Latest Odisha News

BREAKING NEWS

Browsing Category

ମଧ୍ୟପ୍ରଦେଶ

Madhyapradesh

ଅସଦାଚରଣ ନସହିବାରୁ ଟ୍ରେନରୁ ଯୁବତୀଙ୍କୁ ଫିଙ୍ଗିଦେଲା ଯୁବକ

ଇନ୍ଦୋର:  ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଖଜୁରାହୋ ନିକଟରେ ଜଣେ ଯୁବକର ଅସଦାଚରଣ ଉଦ୍ୟମକୁ ବିରୋଧ କରିବା ମହଙ୍ଗା ପଡିଛି । ଉତ୍ତରପ୍ରଦେଶର ଜଣେ ୨୫ ବର୍ଷୀୟ ଯୁବତୀ ଅସଦାଚରଣକୁ ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଜଣେ ମଣିଷ ରୂପୀ ପିଶାଚ ତାଙ୍କୁ ଟ୍ରେନରୁ ଫିଙ୍ଗି ଦେଇଥିବା ଅଭିଯୋଗ…

ଇଟା ଭାଟିରୁ ମିଳିଲା ହୀରା, ରାତାରାତି ହୋଇଗଲେ କୋଟିପତି

ଭୋପାଳ: ଇଟା ଭାଟି ବ୍ୟବସାୟ ରାତାରାତି ହେଲେ କୋଟିପତି । କାରଣ ସେ କାମ କରୁଥିବା ଇଟା ଭାଟିରୁ ମିଳିଲା ୨୬.୧୧ କ୍ୟାରେଟ ହୀରା । ଏଭଳିି ଘଟଣା ଘଟିଛି ମଧ୍ୟପ୍ରଦେଶର ପାନ୍ନ ଜିଲ୍ଲାରେ । ମଙ୍ଗଳବାର ରବି ପଟେଲ ନାମକ ଜଣେ ସରକାରୀ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ,…

ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ଘୋଷଣା କଲେ ସରକାର

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ।ଏନେଇ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି । ଲତା ମଙ୍ଗେଶକରଙ୍କ ଜନ୍ମ ସ୍ଥାନ ନାଁରେ ଇନ୍ଦୋରରେ ସଙ୍ଗୀତ ଏକାଡେମୀ ଖୋଲାଯିବା ସହ ସଂଗ୍ରାହଳୟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟପ୍ରଦେଶ…

[ଭିଡିଓ] ସ୍କୁଲ ଗ୍ରୀଲ୍‌ରେ ଫସିଗଲା ଯୁବକଙ୍କ ଗଳା, ଆଉ ତା ପରେ…

ଭୁବନେଶ୍ୱର: ସ୍କୁଲ କ୍ୟାମ୍ପସରେ ରେକି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସ୍ଲାଇଡିଂ ଗ୍ରୀଲରେ ମୁଣ୍ଡ ଗଳାଇ ସ୍କୁଲର କାର୍ଯ୍ୟକଳାପ ଦେଖିବାକୁ ଯୁବକ ଜଣକ ଚେଷ୍ଟା କରିଥିଲେ । ହେଲେ ଭିତରେ କ’ଣ ଚାଲିଛି ଦେଖିବା ପୂର୍ବରୁ ଗ୍ରୀଲରେ ଫସିଯାଇଥିଲା ଗଳା । ଗତକାଲି ମଧ୍ୟପ୍ରଦେଶ…

[ଦେଖନ୍ତୁ ଭିଡିଓ] ଚାହୁଁଚାହୁଁ ବୁଡିଗଲା ଡଙ୍ଗା, ୧୦ ମଧ୍ୟରୁ ୨ ନିଖୋଦ

ଭୁବନେଶ୍ୱର: ମୋବାଇଲ କ୍ୟାମେରାରେ କଏଦ ହୋଇଛି ଛାତି ଥରାଇ ଦେଲାଭଳି ଘଟଣା । ଆଖି ସାମ୍ନାରେ ଚାହୁଁଚାହୁଁ ବୁଡିଗଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ୧୦ ଜଣ ସବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନିଖୋଜ ଥିବା ଜଣାପଡିଛି । ଗତ ଶୁକ୍ରବାର ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏପରି ଅଭାବନୀୟ…

