Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେନା ମୁଖ୍ୟ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।  ଏହି ହେଲିକପ୍ଟରରେ ସିଡିଏମ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ବସିଥିଲେ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏପର୍ଯ୍ୟନ୍ତ ୩ ଜଣଙ୍କୁ ରେସ୍କ୍ୟୁ କରାଯାଇଛି। ଏହି ଘଟଣା ପରେ…

୨୪ଘଣ୍ଟାରେ ଦେଶରେ ୮ହଜାର ୪୩୯ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ, ୧୯୫ଜଣଙ୍କ ମୃତ୍ୟୁ

ଦିଲ୍ଲୀ: ୨୪ଘଣ୍ଟା ଭିତରେ ଦେଶରେ ୮ ହାଜର ୪୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୯୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୫୬,୮୨୨ରେ ପହଞ୍ଚିଛି । ସେହିପରି ଭାରତରେ…

ବନ୍ଧୁତାରେ ବଦଳିଲା ରାଜନୈତିକା ଶତ୍ରୁତା

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଦୁଇ ବିରୋଧୀ ରାଜନୈତି ପାର୍ଟି ବନ୍ଧୁତାର ସୂତ୍ରରେ ବାନ୍ଧି ହୋଇ ଯାଇଛନ୍ତି । ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତା ପାଟିଲ ଏବଂ ଶିବସେନା ପ୍ରମୁଖ ବାଲା ସାହେବ ଠାକରେଙ୍କ ସ୍ୱର୍ଗତଃ ପୁତ୍ର ବିନ୍ଦୁ ମାଧବ ଠାକରେଙ୍କ ପୁତ୍ର ନିହାରଙ୍କ ମଧ୍ୟରେ…

ଛାତ୍ରୀଙ୍କୁ ସ୍କୁଲ ପ୍ରିନ୍ସିପାଲ ଓ ୯ ଶିକ୍ଷକ କରିଥିଲେ ଗଣଦୁଷ୍କର୍ମ, ଭିଡିଓ କରୁଥିଲେ ଶିକ୍ଷୟିତ୍ରୀ

ଅଲଓ୍ୱାର(ରାଜସ୍ଥାନ): ଗୁରୁ ଶିଷ୍ୟର ସମ୍ପର୍କରେ କଳଙ୍କର ଛିଟା । ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରୁଥିଲେ ସ୍କୁଲ ପ୍ରିନ୍ସିପାଲ ଓ ୯ ଜଣ ଶିକ୍ଷକ । ବର୍ଷେ ଧରି ଏମିତି ନରକୀୟ କାଣ୍ଡ କରୁଥିଲେ । ସେତିକିରେ ସରି ନଥିଲା ଛାତ୍ରୀଙ୍କ ପ୍ରତି ନିର୍ୟାତନାର…

ୟୁକ୍ରେନ ବର୍ଡରରେ ରୁଷ ନିୟୋଜିତ କରିଛି ୧.୭୫ ଲକ୍ଷ ସୈନିକ !

ମସ୍କୋ:ରୁଷିଆ ଓ ୟୁକ୍ରେନ ବିବାଦ ଚରମ ସୀମାରେ ପଂହଚିଛି । ଆମେରିକା ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧.୭୫ ଲକ୍ଷ ସୈନିକଙ୍କୁ ନିୟୋଜିତ କରିଛି । ରୁଷ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି, ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତାହାହେଲେ ଆମେ ସୈନ୍ୟ ପଠାଇବୁ…

ଲାଲୁଙ୍କ ଘରେ ବାଜିବ ଶାହନାଇ, ବାହା ହେବେ ତେଜସ୍ୱୀ

ପାଟଣା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣି ଥରେ ବାଜିବ ଶାହନାଇ । ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସାନ ପୁଅ ତେଜସ୍ୱୀ ଯାଦବ । ବାହାଘରକୁ ନେଇ ଆସିଲା ବଡ଼ ଖବର । ଖୁବଶୀଘ୍ର ବରବେଶରେ ସଜେଇ ହେବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ । କାଲି ଦିଲ୍ଲୀରେ…

ସୁଧହାର ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ରିଭର୍ସ ରେପୋ ରେଟ୍ ପୂର୍ବଭଳି ୩.୩୫ ପ୍ରତିଶତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଆଜି ଏହି ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର…

ଓମିକ୍ରନ ଭୟ, ଲକ୍ଷ୍ନୌରେ ୧୪୪ଧାରା ଜାରି

ଲକ୍ଷ୍ନୌ: ଓମିକ୍ରନ ଭୟ । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଲାଗୁ ହୋଇଛି ୧୪୪ଧାରା । ଆଗାମୀ ଖ୍ରୀଷ୍ଟମାସ ତଥା ନୂତନ ବର୍ଷ ଉତ୍ସବରେ ବିପଦକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ନିଆଯାଇଛି । ଆଗକୁ ହେବାକୁ ଥିବା ପରୀକ୍ଷା ଏବଂ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ…

ଓମିକ୍ରନ ଅଧିକ ସଂକ୍ରାମକ, ବେଶୀ ଘାତକ ନୁହେଁ

ଓ୍ୱାଶିଂଟନ୍: କୋଭିଡର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଆଶ୍ୱସ୍ତିକର ଖବର ଦେଇଛି ଆମେରିକା । ମହାମାରୀ ବିଶେଷଜ୍ଞ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମେଡିକାଲ୍ ଆଡଭାଇଜର ଆନ୍ଥୋନୀ ଫାଉସୀ କହିଛନ୍ତି, ଓମିକ୍ରନ୍ ଅଧିକ ସଂକ୍ରାମକ । ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକରୁ ଅଧିକ ସଂକ୍ରମଣ…

IMA ଦେଲା କୋଭିଡ୍ ତୃତୀୟ ଲହର ନେଇ ସତର୍କବାଣୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଇଛି ଓମିକ୍ରନ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ମାଡୁଛି । ଭାରତରେ ବି ବିଭିନ୍ନ ରାଜ୍ୟକୁ ଡେଇଁଲାଣି ଓମିକ୍ରନ । ସଂକ୍ରମଣ ନିୟନ୍ତ୍ରଣରେ ସଠିକ ପ୍ରତିଷେଧକମୂଳକ ପଦକ୍ଷେପ ନନେଲ ଖୁବଶୀଘ୍ର ଭାରତରେ ବଡ଼ ଧରଣର କୋଭିଡ୍ ତୃତୀୟ ଲହର ଆସିପାରେ । ଏଭଳି ସତର୍କବାଣୀ…