Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ଗୁରୁ ରନ୍ଧାୱାଙ୍କ ସହ କାହିଁକି ଯୋଡିଛି ମୃଣାଳଙ୍କ ନାଁ ?

ମୁମ୍ବାଇ: ଟିଭି ପରଦାରୁ ଜଣେ ସଫଳ ଫିଲ୍ମ ଅଭିନେତ୍ରୀ ବନିପାରିଛନ୍ତି ମୃଣାଳ ଠାକୁର । ବ୍ୟକ୍ତିଗତ ଜୀବନରେ ଝଡ ଉଠିଥିଲେ ବି ତାଙ୍କ ପ୍ରଫେସ୍ନାଲ କ୍ୟାରିଅର ସୁରୁଖୁରୁରେ ଚାଲିଛି । ଏଇ ନିକଟରେ ସେ ସାହିଦ କାପୁରଙ୍କ ସହ ଫିଲ୍ମ ଜର୍ସିର ସୁଟିଂ ସାରିଛନ୍ତି । ଆଗକୁ ରାମ ମାଧବାନୀଙ୍କ ଫିଲ୍ମ…

ରିୟଲ ନୁହେଁ ରିଲ୍‌ରେ ଗର୍ଭବତୀ ନେହା କକ୍କର !

ମୁମ୍ବାଇ: ବିବାହ କରିବାର ଦୁଇମାସ ପରେ ଗର୍ଭବତୀ ଅଛନ୍ତି ନେହା କକ୍କର । ଏହି ଖବର କାଲିଠୁ ଆଜି ଯାଏଁ ପ୍ରାୟ ସମସ୍ତ ଖବର କାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଚହଳ ଖେଳାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ବି କିଛି ଲୋକ ନେହା ଓ ରୋହନପ୍ରୀତଙ୍କୁ ବଧେଇ ଜଣାଇଥିଲାବେଳେ ଅନେକ…

ଦର୍ଶକଙ୍କ ପାଇଁ ଫାଣ୍ଟମ୍ ସାଜିବେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ଯାହା ଜଣାପଡୁଛି ବଲିଉଡରେ ଏବେ ସୁପରହିରୋ କ୍ରେଜ ଜୋର ଧରିଛି । ବୋଧ ହୁଏ ସେଥିପାଇଁ ଗୋଟିଏ ପରେ ଗୋଟିଏ ସୁପରହିରୋ ଥିମର ମୁଭି ପାଇପ୍ ଲାଇନ୍‌ରେ ରହିଛି । ଆଗାମୀ ଦିନରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ରଣବୀର କାପୁରଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ହ୍ରିତିକ…

ଅଜୟଙ୍କ ଫିଲ୍ମରେ ଅଭିନୟ କରିବେ ଦୁଇ ଷ୍ଟାରକିଡ୍

ମୁମ୍ବାଇ: କିଛି ଅଲଗା କରିବାର ଝୁଙ୍କ ସବୁବେଳେ ଅଜୟ ଦେବଗନଙ୍କ ନିକଟରେ ଦେଖିବାକୁ ମିଳେ । ବୋଧ ହୁଏ ଏଥିପାଇଁ ସେ ଏକ ତେଲୁଗୁ ଫିଲ୍ମର କପି ରାଇଟ୍ସ ହାତେଇଛନ୍ତି । ଖାସ ହିନ୍ଦୀ ଭର୍ସନରେ ସେହି ତେଲୁଗୁ ଫିଲ୍ମଟିକୁ ନିର୍ମାଣ କରିବା ପାଇଁ । ତେବେ ଏହି ଫିଲ୍ମରେ ଅଜୟ ଅଭିନେତା ନୁହେଁ ବରଂ…

ମହାରାଷ୍ଟ୍ର ସରକାରଙ୍କ ନୂଆ ନିୟମ: ସରକାରୀ ଅଫିସରେ ଜିନ୍ସ ମନା

ମହାରାଷ୍ଟ୍ର: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ କରିଛନ୍ତି ମହାରାଷ୍ଟ୍ର ସରକାର । ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ କିମ୍ବା ଟିସାର୍ଟ ପିନ୍ଧି ଯାଇପାରିବେ ନାହିଁ । ସେକ୍ରେଟାରୀଏଟ୍ କିମ୍ବା ସରକାରୀ ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ଯିବାକୁ ବାରଣ କରାଯାଇଛି । ସରକାରୀ ଓ ଠିକା…

ହୃଦଘାତର ଶିକାର ହେଲେ ରେମୋ ଡି’ ସୁଜା, ଆଇସିୟୁରେ ଭର୍ତ୍ତି !

