Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶଶୀ ଥରୁରଙ୍କ ନିକଟରେ ଅଛି କୋଟି କୋଟି ଟଙ୍କାର ବିଦେଶୀ ଶେୟାର, କ୍ରିପ୍ଟୋରେ ମଧ୍ୟ କରନ୍ତି ନିବେଶ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଚଳିତ ମାସରୁ ଆରମ୍ଭ ହୋଇ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବହୁ ବଡ ନେତାଙ୍କ ସମ୍ପତ୍ତି, ଦାୟିତ୍ୱ ଏବଂ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଘୋଷଣା ପତ୍ରରେ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାରରେ ୫ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଘୋଷଣା କରିଛି କଂଗ୍ରେସ । ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଇସ୍ତାହାରର ନାମ ରହିଛି ‘ନ୍ୟାୟ ପତ୍ର’। କଂଗ୍ରେସର ଏହି ଇସ୍ତାହାର ଦଳର ପାଞ୍ଚ ଜଣ ବିଚାରପତିଙ୍କୁ ଆଧାର…

ଛୋଟ ଛୁଆକୁ ମାଙ୍କଡ କଲା ଆକ୍ରମଣ..ଉପସ୍ଥିତି ବୁଦ୍ଧିରେ ବଂଚାଇଲା ନିଜକୁ

ଲକ୍ଷ୍ନୌ: ସୋସିଆଲ ମିଡିଆ ଓ ଅତ୍ୟାଧୂନିକ ଟେକ୍ନୋଲୋଜି ଅନେକ କ୍ଷେତ୍ରରେ ମଣିଷ ପାଇଁ ସହାୟ ହେଉଛି । ଉତରପ୍ରଦେଶରେ ମାଙ୍କଡଙ୍କ ଉତ୍ପାତ ବୃଦ୍ଧି ପାଇଛି । ନିକଟରେ ଗୋଟିଏ ଛୋଟ ପିଲାକୁ ମାଙ୍କଡ ଗୋଡାଇଥିଲା । ପିଲାଟି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିଜକୁ ବଂଚାଇଥିଲା । ସୋସିଆଲ ମିଡିଆରେ ଏବେ…

ମୋସାଦ ଶୈଳୀରେ ପାକିସ୍ତାନରେ ଭାରତ ଶତ୍ରୁ ନିପାତ କରୁଛି !

ନୂଆଦିଲ୍ଲୀ: ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦ ଶୈଳୀରେ ଭାରତ ତାର ଶତ୍ରୁକୁ ପାକିସ୍ତାନରେ ନିପାତ କରୁଛି ବୋଲି ଖବର ପ୍ରକାଶ ପାଇଛି । ତେବେ ଦି ଗାର୍ଡିୟାନରେ ପ୍ରକାଶିତ ଏହି ଖବରକୁ ଭାରତ ଖଣ୍ଡନ କରିଛି । ଭାରତର ଗୋଇନ୍ଦା ବିଭାଗ ର ଏହି କାର୍ଯ୍ୟ କରୁଛି ବୋଲି ଉଲ୍ଲେଖ ରହିଛି । ପୂର୍ବରୁ…

ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି: ସଞ୍ଜୟ ସିଂ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଦିଲ୍ଲୀ ଅବକାରୀ ନୀତି ମାମଲାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଏହା ସବୁଠାରୁ ବଡ ଦୁର୍ନୀତି । ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଫାଶରେ ପକାଇବା ପାଇଁ…

ସପ୍ତମଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଲଗାତାର ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରିଂ ପଲିସି କମିଟିର ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ତଥା ସୁଧ ହାର ଅପବର୍ତ୍ତିର୍ତ…

ଲୋକସଭା ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରୟାସ

ନୂଆଦିଲ୍ଲୀ: କମ୍‌ ମତଦାନ ହାର ରହିଥିବା ୧୧ଟି ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ମତଦାନ ହାର ବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ଏକ ପ୍ରୟାସ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପରି ପଶ୍ଚିମବଙ୍ଗରେ ନିର୍ମାଣ ହେବ ଡିଆରଡିଓର ନୂଆ ପ୍ରୋଜେକ୍ଟ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଜୁନପୁଟ ଗ୍ରାମରେ ଡିଆରଡିଓ ପକ୍ଷରୁ ନିର୍ମାଣ ହେବ ଦେଶର ଅସ୍ତ୍ରଶସ୍ତ୍ର ପାଇଁ ଏକ ଛୋଟ ପରୀକ୍ଷା କେନ୍ଦ୍ର । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପରି ପଶ୍ଚିମବଙ୍ଗରେ ନିର୍ମାଣ ହେବ ଡିଆରଡିଓର ନୂଆ ପ୍ରୋଜେକ୍ଟ । ନିର୍ମାଣ କାର୍ଯ୍ୟ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ…

ବିଜେପିକୁ ଟିଏମସିର ଟାର୍ଗେଟ, ଚା’ ତିଆରି କରି ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଲେ ମମତା !

କୋଲକାତା: ବିଜେପିକୁ ଟିଏମସିର ଟାର୍ଗେଟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚା’ ବାଲା ଚ୍ୟାଲେଞ୍ଜ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୈତି ମାହଲରେ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ମମତା ବାନାର୍ଜୀ ବୁଧବାର ୱାଟ୍ ଲିଫ୍…

ଶପଥ ନେଲେ ଓଡିଶାର ୩ ନବନିର୍ବାଚିତ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କଲେ ୧୪ଜଣ ନେତା। ସେଥିରୁ ଓଡିଶାର ୩ଜଣ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ନୂତନ ସଂସଦ ଭବନରେ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଓଡିଶାରୁ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ…