Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ସୋନୁଙ୍କ ମହାନତା: ୧୦ଟି ଅକ୍ସିଜେନ୍ ଜେନେରେଟର୍ ପଠାଇଲେ ଇନ୍ଦୋର 

ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ପୁଣି ଆଗେଇ ଆସିଛନ୍ତି ସୋନୁ ସୁଦ୍ । ମଧ୍ୟପ୍ରଦେଶ ଇନ୍ଦୋର ପାଇଁ ସୋନୁ ସହାୟତାର ହାତ ବଢ଼ାଇଛନ୍ତି । ସୋନୁ ଏକ ଭିଡିଓ ସେୟାର କରି କହିଛନ୍ତି, ଇନ୍ଦୋରବାସୀ ନିଜର ଧ୍ୟାନ ରଖନ୍ତୁ । ଇନ୍ଦୋରବାସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ଥିବାରୁ ମୁଁ…

[ଭିଡିଓ] ଅଟୋରିକ୍ସାରେ ଆପାତକାଳୀନ ସେବା !

ସତାରା (ମହାରାଷ୍ଟ୍ର): ମହାରାଷ୍ଟ୍ରରେ କରୋନା ଦେଖାଇଛି କରାଳ ରୂପ । ହସ୍ପିଟାଲରେ ନାହିଁ ପର୍ଯ୍ୟାପ୍ତ ବେଡ୍ ବ୍ୟବସ୍ଥା । ଚରମ ସୀମାରେ ପହଂଚିଛି ରୋଗୀଙ୍କ ଦୁର୍ଦ୍ଦଶା । ଏମିତି ସ୍ଥିତିରେ ଜଣେ ମହିଳାଙ୍କ ଚକିତକର ଭିଡିଓ ସମସ୍ତଙ୍କୁ ତାଜୁବ କରିଛି । ଅକ୍ସିଜେନ୍ ସିଲିଣ୍ଡର ଧରି…

ମହାରାଷ୍ଟ୍ରରେ ଲାଗିବ ଲକଡାଉନ୍ ? ଆଜି ଟାକ୍ସଫୋର୍ସ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ମୁମ୍ୱାଇ: ମହାରାଷ୍ଟ୍ରରେ ସଂକ୍ରମଣ ମହାରୂପ ଧାରଣ କରିଛି । ଦୈନିକ ୫୦ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି । ନିୟନ୍ତ୍ରଣ ବାହାରକୁ ଯାଉଛି ସ୍ଥିତି । ରାଜ୍ୟରେ ଲକଡାଉନ୍ ଲାଗୁ ହେବ କି ? ଏସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି…

ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ 

ମୁମ୍ବାଇ: ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ । ଘର ଭିତରେ ମୃତ ଦେହ ପଡ଼ିଥିବା ବେଳେ ପାଖରେ ବସି କାନ୍ଦୁଥିଲା ଚାରି ବର୍ଷର ଝିଅ । ଅନେକ ସମୟ ପର୍ଯ୍ୟନ୍ତ କୁନି ଝିଅଟିର କାନ୍ଦ ଶୁଣିବା ପରେ ପଡୋଶୀମାନେ ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘର ଖୋଲି ଦେଖିବାରୁ ବାଲାଜୀ…

ଶରଦ ପାୱାରଙ୍କ ସର୍ଜରୀ ସଫଳତାର ସହ ଶେଷ, ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା 

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଏହି ସର୍ଜରୀ ହୋଇଥିଲା ।  ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି ବୋଲି…

ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ଦେହାନ୍ତ  

ମୁମ୍ବାଇ: ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ପରଲୋକ ହୋଇଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ତାଙ୍କର ସର୍ଜରୀ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ ସ୍ତମ୍ଭକାର ଓ ଲେଖକ ଭାବେ ସକ୍ରିୟ ଥିଲେ ।…

ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ପରିଣୀତି, ସାଇନା ନେହୱାଲଙ୍କ ଲୁକରେ ସେୟାର କଲେ ଫଟୋ 

