Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୬ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ, ୮ ଗିରଫ

ମୁମ୍ବାଇ :  ମହାରାଷ୍ଟ୍ରର ପାଲବିତା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଘଟଣା । ଗଣଦୁଷ୍କର୍ମର ଶିକାର ହୋଇଛି ୧୬ ବର୍ଷର ଝିଅ । ଏହି ଘଟଣାରେ ୮ ଜଣକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ  । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୮ଜଣ ଯୁବକ ତାଙ୍କୁ ଜବରଦସ୍ତି ଉଠାଇ ନେଇ…

ସଇତାନ୍ ସ୍ୱାମୀ, ସ୍ତ୍ରୀକୁ ହାଣି ଖଣ୍ଡ ଖଣ୍ଡ କଲା ସ୍ବାମୀ

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ସମାନ ଘଟଣା । ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ ପରେ ଝାଡ଼ଖଣ୍ଡରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି । ସଇତାନ୍‌ ସାଜିଲା ସାତ ଜନ୍ମର ସାଥି  । ନିଜ ସ୍ତ୍ରୀକୁ ହାଣି କଲା ଖଣ୍ଡ ଖଣ୍ଡ । ଏଭଳି ଛାତିଥରା ଘଟଣା ଝାଡ଼ଖଣ୍ଡର…

ବଢିଲା ନୌସେନାର ବଳ, ସାମିଲ ହେଲା ସ୍ୱଦେଶୀ ଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନଏସ୍ ମୋର୍ମୁଗାଓ । ମୁମ୍ୱାଇରେ ଆଧୁନିକ ସେନ୍ସର ଓ ରାଡାର ସଂଯୁକ୍ତ ଯୁଦ୍ଧପୋତକୁ ନେଭିରେ ସାମିଲ ନେଇ ଆୟୋଜିତ ହୋଇଛି ବିରାଟ ଉତ୍ସବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ନେଭିରେ ସାମିଲ କରାଇଛନ୍ତି।…

ବାହାଘର ଭାଙ୍ଗିଦେଲା ସାମ୍ପୁ, ଥାନାର ଦ୍ୱାରସ୍ଥ ହେଲେ କନ୍ୟାପକ୍ଷ

ଆସାମ : ଗୋଟିଏ ଦିନ ପରେ ହୋଇଥାନ୍ତା ବାହାଘର କିନ୍ତୁ ପୂର୍ବରୁ ଲାଗିଗଲା କାହାର ନଜର । ବିବାହରେ ଟଙ୍କା, ଆସବା ପତ୍ର ନେଣ ଦେଣ ହେବା ସାଧାରଣ କଥା । ବର ପକ୍ଷ କନିଆ ପକ୍ଷଙ୍କୁ କିଛି ଦେଇଥାନ୍ତି ଆଉ କନିଆ ପକ୍ଷ ମଧ୍ୟ ବରପକ୍ଷଙ୍କୂ ଉପହାର ସଦୃଶ ଦେଇଥାଆନ୍ତି । କିନ୍ତୁ ଏହି ଉପହାର ବିବାହରେ…

ବ୍ରିଟେନରେ କେରଳୀ ନର୍ସ ଓ ତାଙ୍କ ୨ ସନ୍ତାନଙ୍କୁ ହତ୍ୟା

କୋଟାୟମ(କେରଳ) : ବ୍ରିଟେନରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା | କେରଳର ଜଣେ ନର୍ସ ଓ ତାଙ୍କର ଦୁଇ ଛୋଟ ପିଲାଙ୍କୁ କେହି ହତ୍ୟା କରିଛି । ହେଲେ ଘଟଣାର ଦିନକ ପରେ ଅର୍ଥାତ ଶନିବାର ନର୍ସଙ୍କ ପରିବାର ଲୋକ ଏ ନେଇ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାଇ ହତ୍ୟାକାଣ୍ତ ପଛରେ ନର୍ସଙ୍କ…

ଦୁଇବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ ୨୨ ଆହତ

ନୂଆଦିଲ୍ଲୀ : ଗ୍ରେଟର ନଏଡା ଏକ୍ସପ୍ରେସୱେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇବସ୍‌ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ…

ତେଜିଲା ହିଜାବ ବିରୋଧୀ ଆନ୍ଦୋଳନ, ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଘରୁ ଉଠାଇନେଲେ ସୁରକ୍ଷାକର୍ମୀ

ନୂଆଦିଳ୍ଲୀ: ଗିରଫ ହେଲେ ଇରାନ ପ୍ରସିଦ୍ଧ ଅଭିନେତ୍ରୀ ତରାନେହ ଅଲିଦୋସ୍ତୀ । ତେହରାନ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଛି । ଇରାନରେ ଚାଲିଥିବା ଇରାନରେ ହିଜାବ ବିରୋଧୀ ଆନ୍ଦୋଳନର ଜଣେ ସମର୍ଥକ ଥିଲେ ଅଲିଦୋସ୍ତୀ । ସେ ତାଙ୍କର ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ…

ବିଦ୍ୟୁତ ଆଘାତରେ ପ୍ରସୂତିଙ୍କ ମୃତ୍ୟୁ, କିନ୍ତୁ ଗର୍ଭରେ ନବଜାତର ହୃଦସ୍ପଦନ ଚାଲୁଥିଲା…

ରାୟପୁର: ଛତିଶଗଡର ଅମ୍ବିକାପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ 9 ମାସର ଗର୍ଭବତୀ ମହିଳାଙ୍କ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ହୃଦସ୍ପନ୍ଦନ ଚାଲୁଥିଲା ବୋଲି…

ବିଶ୍ୱକପ ଫାଇନାଲରେ ଭାଷଣ ଦେବାକୁ ଚାହୁଁଥିଲେ ଜେଲେନସ୍କି, ମନା କଲା ଫିଫା

କୀଭ: ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମର ଜେଲେନସ୍କି ଭାଷଣ ଦେବାକୁ ଚାହୁଁଥିଲେ । ଏହା ମାଧ୍ୟମରେ ସେ ଶାନ୍ତି ବାର୍ତା ଦେବା ପାଇଁ ଉଦ୍ୟମ କରିଥାନ୍ତେ, ମାତ୍ର ଫିଫା ଏଥି ନିମନ୍ତେ ମନା କରିଥିଲା । ରବିବାର ଫ୍ରାନ୍ସ ଓ ଆର୍ଜେଂଟିନା ମଧ୍ୟରେ ଫାଇନାଲ ମ୍ୟାଚ…

୨୫ ହଜାର ବର୍ଷ ତଳେ ଭାରତରେ ରହୁଥିଲେ ସର୍ବାଧିକ ଲୋକ

ନୂଆଦିଲ୍ଲୀ: ବନାରସ ହିନ୍ଦୁ ୟୁନିଭରସିଟିର ଏକ ଗବେଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବୈଜ୍ଞାନିକମାନଙ୍କ ଗବେଷଣାରେ ପ୍ରମାଣିତ ହୋଇଛି ଯେ, ୨୫ ହଜାର ବର୍ଷ ତଳେ ବିଶ୍ୱର ଅଧାରୁ ଅଧିକ ଲୋକ ଭାରତରେ ରହୁଥିଲେ । ୟୁନିଭରସିଟିର ଜିନ ବୈଜ୍ଞାନିକ ଜ୍ଞାନେଶ୍ୱର ଚୌବେ ଏ ସମ୍ପର୍କରେ…