Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣା: ପଛକୁ ପଛ ଧକ୍କା ହେଲେ ୭ରୁ ୮ଗାଡ଼ି, ୩ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାରାଷ୍ଟ୍ର ଧୁଲେରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ୭ରୁ ୮ ଗାଡ଼ି ପଛକୁ ପଛ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ମହାରାଷ୍ଟ୍ର ଦେଇ ଯାଇଥିବା ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥ ଧୁଲେ…

ଫିଲ୍ମ ‘ଗଣପତ’ରେ ପ୍ରଥମ ଥର ନଜର ଆସିବେ ବିଗ୍ ବି ଏବଂ ଟାଇଗର

ମୁମ୍ବାଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍ ଏବଂ ବିଗ୍ ବି ଅମିତାଭ ବଚ୍ଚନ ପ୍ରଥମ ଥର ଏକାସଙ୍ଗେ କାମ କରିବେ। ଫିଲ୍ମ ‘ଗଣପତ’ ପାଇଁ ନିର୍ମାତା ଅମିତାଭ ବଚ୍ଚନଙ୍କୁ ଯୋଗଯୋଗ କରାଯାଇଥିଲା। ଫିଲ୍ମ ସହ ଯୋଡ଼ିଥିବା ସୂତ୍ରର ଅନୁସାରେ, ଏଥିରେ ଅମିତାଭ ବଚ୍ଚନ ଟାଇଗରଙ୍କ ପିତା ଭୂମିକାରେ ଅଭିନୟ କରିବେ।…

ଗଂଜେଇ ଯୋଗାଇ ଏକ ହାଇ ବଜେଟ୍ ଫିଲ୍ମରୁ ବିଦା ହେଲେ ଅନନ୍ୟା ପାଣ୍ଡେ

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ…

ପ୍ରଭାସଙ୍କ ବର୍ଥ ଡେ’ ରେ ରିଲିଜ ହେଲା “ରାଧେ ଶ୍ୟାମ” ର ଟିଜର

ମୁମ୍ବାଇ : ଆଜି ହେଉଛି ସାଉଥ ସୁପରଷ୍ଟାର ଓ ବାହୁବଳୀ ଫେମସ୍ ଆକ୍ଟର ପ୍ରଭାସଙ୍କ ଜନ୍ମଦିନ । ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି ପ୍ରଭାସ । ଏନେଇ ପ୍ରଭାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପଟେ ତାଙ୍କ ଜନ୍ମ ଦିନକୁ ସ୍ପେଶାଲ କରିବା ପାଇଁ ଆଜି ତାଙ୍କ ଅପକମିଂ ମୁଭି “ରାଧେ…

ନେପାଳରେ ବର୍ଥ ଡେ’ ସେଲିବ୍ରେସନ କରିବେ ପରିଣୀତି ଚୋପ୍ରା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ପରିଣୀତି ଚୋପ୍ରାଙ୍କ ବର୍ଥ ଡେ । ୩୩ ବର୍ଷ ବୟସରେ ପାଦ ଦେଇଛନ୍ତି ପରିଣୀତି। ଏ ବର୍ଷ ବର୍ଥ ଡେ' କୁ ପରିଣୀତି ସ୍ପେଶାଲ ୱେରେ ସେଲିବ୍ରେ୍ସନ କରୁଛନ୍ତି। ବର୍ତ୍ତମାନ ପରିଣୀତି ତାଙ୍କ ନେକ୍ସଟ ଫିଲ୍ମ “ସରୋଜ ବର୍ଜ୍ୟତେ” ସୁଟିଂ ପାଇଁ ନେପାଳର କାଠମାଣ୍ଡୁରେ…