ମୁମ୍ବାଇ: ସାଇନା ନେହୱାଲଙ୍କ ଲୁକରେ ଫଟୋ ସେୟାର କରିଛନ୍ତି ପରିଣୀତି ଚୋପ୍ରା ।  ଏକଦମ୍ ସାଇନାଙ୍କ ଲୁକ୍ ଓ ଷ୍ଟାଇଲରେ ସେ ଫଟୋ ପୋଷ୍ଟ କରିଛନ୍ତି । ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନାଙ୍କର ଏବଂ ଅନ୍ୟଟି ପରିଣୀତିଙ୍କର । ଟ୍ବିଟର ୟୁଜର୍ସ ଏହି ଫଟୋରେ ପରିଣୀତିଙ୍କ…

ମହାରାଷ୍ଟ୍ରର ମଦରଟେରିସା, ନିଜ ପୁରା ଜୀବନ ଅନାଥ ପିଲାଙ୍କ ପାଇଁ ସମର୍ପି ଦେଇଛନ୍ତି ସିନ୍ଧୁତାଇ

ପୁନେ: କାନ୍ଦୁଥିବା ପିଲାକୁ ଯିଏ ହସେଇପାରେ, ବେସାହାରା ପିଲାଙ୍କୁ ଯିଏ କୋଳେଇ ନେଇପାରେ, ଭୋକରେ ଡହଳ ବିକଳ ହେଉଥିବା ପିଲା ମୁହଁରେ ଯିଏ ଦି ମୁଠା ଦାନା ଦେଇପାରେ, ୟା ଠୁ ମହାନ କାମ ଆଉ କ’ଣ ହୋଇପାରେ । ଅନ୍ୟର ଦୁଃଖ ଓ କଷ୍ଟକୁ ପ୍ରକୃତରେ ସେଇମାନେ ହିଁ ଚିହ୍ନିପାରନ୍ତି, ଯିଏ ନିଜେ ଖରାପ…

ସୋନୁଙ୍କ ମହାନତା: ଏଥର ସୋନୁ କରିଛନ୍ତି ଏକ ବଡ଼ ଘୋଷଣା, ୧ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଘୋଷଣା କରି ଚର୍ଚ୍ଚାରେ 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ । ପ୍ରାକୃତିକ ଦୁର୍ବିପାକ ହେଉ କି ମହାମାରୀ କରୋନା । ଦେଶକୁ ଯେତେବେଳେ ସାହାଯ୍ୟର ଆବଶ୍ୟକତା ପଡ଼ିଛି ହାତ ମେଲାଇ ସାହାଯ୍ୟ କରିଛନ୍ତି ସୋନୁ । କିନ୍ତୁ ଏଥର ନିଜର ଉଦାରତାର ପରିଚୟ ଦେଇ ସେ ପୁଣି ସମସ୍ତଙ୍କ ମନ ଜିତି ନେଇଛନ୍ତି ।…

ଜୋମାଟୋ ଡେଲିଭରୀ ବଏଙ୍କୁ ନ୍ୟାୟ ଦେବାକୁ ପରିଣୀତି ଚୋପ୍ରାଙ୍କ ଅପିଲ : କହିଲେ ‘ଅମାନବୀୟ, ହୃଦୟ ବିଦାରକ’

ମୁମ୍ବାଇ: ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ମହିଳାଙ୍କ ନାକ ଫାଟି ରକ୍ତସ୍ରାବ ହେଉଥିଲା ଏବଂ ସେ ଫୁଡ୍ ସର୍ଭିସ୍ ଜୋମାଟୋ ଡେଲିଭରୀ ବଏ ବିରୋଧରେ ମାରପିଟ୍ ଅଭିଯୋଗ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଜୋମାଟୋ ଡେଲିଭରୀ ବଏଙ୍କୁ ଗିରଫ କରାଯାଇଛି । ଏବେ…