Latest Odisha News

BREAKING NEWS

Browsing Category

କର୍ଣ୍ଣାଟକ

Karnataka

ବେଙ୍ଗାଲୁରୁ ବନ୍ୟା ବିଭୀଷିକା ପରେ ହରଲୁର ହ୍ରଦରେ ମାଛ ମଡ଼କ

ବେଙ୍ଗାଲୁରୁ: ପ୍ରଳୟଙ୍କରୀ ବନ୍ୟାର କରାଳ ବିଭୀଷିକାରେ ଅନେକ କ୍ଷତି ସହିଛି ବେଙ୍ଗାଲୁରୁ। କମିଗଲା ବନ୍ୟା ପାଣି, ହେଲେ ଆଜିବି ଲୋକଙ୍କ ମନରୁ ଲିଭିନି ସେହି ଭୟାନକ ଦୃଶ୍ୟ। ଏବେ ମଧ୍ୟ ସହରବାସୀ ବହୁତ ଅସୁବିଧା ମଧ୍ୟରେ ଗତି କରୁଛନ୍ତି। ଏହାରି ଭିତରେ ବେଙ୍ଗାଲୁରୁର ବେଲାନ୍ଦର ଅଞ୍ଚଳରୁ ଏକ ଖବର…

କର୍ଣ୍ଣାଟକରେ ଟିଣ ଡବାରୁ ମିଳିଲା ୭ଟି ଭ୍ରୂଣ; କ୍ଲିନିକ ସିଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗଭି ଜିଲ୍ଲାରେ ଏକ ଡ୍ରେନରେ ୭ଟି ନଷ୍ଟ ଭ୍ରୂଣ ମିଳିଛି । ମୁଦାଲଗି ଠାରେ ଏକ ବସ ଷ୍ଟାଣ୍ଡ ନିକଟରେ ୫ଟି ଟିଣ ବାକ୍ସରେ ଏହି ୭ଟି ଭ୍ରୂଣ ମିଳିଛି । ଗୋଟିଏ ଡ୍ରେନରେ ଏହି ଟିଣ ଗୁଡ଼ିକ ଭାସୁଥିଲା, ସେଥିରୁ ଏହି ଭ୍ରୂଣ ଗୁଡ଼ିକ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳ…

ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ ବିଧାୟକ ଏମ. ଶ୍ରୀନିବାସ କଲେଜ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହୋଇଯାଇଛି । ଭିଡିଓରେ ଦେଖାଯାଉଛି ଯେ, ବିତ୍ତ୍ୱଧାୟକ ଜଣକ ଆଇଟିଆଇ କଲେଜ ବୁଲିବାକୁ ଯାଇଥିଲେ । ସେଠାରେ କମ୍ପ୍ୟୁଟର ଲ୍ୟାବ୍ ବିଷୟରେ ପ୍ରିନ୍ସିପାଲଙ୍କୁ କିଛି ପ୍ରଶ୍ନ…

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଧର୍ମର ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ

ବେଙ୍ଗାଲୁରୁ :କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି  ।  ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା…

[ଭିଡିଓ] ସ୍କୁଲ୍ ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କ ହିଜାବ୍ ଖୋଲାଗଲା

କର୍ଣ୍ଣାଟକ: ଆଜି କର୍ଣ୍ଣାଟକର ଏକ ସରକାରୀ ସ୍କୁଲର ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କୁ ହିଜାବ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍କୁଲ ପରିସର ଭିତରକୁ ଛାତ୍ରୀମାନେ ପଶିବା ପୂର୍ବରୁ ତାଙ୍କୁ ହିଜାବ ଖୋଲିବା ପାଇଁ କୁହାଯାଇଥିଲା । ସୂଚନାଥାଉକି, ଗତ ସପ୍ତାହରେ ହାଇକୋର୍ଟ ଦେଇଥିବା…