ମୁମ୍ବାଇ: ହୃଦଘାତର ଶିକାର ହେଲେ କୋରିଓଗ୍ରାଫର୍ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି' ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ହାର୍ଟରେ ବ୍ଲକେଜ ହେବା ପରେ ରେମୋଙ୍କର ଆଂଜିଓଗ୍ରାଫୀ କରାଯାଇଛି ।…

ରାଜା ସୁହେଲଦେବ ଓ ଅକ୍ଷୟଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ ?

ମୁମ୍ବାଇ: ବଲିଉଡର ସବୁଠୁ ବ୍ୟସ୍ତ ସୁପରଷ୍ଟାର ଅକ୍ଷୟ କୁମାର । ପ୍ରତିବର୍ଷ ଏହି ଅଭିନେତାଙ୍କର ୪ରୁ ୫ଟି ଫିଲ୍ମ ରିଲିଜ ହୋଇଥାଏ । ନିକଟରେ ଫିଲ୍ମ ବେଲ୍ ବଟମ୍ ଓ ଅତରଙ୍ଗୀ ରେ ଫିଲ୍ମର ସୁଟିଂ ସାରିଥିଲେ । ତା ଛଡା ରାମ ସେତୁ, ରକ୍ଷାବନ୍ଧନ ଓ ପୃଥ୍ୱୀରାଜ ଭଳି ଫିଲ୍ମ ବି ତାଙ୍କ ହାତରେ ରହିଛି ।…

ପରଲୋକରେ ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ

ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ୍ । ୮୩ ବର୍ଷ ବୟସରେ ଏହି ଅଭିନେତାଙ୍କର ହୃଦଘାତରେ ନିଧନ ହୋଇଛି । ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଶନିବାର ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୂର୍ବରୁ ବି ମାର୍ଚ୍ଚ ମାସରେ ତାଙ୍କର ହୃଦଘାତ…

ଅଜୟଙ୍କ ପାଇଁ ରାତିସାରା ରାସ୍ତାକଡରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: କେବେ କେମିତ ବଲିଉଡ ସେଲିବ୍ରିଟିଙ୍କ ପୁରୁଣା ଘଟଣା ସାମ୍ନାକୁ ଆସିଥାଏ । ଏହି ସମସ୍ତ ଘଟଣା ଲୋକଙ୍କୁ ଉଭୟ ମାତ୍ରାରେ ମନୋରଂଜନର ଖୋରାକ ଯେଗାଇବା ସହ କିଛି ଶିକ୍ଷା ବି ଦେଇଥାଏ । ଏହି ଧାରାରେ ସାମିଲ ହୋଇଛି ଅଜୟ ଦେବଗନ ଓ ଅଭିଷେକ ବଚ୍ଚନଙ୍କ ଏକ ଅଭୁଲା ସ୍ମୃତି । ଦୁହେଁ ବେଶ ଭଲ…

“କୌନ ବନେଗା କରୋଡପତି” ଏକ୍ସପର୍ଟ ସାଜିବେ ଆନନ୍ଦ କୁମାର

ମୁମ୍ବାଇ: ସୁପର୍ ୩୦ର ପ୍ରତିଷ୍ଠାତା ତଥା ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର । ଖୁବଶୀଘ୍ର ଆନନ୍ଦ 'କୌନ ବନେଗା କରୋଡପତି' (KBC) ଭଳି ପପୁଲାର ରିୟାଲିଟି ସୋ'ରେ ଏକ୍ସପର୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡରେ ଆନନ୍ଦ କୁମାରଙ୍କୁ ଦର୍ଶକ ଦେଖିବାକୁ…