[ଭିଡିଓ] ଓଲଟା ଝୁଲିଥିଲା ଜାତୀୟ ପତାକା, ନାଚୁଥିଲେ ପ୍ରଧାନ ଶିକ୍ଷକ..ଏବେ ଥାନାରେ ଅଟକ

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ବଲିଉଡ ଗୀତରେ ନାଚିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ତେବେ ନାଚ ପାଇଁ ନୁହେଁ ବରଂ ଜାତୀୟ ପତାକା ଉତ୍ତୋଳନରେ ଜଘନ୍ୟ ତ୍ରୁଟି ଯୋଗୁଁ ପ୍ରଧାନ ଶିକ୍ଷକ ମହୋଦୟଙ୍କୁ ଥାନା ମୁହାଁ ହେବାକୁ ପଡିଛି । ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାର ଏକ ସରକାରୀ…

[ଭିଡିଓ] ଭଗବାନଙ୍କୁ ନେଇ ଶ୍ୱେତା ତିୱାରୀଙ୍କ ବିବାଦୀୟ ମନ୍ତବ୍ୟ, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବିବାଦ ଘେରରେ ଟେଲି କୁଇନ୍ ଶ୍ୱେତା ତିୱାରୀ । ନିକଟରେ ଏହି ଅଭିନେତ୍ରୀ ଜଣକ ନିଜ ଅପକମିଂ ୱେବ୍ ସିରିଜ୍ ସୋ ଷ୍ଟପରର ପ୍ରମୋଶନ୍ ପାଇଁ ଭୋପାଳ ଯାଇଥିଲେ । ସେହି ଅବସରରେ ଶ୍ୱେତା କିଛି ଏପରି ମନ୍ତବ୍ୟ ଦେଇଥିଲେ, ଯାହା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୋ’ର…

ସାଧାରଣ ଦିବସ ପାଳନ ବେଳେ ଖସି ପଡ଼ିଲା ଡ୍ରୋନ, ୨ ଗରୁତର

ଭୋପାଳ: ସାଧାରଣ ଦିବସ କାର୍ଯ୍ୟକ୍ରମରେ ଘଟିଲା ଅଘଟଣ । ମଧ୍ୟପ୍ରଦେଶ ଜବଲପୁରର ପଣ୍ଡିତ ରବି ଶଙ୍କର ଶୁକ୍ଲା ଷ୍ଟାଡିୟମରେ ପ୍ୟାରେଡ ଚାଲୁଥିବା ବେଳେ ଏହି ଅଘଟଣ ଘଟିଥିଲା । କୃଷି ବିଭାଗର ପ୍ରଜ୍ଞାପନ ମେଢରେ ଅଂଶଗ୍ରହଣ କରିଥିବା ଏକ ଡ୍ରୋନ ଅଂଶଗ୍ରହଣକାରୀଙ୍କ ଉପରେ ଖସି ପଡ଼ିଥିଲା । ଫଳରେ ୨…

ଭାରତରେ ପୁଣି ଚିହ୍ନଟ ହେଲା ନୂଆ ଭେରିଅଣ୍ଟ, ଟେଷ୍ଟ କିଟ୍ରେ ବି ଜଣା ପଡ଼ୁନି

ଇନ୍ଦୋର: ସାରା ପୃଥିବୀରେ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନାର ଆଉ ଏକ ନୂଆ ଭେରିଅଣ୍ଟ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଏହା ଦେଖିବାକୁ ମିଳିଛି । ଏହାର ନାମ ବିଏ-୨ ପୋଲି ଜଣାପଡ଼ିଛି । ଏହି ନୂଆ ଭେରିଅଣ୍ଟରେ ଭୋପାଳର ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ…

କେଶ ଓ ନିଶ ପାଇଁ କନେଷ୍ଟବଳ ନିଲମ୍ବିତ

ନୂଆଦିଲ୍ଲୀ: କନେଷ୍ଟବଳଙ୍କ ନିଆରା ଷ୍ଟାଇଲ । କେଶ ଓ ନିଶ ନକାଟିବାରୁ ଚାକିରି ହରାଇଲେ କନେଷ୍ଟବଳ । ଏଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ । କନେଷ୍ଟବଳଙ୍କୁ ତାଙ୍କ କେଶ ଓ ନିଶ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି । ପୋଲିସ ମହାନିରୀକ୍ଷକଙ୍କ ଦ୍ୱାରା ତାଙ୍କୁ ନିଲମ୍ବିତ…