱଳ ହେଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର  : ଓଡ଼ିଶା ମାଟିରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ଦ୍ରୌପଦୀଙ୍କୁ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।  ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ…

ରାଜ୍ୟସଭା ସାଂସଦ ଭାବରେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ନିଜ ପରିବାର ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ…

ବିଜେପି ପ୍ରାର୍ଥୀ ରାହୁଲ ନାର୍ଭେକର ମହାରାଷ୍ଟ୍ର ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ ନାର୍ଭେକର । MVA ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ । ବାଚସ୍ପତି ଥିବା ନାନା ପାଟୋଲ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପବାଚସ୍ପତି ନରହରି…

[ଦେଖନ୍ତୁ ଭିଡିଓ] ମୋଦିଙ୍କୁ ଭେଟିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଦିଲ୍ଲୀ : ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଭବନରେ ପହଞ୍ଚି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଦ୍ରୌପଦୀ ଭେଟିଥିବା…

ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ଦାବି । ହାଇକୋର୍ଟରେ ପିଟିସନ୍ ଦାଖଲ ।

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ…

“ଦେବେନ୍ଦ୍ର ପଡ଼ନବିସ ମଧ୍ୟ ଶିବସେନାକୁ ଭୋଟ୍ ଦେବେ, ଯଦି..”

ଭୁବନେଶ୍ୱର: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ବିଜେପି ବିରୋଧରେ ଯାଇ ଶିବସେନାକୁ ଭୋଟ୍ ଦେବେ, ଯଦି ଶିବସେନା ଅଧୀନରେ ‘ଇଡି’ ରହିବ । ମାତ୍ର ଦୁଇ ଦିନରେ ଫଡ଼ନବିସ ଶିବ ସେନାକୁ ଭୋଟ୍ ଦେବାକୁ ବାଧ୍ୟ ହୋଇଯିବେ । ରବିବାର ଶିବସେନା ଏମପି ସଞ୍ଜୟ ରାଉତ ଏହି…

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି କଂଗ୍ରେସ ବିଧାୟକ ନିଲମ୍ବିତ

ଚଣ୍ଡିଗଡ଼: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଦଳରୁ ନିଲମ୍ବିତ ହୋଇଛନ୍ତି । ହରୟାଣାର ଆଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ଶୁକ୍ରବାର ଦଳ ବିରୋଧରେ ଭୋଟ୍ ଦେଇଥିବାରୁ ତାଙ୍କୁ କଂଗ୍ରେସ ନିଲମ୍ବିତ କରିଛି । ଦଳ ବିରୋଧରେ ଭୋଟ୍ ଦେବା ଯୋଗୁଁ ଫଳସ୍ୱରୂପ…

ମନ୍ତ୍ରୀ ହେବା ପରେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କ ଇସ୍ତଫା

ବ୍ରହ୍ମପୁର: ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଗତ ରବିବାର ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର…