Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚର୍ଚ୍ଚାରେ ଦୁଇ ସମଲିଙ୍ଗୀ ଯୁବକଙ୍କ ବିବାହ

ହାଇଦ୍ରାବାଦ: ହାଇଦ୍ରାବାଦରେ ଦୁଇ ସମଲିଙ୍ଗୀ ଯୁବକଙ୍କ ବିବାହ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଦୁଇଜଣ ହେଲେ ଅଭୟ ଡାଙ୍ଗେ (୩୪) ଓ ସୁପ୍ରିୟୋ ଚକ୍ରବର୍ତି (୩୧) । ୮ ବର୍ଷ ପରସ୍ପରକୁ ଭଲ ପାଇବା ପରେ ଉଭୟ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପରସ୍ପରକୁ ମୁଦି ପିନ୍ଧାଇବା ସହ…

[ଭିଡ଼ିଓ]ଦମକଳ ଗାଡ଼ିରେ ସାନ୍ତାକ୍ଲଜ, କୋଭିଡ଼ ସଂକ୍ରମିତଙ୍କୁ ବାଣ୍ଟିଲେ ଉପହାର

ଲିମା: ଖ୍ରୀଷ୍ଟମାସ ପର୍ବ ଆସିବାକୁ ଆଉ କିଛି ଦିନ ରହିଲା । ଏହି ଦିନରେ ଅନ୍ୟକୁ ଖୁସି ବାଣ୍ଟିବା ପାଇଁ ଅନେକ କିଛି ନୂଆ ନୂଆ ଯୋଜନା କରିଥାନ୍ତି । ଆଉ କୁନି କୁନି ପିଲାମାନେ ଏହି ଦିନରେ ସାନ୍ତା କ୍ଲଜଙ୍କଠାରୁ ମିଳିବାକୁ ଥିବା ଗିଫ୍ଟ ବିଷୟରେ ଭାବି ଭାବି ବହୁତ ଖୁସି ହୋଇଥାନ୍ତି । ହେଲେ…

ବିଶ୍ବରେ ଜାରି ରହିଛି କୋଭିଡ ଓ ଓମିକ୍ରନ ତାଣ୍ଡବ

ନୂଆଦିଲ୍ଲୀ : ସାରା ବିଶ୍ବକୁ ଧିରେ ଧିରେ କାବୁ କରିବାକୁ ବସିଲାଣି ନୂଆ ଭାରିଆଣ୍ଟ ଓମିକ୍ରନ । ଭାଇରସର ମୁକାବିଲା କରିବା ଲାଗି ଅଧିକାଂଶ ଦେଶ ଆରମ୍ଭ କଲେଣି ମାଷ୍ଟର ପ୍ଲାନ୍ । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହ୍ବାଇଟ୍ ହାଉସର ସର୍ବୋଚ୍ଚ…

ଆବାସ ଯୋଜନାରେ ଘର ଦେବାନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପିଏମ୍ ଆବାସ ଯୋଜନା ନେଇ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର କୃଷି ଭବନ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଘଣ୍ଟିଆ ବୈଠକ କରିଥିଲେ ବିଜେଡି ସାଂସଦ ମାନେ । ଗିରିରାଜଙ୍କ ସହ ପ୍ରଧାନମନ୍ତ୍ରୀ…

[ଭିଡ଼ିଓ] ମାଡି ଆସୁଛି ବିପଦ: ଆଣ୍ଟାର୍କଟିକା ଥ୍ୱାଇଟ୍ସ ଗ୍ଲାସିୟରରେ ଫାଟ

ୱାସିଂଟନ: ମାଡି ଆସୁଛି ବିପଦ। ଆଣ୍ଟାର୍କଟିକା ଉପରେ ଏହି ବିପଦ ମାଡିବାରେ ଲାଗିଛି । କାରଣ ସେଠାରେ ଥିବା ଥ୍ୱାଇଟ୍ସ ଗ୍ଲାସିୟରରେ ଫାଟ ସୃଷ୍ଟି ହୋଇଛି । ଏନେଇ ଚେତାବନୀ ବି ମିଳିଛି ଆଗାମୀ ୫ ବର୍ଷରେ ଗ୍ଲାସିୟର ଭାଙ୍ଗିଯିବ। ଯାହାଫଳରେ ସମୁଦ୍ରର ଜଳସ୍ତର ୨୫ ଇଞ୍ଚ ଯାଏ ବଢିଯିବ। ଏହାର…

ଆଧାର କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ : ଭୋରଟ କାର୍ଡ ସହ ଯୋଡିହେଲା ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ…

ଓମିକ୍ରନ୍‌କୁ ମାତ୍‌ ଦେବ ମଡର୍ନାର ବୁଷ୍ଟର ଡୋଜ୍‌!

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ନା ସୋମବାର କହିଛି ଯେ ଏହାର ବୁଷ୍ଟର୍ ଟିକା କୋଭିଡ୍-୧୯ ର ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଣ୍ଟିବଡି ସ୍ତରକୁ ବଢାଇଥାଏ। କମ୍ପାନୀ କହିଛି ଯେ ୫୦ ମାଇକ୍ରୋଗ୍ରାମ୍ ବୁଷ୍ଟର୍ ଆଣ୍ଟିବଡି ସ୍ତରକୁ ୩୭ ଗୁଣ ବଢାଇଥାଏ। ଆଉ ୧୦୦ ମାଇକ୍ରୋଗ୍ରାମ୍…

ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛନ୍ତି ଗୁଜରାଟ ଯୋଗୀ

ନୂଆଦିଲ୍ଲୀ: ହିନ୍ଦୁ ଯୁବ ବାହିନୀଙ୍କ ଗୁଜୁରାଟର ଦାୟିତ୍ୱରେ ଥିବା ଯୋଗୀ ଦେବନାଥ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି। ଅନେକ ଲୋକ ଯୋଗୀ ଦେବନାଥଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ଏବଂ ତାଙ୍କୁ 'ଗୁଜୁରାଟର ଯୋଗୀ' ବୋଲି କହୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ…

ପାକିସ୍ତାନୀ ମାଛଧରା ବୋଟରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ

ଅହମଦାବାଦ: ଗୁଜୁରାଟ ଜଖାଉ ବନ୍ଦର ପାଖରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ । ପାକିସ୍ତାନୀ ମାଛଧରା ବୋଟରୁ ୭୭କିଲୋଗ୍ରାମ ଓଜନର ହେରୋଇନ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏନେଇ ଅଧିକାରୀ ସୂଚନା ଦେଇଥିଲେ । ସେମାନେ କହିଛନ୍ତି,…

[ଭିଡିଓ] ଆଖି ସାମ୍ନାରେ ଦଳିଦେଲା ଦନ୍ତା

ଭୁବନେଶ୍ୱର: ଗତ ଶନିବାର ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଗୋଟିଏ ଜଙ୍ଗଲି ହାତୀ ଗୁରୁତର ଭାବେ ଆହତ କରିଥିଲା । ଆସାମର ଧୁବୁରୀ ଜିଲ୍ଲା ତାମାରହାଟରୁ ସାମ୍ନାକୁ ଆସିଛି ଏଭଳି ଚାଂଚଲ୍ୟକର ଘଟଣା । ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟରେ ଗୋଟିଏ ଦନ୍ତା ହାତୀର କ୍ରୋଧ ଜର୍ଜରିତ କାରନାମା…