Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ବରିଷ୍ଠ ସ୍ତମ୍ଭ ଲେଖକ ଆର୍ତ ମିଶ୍ର ପାଇଲେ ଅଷ୍ଟାଦଶ ନାରଦ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ଆର୍ତ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଏବଂସାମ୍ବାଦିକତା କ୍ଷେତ୍ରକୁ ଅବଦାନ…

ଆମ୍ବ ଗଛର ବିଶ୍ବକର୍ମା : କଲିମୁଲ୍ଲା ଖାଁ ସାହେବ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଆମ୍ବ ଗଛ ଭଳି ଗଛଟିଏ ନାହିଁ ପୃଥିବୀରେ। ଫଳମାନଙ୍କ ମଧ୍ୟରେ ରାଜା ହେଲା ଆମ୍ବ । ଆମ୍ବ ଆମର ରାଷ୍ଟ୍ରୀୟ ଫଳ। କିଏ ଅବା ଭଲ ନ’ ପାଆନ୍ତି ତା’କୁ ? କିଏ କେତେ ପ୍ରଶଂସା ନ’ କରନ୍ତି ତା’ର। ଦିନେ ପ୍ରସିଦ୍ଧ କବି ଅମୀର୍ ଖୁସ୍ରୁ କହିଥିଲେ “ ଆମ୍ବ ହେଉଛି…

ଅମୃତର ସନ୍ତାନ

ଗୋପୀନାଥ ମହାନ୍ତିଙ୍କ ଜନ୍ମ ଜୟନ୍ତୀ ଅବସରରେ... ଜୀବନର ସୁଆଦ ଅଛି । ମରଣ ନାହିଁ, ଦୁଃଖ ନାହିଁ । କେଡ଼େ ଚମତ୍କାର ଓ ଆବେଗପୂର୍ଣ୍ଣ ଶବ୍ଦରେ ଜୀବନକୁ ଦୁଇ ଧାଡ଼ିରେ ଲେଖି ଦେଇଥିଲେ ଗୋପୀନାଥ ମହାନ୍ତି । ପୁୟୁ, ପୁବୁଲି, ସରବୁ ସାଓଁତାର ଜୀବନକୁ ‘ଅମୃତର ସନ୍ତାନ’ରେ ପାହାଡ଼ର ଧାଡ଼ି ପରେ…

ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଦିଲ୍ଲୀ: ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ, ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ…

ମନେ ପଡ଼ନ୍ତି ପ୍ରବାଦ ପୁରୁଷ

ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବରଦା ପ୍ରସନ୍ନ ଦାସ ଛାତ୍ର ଜୀବନରେ ଗାନ୍ଧୀ, ଗୋପବନ୍ଧୁଙ୍କ ସାନିଧ୍ୟ ଲାଭପରେ ପାଇଲଟ ଜୀବନରେ ପଣ୍ଡିତ ଜବାହର ଲାଲ ନେହେରୁ ଓ ବିପ୍ଲବୀ ସମାଜସେବୀ ନେତା ଜୟପ୍ରକାଶ ନାରାୟଣଙ୍କ ସହ ବିଜୁବାବୁଙ୍କ ଘନିଷ୍ଠ ସମ୍ପର୍କ ଗଢି ଉଠିଥିଲା । ଯାହା…

କି ବା ଅସାଧ୍ୟ ମହୀତଳେ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଦୃଢ ଇଚ୍ଛାଶକ୍ତି ଆଉ କଠୋର ସାଧନ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ତା’ର ଅନେକ ଉଦାହରଣ ରହିଛି । ତନ୍ମଧ୍ୟରୁ ଏକ ଜ୍ୱଳନ୍ତ ଉଦାହରଣ ହେଲେ ପର୍ବତାରୋହୀ ଅରୁଣିମା । ତାଙ୍କର ଜୀବନରେ ଆସିଥିବା ଭୟଙ୍କର ବିପର୍ଯ୍ୟୟମାନଙ୍କୁ ଦୃଢ ଭାବରେ ସାମନା କରି…

ବିନ୍ଦୁରୁ ବଳୟ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… କଠୋର ଅଧ୍ୟବସାୟ , ଦୃଢ ଆତ୍ମ ପ୍ରତ୍ୟୟ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଦୃଢ ଇଚ୍ଛା ଶକ୍ତି ନେଇ କଠିନ ପରିଶ୍ରମ କରିବା ସହିତ ସତ୍ ମାର୍ଗରେ ଚାଲି ନିଜର ଲକ୍ଷ୍ୟ ସାଧନ ସମାଜରେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଥିବା ମଣିଷକୁ ଈଶ୍ବର ସବୁମତେ…

ଚିର ସମର୍ଥା

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ବଡ଼ ବିଚିତ୍ର ଈଶ୍ଵରଙ୍କର ଏ ସୃଷ୍ଟି । ବିଶେଷ କରି ନାରୀକୁ ଗଢିବା ବେଳେ କ’ଣ ତାଙ୍କ ମନରେ ଥାଏ କେଜାଣି କେତେବେଳେ କାହାକୁ ଅପରୂପା କରି ଗଢି ଦେଇ ତା’ ଉପରେ ସଂସାରର ସବୁ ଐଶ୍ୱର୍ଯ୍ୟ ଅଜାଡି ଦିଅନ୍ତି ତ’ ଆଉ କେତେବେଳେ କାହାକୁ ଅରୂପା କରି ତା’…

ପ୍ରତ୍ୟକ୍ଷ ସାକ୍ଷାତର ଆବଶ୍ୟକତା ନାହିଁ, ମୁଖ୍ୟମନ୍ତ୍ରୀ ଫୋନରେ କାର୍ଯ୍ୟ କରୁଛନ୍ତି: ବିଜେଡି ମୁଖପାତ୍ର ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଅନୁପସ୍ଥିତିକୁ ନେଇ ଥରେ କି ଦୁଇଥର ନୁହେଁ, ବାରମ୍ବାର ସ୍ୱର ଉତ୍ତୋଳନ କରିଥିଲେ ବିରୋଧୀ ଦଳ । ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ । ପ୍ରତାପ ଦେବଙ୍କ ଅନୁଯାୟୀ,…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଣ୍ଡିତ ଦାମୋଦରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି । ଶାସ୍ତ୍ରୀୟ…