Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶପଥ ନେଲେ ଓଡିଶାର ୩ ନବନିର୍ବାଚିତ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କଲେ ୧୪ଜଣ ନେତା। ସେଥିରୁ ଓଡିଶାର ୩ଜଣ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ନୂତନ ସଂସଦ ଭବନରେ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଓଡିଶାରୁ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ…

ବିହାରରେ ମୋଦୀଙ୍କ ନିର୍ବାଚନ ପ୍ରଚାର; କହିଲେ ଭାରତର ନାଁ ଖରାପ କରିଛନ୍ତି କଂଗ୍ରେସ-ଆରଜେଡି

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ସାରା ଦେଶରେ ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନ ଯେତିକି ଯେତିକି ପାଖଉଛି, ରାଜନେତା ବିଭିନ୍ନ ମାଧ୍ୟମରେ ନିଜ ଦଳର ପ୍ରଚାର ଅଭିଯାନ ବଢେଇ ଚାଲିଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ…

କେଜ୍ରିଓ୍ବାଲ୍‌ ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦ୍ୱିତୀୟ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନିତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ସମୟ ଭିତରେ କେଜ୍ରିୱାଲଙ୍କୁ କୋର୍ଟରୁ ଏକ ବଡ ଆଶ୍ୱସ୍ତି ମିଳିଛି । କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆଉ ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ…

ଥାଇଲ୍ୟାଣ୍ଡ: ଡଙ୍ଗାରେ ଲାଗିଲା ନିଆଁ, ସମୁଦ୍ରକୁ ଡେଇଁ ଅଳ୍ପକେ ବର୍ତ୍ତିଲା ୧୦୮ ଜୀବନ

ବ୍ୟାଙ୍କକ: ଗୁରୁବାର ସକାଳେ ଥାଇଲ୍ୟାଣ୍ଡ ସମୁଦ୍ର କୂଳରେ ଏକ ଡଙ୍ଗାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁବା ଆରମ୍ଭ କରିଥିଲେ । ଜାହାଜରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୁରଟ ଥାନି…

କଂଗ୍ରେସ ଛାଡିବାର କିଛି ସମୟ ପରେ ବିଜେପିରେ ସାମିଲ ହେଲେ ଗୌରବ

ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ଗୌରବ ବଲ୍ଲଭ । କଂଗ୍ରେସ ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି ବଲ୍ଲଭ। ଆଜି ସକାଳେ ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଥିଲା । ଏହାର କିଛି ସମୟ ପରେ ବିଜେପି ସାଧାରଣ ସଚିବ ବିନୋଦ ତାୱଡେଙ୍କ…

୨୦ ଫୁଟ୍ ଗଭୀର ବୋରୱେଲ ଭିତରେ ଫସିଛି ଦୁଇ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ବେଙ୍ଗାଲୁରୁ: ପୁଣି ମୁକୁଳା ବୋରଓ୍ବେଲରେ ଖସିପଡିଲା ଶିଶୁ । ଘର ବାହାରେ ଖେଳୁଥିବା ସମୟରେ ନିକଟରେ ଥିବା ଏକ ୨୦ ଫୁଟ୍ ର ବୋରୱେଲରେ ପଡ଼ିଯାଇଛି ଦୁଇ ବର୍ଷର ଶିଶୁ । ପିଲାଟିକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏଭଳି ଦୁଃଖଦ ଘଟଣା ଘଟିଛି ର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର…

ନକଲି ଜାତିଗତ ପ୍ରମାଣପତ୍ର ମାମଲାରେ ନବନୀତ୍ ରାଣାଙ୍କୁ ଅଶ୍ଵସ୍ତି

ମୁମ୍ବାଇ: ନକଲି ଜାତିଗତ ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟ ଗୁରୁବାର (ଏପ୍ରିଲ ୪) ଅମ୍ରାବତୀ ର ସ୍ୱାଧୀନ ସାଂସଦ ନବନୀତ୍ ରାଣାଙ୍କୁ ଦେଇଛି ବଡ ଅଶ୍ଵସ୍ତି । ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ନବନୀତ୍ ରାଣାଙ୍କ…

ସତ୍ୟପାଠ ଦାଖଲ କଲେ ରାହୁଲ, ତାଙ୍କ ପାଖରେ ଅଛି ମାତ୍ର ନଗଦ ୫୫ ହଜାର ଟଙ୍କା

ନୂଆଦିଲ୍ଲୀ: ବୁଧବାର କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନାମାଙ୍କନ ଭରିବା ସମୟରେ ସତ୍ୟପାଠରେ ତାଙ୍କ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି । ସତ୍ୟପାଠ ଅନୁସାରେ, ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି ।…

ପୁଣି ଥରିଲା ଜାପାନ: ୬.୩ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ । ପୂର୍ବ ଉପକୂଳ ହନସୁ ଅଞ୍ଚଳରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ନେଇ ଜାପାନ ପାଣିପାଗ ଏଜେନ୍ସି ପକ୍ଷରୁ ସୂଚନା ଜାରି କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା…

ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ରାମ, ସୀତା ଓ ଲକ୍ଷ୍ମଣ

ମେରୁଟ: ରାମଙ୍କ ପାଇଁ ପ୍ରଚାର କରିବେ ସୀତା ଓ ଲକ୍ଷ୍ମଣ । ପ୍ରଚାର ମଇଦାନକୁ ଓହ୍ଲାଇବେ ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଏବଂ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଦୀପିକା ଚିଖଲିଆ ଏବଂ ସୁନୀଲ ଲାହରୀ । ଦୁହେଁ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିବେ। ଏହା…