ମିଳିଲାନି ଲୋନ୍‌, ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ

ଭୁବନେଶ୍ୱର: ଅନେକ ସମୟରେ ଆମେ ହେଉ ଅବା ଅନ୍ୟ କେହି, ମାନସିକତାରେ ଆସିଥାଏ ଅପ୍ରତ୍ୟଶିତ ପରିବର୍ତ୍ତନ । ସେହି କ୍ଷଣରେ କିଛି ଗୋଟିଏ ଅନିୟନ୍ତ୍ରିତ ଘଟଣା ନିଶ୍ଚିତ ଭାବେ ସାମ୍ନାକୁ ଆସିଥାଏ । ଯେମିତି କି ଜଣେ ବ୍ୟକ୍ତି ଲୋନ୍ ପାଇଁ ଦୌଡିଦୌଡି ନୟାନ୍ତ ହେବା ପରେ ଶେଷରେ ରାଗ ଶୁଝାଇବାକୁ ଯାଇ…

ଫେରୁଛି କଡ଼ା କଟକଣା: ଶୁକ୍ରବାରଠୁ ଏହି ରାଜ୍ୟରେ ସପ୍ତାହାନ୍ତ କର୍ଫ୍ୟୁ

ବେଙ୍ଗାଳୁରୁ: ବଢୁଛି ସଂକ୍ରମଣ । କଟକଣା ବି ବଢୁଛି । ବିଭିନ୍ନ ରାଜ୍ୟରେ କଡ଼ାକଡ଼ି ହେଲାଣି କର୍ଫ୍ୟୁ । କରୋନା କେସ୍ ବଢୁଥିବାରୁ ଦିଲ୍ଲୀ ପରେ କର୍ଣ୍ଣାଣ୍ଟକରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ । ରାଜ୍ୟରୁ ୧୪୯ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି…

କର୍ଣ୍ଣାଟକ ମେଡ଼ିକାଲ କଲେଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକ ଧାରୱାଡ଼ର ମେଡ଼ିକାଲ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୁରୁବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ଥିଲା । ଆଜି ଆଉ ୧୧୬ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ଏହାସହ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଛି । ଏହି…

ଡ୍ରେନେଜ ପାଇପରୁ ବାହାରୁଛି ଟଙ୍କା, ତାଜୁବ୍ ହୋଇଗଲେ ଏସିବି ଅଧିକାରୀ

କର୍ଣ୍ଣାଟକ: ଚଢ଼ାଉ ସମୟରେ ବାହାରୁଛି ପୁଳା ପୁଳା ଟଙ୍କା । ତାହା ପୁଣି କୌଣସି ଆକାଉଣ୍ଟ କିମ୍ବା ଲକରରୁ ନୁହେଁ । ପାଇପରୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା । ଏହାସହ ବାହାରିଥିଲା ସୁନା । ଏହାକୁ ବାହାର କରିବା ପାଇଁ ବାଲଟିର ବ୍ୟବହାର କରାଯାଇଥିଲା । ପାଇପରୁ ଏତେ ପରିମାଣର ଟଙ୍କା ଓ ସୁନା…

ଆସିଗଲାଣି କି କରୋନା ତୃତୀୟ ଲହର: ବେଙ୍ଗାଲୁରୁରେ ୬ ଦିନରେ ୩୦୦ ପିଲା ପଜିଟିଭ୍

ବେଙ୍ଗାଲୁରୁ: ଦେଶରେ କିଛି ରାଜ୍ୟ ଅନଲକ୍ ଆରମ୍ଭ କରିଥିବା ବେଳେ କିଛି ରାଜ୍ୟରେ ଗତ କିଛି ଦିନ ହେବ ଲଗାତାର ବଢୁଛି କରୋନା ସଂକ୍ରମଣ । ଏବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପ୍ରତି ବିପଦ ବଢ଼ିଛି । ବେଙ୍ଗାଲୁରୁରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ଦେଶକୁ ଚିନ୍ତିତ କଲା ଭଳି ଖବର ।…