ଓସ୍କାର ଆୱାର୍ଡ ୨୦୨୨ ପାଇଁ ‘ଶେରନି’ ଓ ‘ସରଦାର ଉଧମ ସିଂହ’ ଫିଲ୍ମ ମନୋନୀତ

ମୁମ୍ବାଇ : ଏକେଡ଼େମୀ ଆୱାର୍ଡ ରେସରେ ଭାରତୀୟ ସିନେମା ଆଗରେ । ୨୦୨୨ ଓସ୍କାର ଆୱାର୍ଡ ପାଇଁ ‘ଶେରନି’ ଓ ‘ସରଦାର ଉଧମ ସିଂହ’ ମନୋନୀତ ହୋଇଛି । କରୋନା ମହାମାରୀ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରି ଅନେକାଂଶରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ  ସିନେମାହଲ ବନ୍ଦ ରହିଲ । ଏସବୁ ମଧ୍ୟରେ…

ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ୍

ମୁମ୍ବାଇ: ପୁଅକୁ ଭେଟିବାକୁ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ଼ ଜେଲରେ ପହଞ୍ଚିଛନ୍ତି। ଅକ୍ଟୋବର ୮ରୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଜେଲରେ ଅଛନ୍ତି ଆର୍ଯ୍ୟନ୍ ଖାନ୍। ଏବେ ଯାଏଁ ତାଙ୍କ ଜାମିନ ଆବେଦନ ହୋଇପାରିନାହିଁ। ପରିଦର୍ଶନ ବିଭାଗରେ ଶାହାରୁଖ ଖାନଙ୍କ…

ଶାହରୁଖଙ୍କ ଡୁପ୍ଲିକେଟକୁ ନେଇ ଆଗେଇ ଚାଲିଛି ଫିଲ୍ମ ସୁଟିଂ

ମୁମ୍ବାଇ: ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାରେ ଚିନ୍ତାରେ ପଡିଛନ୍ତି କିଙ୍ଗଖାନ ଶାହରୁଖ । ବିଦେଶରେ ଫିଲ୍ମର ସୁଟିଂ ଛାଡି ଏବେ କିଙ୍ଗଖାନ ଭାରତରେ ରହିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ଫିଲ୍ମ ପଠାନର ସୁଟିଂ ସ୍ଥଗିତ ଥିବାବେଳେ ଅନ୍ୟ ଏକ ଫିଲ୍ମର ସୁଟିଂ ଶାହରୁଖଙ୍କ ଡୁପ୍ଲିକେଟକୁ ନେଇ ଆଗେଇ ଚାଲିଛି…

“ଜାନେ ଭି ଦୋୟା ୟାରୋ” ମୋ ଜୀବନର ସବୁଠୁ ବେକାର ଫିଲ୍ମ; ନାସିରୁଦ୍ଦିନ୍ ଶାହ

ମୁମ୍ବାଇ: ଆଜି ପୁରୁଖା ଫିଲ୍ମ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ଜନ୍ମବାର୍ଷିକୀ । ଏହି ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଲେ, ଫିଲ୍ମ ଜାନେ ଭି ଦୋ ୟାରୋ କଥା ମନେପଡିଯାଏ । ୮୦ ଦଶକରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଆଜି ସୋସିଆଲ୍ ମିଡିଆରେ ଛୋଟଛୋଟ କ୍ଲିପ୍ ଭାବେ ଦେଖିବାକୁ ମିଳେ । ତେବେ…

ରିଲିଜ୍ ଅପେକ୍ଷାରେ ଧାକଡ, ନୂଆ ଅବତାରରେ ଆସୁଛନ୍ତି କଙ୍ଗନା

ମୁମ୍ବାଇ: ବିବାଦୀୟ ମନ୍ତବ୍ୟକୁ ବାଦ୍ ଦେଲେ ୟୁନିକ୍ କାହାଣୀ ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବା ନେଇ କଙ୍ଗନା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଫିଲ୍ମ ଥଲାଇଭିରେ କଙ୍ଗନାଙ୍କୁ ଜୟଲଲିଥାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ କଙ୍ଗନା ଗୁପ୍ତଚର ଭୂମିକାରେ ଦର୍ଶକଙ୍କ…