Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ଲଂଚ ହେଲା ଅଜୟଙ୍କ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍‌, ମିଳିବ ନବାଗତଙ୍କୁ ସୁଯୋଗ

ମୁମ୍ବାଇ: ପ୍ରଥମେ ସହ-ନିର୍ଦ୍ଦେଶନା, ପରେ ଅଭିନେତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଥିଲେ ବଲିଉଡ ଷ୍ଟାର ଅଜୟ ଦେବଗନ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ମ୍ୟୁଜ୍‌କ ପ୍ରଡକ୍ସନ ହାଉସ୍ ପନୋରାମା ଷ୍ଟୁଡିଓସ୍ । ଏହି ପ୍ରଡକ୍ସନ ହାଉସ୍ ଜରିଆରେ ସେ ନବାଗତଙ୍କୁ ସୁଯୋଗ ଦେବା ଲାଗି…

ଔରଙ୍ଗାବାଦର କନ୍ନଡ ଘାଟିରେ ଭୂସ୍କଳନ, ଫସିଲା ଶହଶହ ଗାଡି

ମହାରାଷ୍ଟ୍ର :ମହାରାଷ୍ଟ୍ରର ଔରଙ୍ଗାବାଦର କନ୍ନଡ ଘାଟିରେ ବଡ ଧରଣର ଭୂସ୍କଳନ ହୋଇଛି। ଫଳରେ ଔରଙ୍ଗାବାଦର ଓ ଚାଲିସଗାଁଓ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସିବା ସହ ରାସ୍ତା ଧସି ଯାଇଛି। ଭୁସ୍କଳନ ସମୟରେ ରାସ୍ତା ଉପରେ ଚାଲୁଥିବା ଅନେକ ଗାଡି କ୍ଷତିଗ୍ରସ୍ତ…

କୋର୍ଟର ବୋଲ ମାନୁନାହାନ୍ତି ଆମାନିଆ ହନି ସିଂ

ମୁମ୍ବାଇ:ମୁମ୍ବାଇ ଫେମସ୍ ରାପର ୟୋ ୟୋ ହନି ସିଂ ନାଁ ରେ ଘରୋଇ ହିଂସା ମାମଲା । ତାଙ୍କ ନାଁ ରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଏହି ମାମଲରା ଶୁଣାଣୀ ଦିଲ୍ଲୀ ତିସହଜାରୀ କୋର୍ଟରେ ୨୮ ତାରିଖ ଦିନ ହେବାର ଥିଲା ହେଲେ ହନି ସିଂ ଆଜି କୋର୍ଟ କୁ ଆସିନଥିବା ଖବର ସାମ୍ନାକୁ ଆସିଛି । ପ୍ରଥମ…

ଆଇସିୟୁରେ ରୋଗୀଙ୍କ ଆଖିକୁ କାମୁଡ଼ିଲା ମୂଷା

ମୁମ୍ବାଇ: ମୁମ୍ବାଇର ଏକ ସରକାରୀ ଡାକ୍ତରଖାନା ରାଜଓ୍ଵାଡି ହସପିଟାଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ଆଖିକୁ ଆଇସିୟୁରେ ଥିବା ମୂଷା କାମୁଡ଼ିଦେବାରୁ ସେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀନିବାସ ନଗେଶ ୟାଲପା ନାମକ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ…

ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ

ମୁମ୍ବାଇ : ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା । ମୁମ୍ବାଇର ପଶ୍ଚିମ ମଲାଡର ନ୍ୟୁ କଲେକ୍ଟରେଟ୍ କମ୍ପାଉଣ୍ଡରେ ଏକ କୋଠା ଭୁଷୁଡ଼ିବା ପରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଆଠ ଜଣ ଶିଶୁ ଅଛନ୍ତି । ଏହି ଦୁଃଖଦ ଘଟଣାରେ…

ମୁମ୍ବାଇରେ ବର୍ଷା ଆଣିଲା ବିତ୍ପାତ, ୪ ମହଲା କୋଠା ଭୁଶୁଡ଼ି ୧୧ ମୃତ

ମୁମ୍ବାଇ: ଲଗାଣ ବର୍ଷା ପରେ ମୁମ୍ୱାଇରେ ଭୁଶୁଡ଼ିଲା ଚାରି ମହଲା କୋଠା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାଂବଶେଷ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍ । ଅଗ୍ନିଶମ, ଏନଡିଆରଏଫ୍ ଓ ପୋଲିସ ଲାଗିଛନ୍ତି ।…

ପାଞ୍ଚ ମହଲା ବିଲଡିଂରୁ ଖସିଲା ସ୍ଲାବ, ୭ ଜଣଙ୍କର ମୃତ୍ୟୁ

ଥାନେ(ମହାରାଷ୍ଟ୍ର): ପାଞ୍ଚ ମହଲା ବିଲଡିଂରୁ ଖସିଲା ସ୍ଲାବ୍ । ଚାପି ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ଆଉ ୪-୫ ଜଣ ଚାପି ହୋଇ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇଛି । ପଞ୍ଚମ ମହଲାର ସ୍ଲାବ୍ ହଠାତ୍ ଖସି…

ହିନ୍ଦୁସ୍ତାନୀ ଭାଉକୁ ମହଙ୍ଗା ପଡିଲା ଭାଇଗିରି !

ମୁମ୍ବାଇ: ଅନ୍‌ଲାଇନରେ ଅନର୍ଗଳ ଅସ୍ରବ୍ୟ ଭାଷା । ମନରେ ଭାରତ ପ୍ରତି ଅଗାଢ ପ୍ରେମ । ହେଲେ ଏବେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ବିକାଶ ଫାକଟ୍ ଓରଫ ହିନ୍ଦୁସ୍ତାନୀ ଭାଉ । କୋଭିଡ୍‌-୧୯ କଟକଣା ଭାଙ୍ଗିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଥାନାରେ ଅଟକ…

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଦୁଇ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତ ମହାରାଷ୍ଟ୍ରର ଗଡ଼ଚିରୋଲିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଗଡ଼ଚିରୋଲି ଜିଲ୍ଲାର ଜାମ୍ବିଆ ଗୋଟା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ…

କରୋନା ପଜିଟିଭ୍ ହୋଇ ବି ସାହାଯ୍ୟ କରିବା ଜାରି ରଖିଛନ୍ତି ସୋନୁ ସୁଦ, ପାଠ ପଢିବାକୁ ପିଲାଙ୍କୁ ଦେଲେ ମୋବାଇଲ 

ମୁମ୍ବାଇ: କରୋନା ପଜିଟିଭ୍ ହୋଇ ବି ଅଟକି ନାହାନ୍ତି ସୋନୁ ସୁଦ୍ । ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ ଫୋନ ଦେଇଛନ୍ତି ସୋନୁ । ପିଲାଙ୍କ ପାଠ ପଢାକୁ ନେଇ ଏକ ଟ୍ୱିଟ କରି ଲେଖିଛନ୍ତି, ପିଲାଙ୍କ ପାଠ ପଢାରେ ଲାଗିବନି ଲକଡାଉନ୍ । ଭିଡିଓରେ ସୋନୁ ସୁଦ ଫାଉଣ୍ଡେସନ ତରଫରୁ ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ…