Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ରହସ୍ୟମୟୀ ଯୁବତୀ କିଏ ?

ମୁମ୍ବାଇ: ବଲିଉଡର୍ ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ରୋଶନ୍ । ସୁଜୈନ ଖାନଙ୍କ ସହ ଛାଡପତ୍ର ପରେ ସେ ଏବେ ସିଙ୍ଗଲ୍ ଅଛନ୍ତି । ଏପରି ସ୍ଥିତିରେ ତାଙ୍କ ପର୍ସନାଲ ଲାଇଫ୍ ବିଷୟରେ ଜାଣିବାକୁ ଫ୍ୟାନମାନେ ଚାହିଁ ବସିଛନ୍ତି । ନିକଟରେ ହ୍ରିତିକ୍ ଜଣେ ରହସ୍ୟମୟୀ ଯୁବତୀଙ୍କ ସହ ନଜର ଆସିଥିଲେ । ସେବେଠୁ…

ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର: ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ । ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ(୧୨୯୯୩) ଅଗ୍ନିକାଣ୍ଡ ହୋଇଛି । କ୍ସପ୍ରେସର ୧୩ ନମ୍ବର ବଗିରେ ଥିବା ପ୍ୟାଣ୍ଟ୍ରି କାର୍‌ରେ ନିଆଁ ଲାଗିଲା । ମହାରାଷ୍ଟ୍ରର ନନ୍ଦୁରବାରରେ ଏହି ଅଗ୍ନିକାଣ୍ଡ ହୋଇଛି । ନିଆଁ ଆୟତ୍ତ କରିବାକୁ ପ୍ୟାଣ୍ଟ୍ରି…

କାର୍ ଓ ବାଇକକୁ ପିଟିଲା ଟ୍ରକ୍, ଚାଲିଗଲା ୫ ଜଣଙ୍କ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ବାଇକକୁ ପିଟିଲା ଟ୍ରକ୍ । କାରରେ ଥିବା ଦୁଇ ଜଣ ଏବଂ ଦୁଇଟି ମୋଟରସାଇକେଲରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ମୃତକମାନେ ପୁଣେ ସହରର…

୨୦ ମହଲା ବିଲଡିଂରେ ଭୟଙ୍କର ନିଆଁ, ୨ମୃତ

ମୁମ୍ବାଇ: ୨୦ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ମୁମ୍ବାଇ ନାନା ଛକରେ ଥିବା ଥିବା ଏହି ବହୁତଳ ବିଶିଷ୍ଟ କୋଠାରେ ହଠାତ୍ ନିଆଁ ଲାଗିଥିଲା । ସକାଳ ପାଖାପାଖି ସାଢ଼େ ୭ଟା ବେଳେ ବିଲଡିଂର ୧୮ ନମ୍ବର ମହଲାରେ ଲାଗିଥିଲା ନିଆଁ । ପ୍ରାଥମିକ ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର…

ବୁଲିବାଇ ଆପ୍: ଓଡ଼ିଶାରୁ ଜଣେ ଗିରଫ!

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲା  । ଏହି ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ ନେଇ ANI ସୂତ୍ରରୁ ସୂଚନା ମିଳିଛି । ମୁମ୍ବାଇ ପୋଲିସ୍ ର ସାଇବର ସେଲକୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି…

[ଭିଡ଼ିଓ] INS ରଣବୀରରେ ବ୍ଲାଷ୍ଟ, ୩ ଯବାନ ସହିଦ

ମୁମ୍ବାଇ: INS ରଣବୀରରେ ବ୍ଲାଷ୍ଟ  ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ ଘଟିଛି । ଡକୟାର୍ଡରେ ଥିବା ଆଇଏନଏସ୍ ରଣବୀର ତୋପରେ ହଠାତ୍ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଘଟିଥିବା ଖବର ଜଣାପଡ଼ିଛି । ରାଜପୁତ…

[ଭିଡିଓ] ଅସୁସ୍ଥ ହୋଇପଡିଲା ଡ୍ରାଇଭର, ୧୦ କି.ମି ବସ୍ ଚଳାଇଲେ ମହିଳା

ଭୁବନେଶ୍ୱର: ଜଣେ ମହିଳାଙ୍କ ସାହସିକତା ଚର୍ଚ୍ଚାକୁ ଆସିଛି । ଅସୁସ୍ଥତା କାରଣରୁ ବସ୍ ଚଳାଇପାରିନଥିଲା ଚାଳକ । ମନରେ ସାହାସ ସଂଚି ଦୀର୍ଘ ୧୦ କି.ମି ବସ୍ ଚଳାଇ ଅସୁସ୍ଥ ଗାଡି ଚାଳକର ଜୀବନ ରକ୍ଷା କଲେ ଜଣେ ମହିଳା । ପୁନେର ୱାଘଲି ଅଂଚଳରୁ କିଛି ମହିଳା ଗତ ୮ ତାରିଖରେ ପିକନିକ୍ ପାଇଁ ଘରୁ…

ହାପି ବାର୍ଥ ଡ଼େ’ ହ୍ରିତିକ

ମୁମ୍ବାଇ: ବଲିଉଡ଼ର ମୋଷ୍ଟ୍ ହ୍ୟାଣ୍ଡସମ୍ ହଙ୍କ୍ ଓ ଡ଼୍ୟାସିଙ୍ଗ୍ ଷ୍ଟାରଭାବେ ପରିଚିତ ହ୍ରିତିକ୍ ରୋଶନ୍ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଫ୍ୟାସନ ଓ ଫିଟନେସକୁ ଆଜିବି ଲୋକେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ଫ୍ୟାନ୍ସ, ସେଲିବ୍ରିଟି…

ଦିନ କେଇଟା ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପିକ୍ ଛୁଇଁବ କରୋନା

ନୂଆଦିଲ୍ଲୀ: ଦେଶରେ କେବେ ପିକ୍ ଛୁଇଁବ କରୋନାର ତୃତୀୟ ଲହର । ବିଭିନ୍ନ ସଂସ୍ଥା ଓ ବୈଜ୍ଞାନିକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଆଉ କିଛି ଦିନ ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ କରୋନା ସଂକ୍ରମଣ ପିକ୍ ଛୁଇଁବ । ଅର୍ଥାତ ଚଳିତ ମାସ ମଧ୍ୟଭାଗ ଭିତରେ ଏସବୁ ସହରରେ ସଂକ୍ରମଣ ଶୀର୍ଷରେ…

ପୁଣି ଚର୍ଚ୍ଚାରେ ମୁମ୍ବାଇ-ଗୋଆ କ୍ରୁଜ୍ ସିପ୍‌, ଏଥର କରୋନା ଖେଳାଇଛି ଆତଙ୍କ

ମୁମ୍ବାଇ: ଦିନେ କିଙ୍ଗଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ୍ ଓ ଡ୍ରଗ୍ସ ପାଇଁ ଚର୍ଚ୍ଚାକୁ ଆସିଥିଲା ମୁମ୍ବାଇ-ଗୋଆ କ୍ରୁଜ୍ ସିପ୍ । ହେଲେ ପୁଣି ରେ ଏହି କ୍ରୁଜ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥର ଡ୍ରଗ୍ସ ପାଇଁ ନୁହେଁ ବରଂ କରୋନା ସଂକ୍ରମଣ ପାଇଁ ଏହି କ୍ରୁଜ୍ କୋକୁଆ ଭୟ ସୃଷ୍ଟି କରିଛି…