Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଥମ ଥର ପାଇଁ ରାମ ନବମୀକୁ ଛୁଟି ଘୋଷଣା କଲେ ମମତା ସରକାର, ବିଜେପି କହିଲା ‘ସେ ବାଧ୍ୟ…’

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୁଳ କଂଗ୍ରେସ ସରକାର ରାମ ନବମୀ ଅବସରରେ ଏପ୍ରିଲ ୧୭ କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ୨୦୧୧ ମସିହାରେ ରାଜ୍ୟରେ କ୍ଷମତାକୁ ଆସିବା ପରେ ତୃଣମୁଳ ସରକାର ପ୍ରଥମ ଥର ପାଇଁ ରାମ ନବମୀଙ୍କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି।…

୪୦ ଫୁଟ ଗଭୀର ବୋରୱେଲରେ ଫସିଛି ଶିଶୁ

ନୂଆଦିଲ୍ଲୀ:  ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ ।  କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି । ବୋରୱେଲକୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ  ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଓ ଦିଲ୍ଲୀ ପୁଲିସ୍  …

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ମିସ୍ ୱାର୍ଲ୍ଡ  ମୁକୁଟ

ନୂଆଦିଲ୍ଲୀ: ୭୧ତମ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା ପାଇସ୍କୋଭା । ୨୭ ବର୍ଷ ପରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୪ ବର୍ଷୀୟ ସୁନ୍ଦରୀ । ମୁମ୍ୱାଇରେ ଆୟୋଜିତ ମିସ୍ ୱାର୍ଲ୍ଡ  ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଉପରେ…

ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋୟଲ

ନୂଆଦିଲ୍ଲୀ: ଲୋକସଭା  ନିର୍ବାଚନ ୨୦୨୪ ଘୋଷଣା ହେବାକୁ ଆଉ  କିଛି  ଦିନ ବାକି ଥିବା ବେଳେ ନିଜ ପଦରୁ  ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋୟଲ। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ ମଧ୍ୟ କରି ନେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଏବଂ ଦୁଇ ନିର୍ବାଚନ କମିଶନରଙ୍କୁ ନେଇ…

ତାମିଲନାଡ଼ୁରେ କଂଗ୍ରେସ-ଏମଏନଏମ-ଡିଏମକେର ମେଣ୍ଟ !

ଚେନ୍ନାଇ: ଆଗାମୀ ଲୋକସଭା ନିର୍ବାଚନ ତାରିଖ ଖୁବଶୀଘ୍ର ଘୋଷଣା ହୋଇପାରେ। ଏହା ପୂର୍ବରୁ ଦେଶରେ ରାଜନୈତିକ ହଲଚଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ବିଭିନ୍ନ ରାଜ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ତାମିଲନାଡ଼ୁରେ କଂଗ୍ରେସ ଓ ଏମଏନଏମ ମଧ୍ୟରେ ମେଣ୍ଟ…

ବିହାର ଏବଂ ୟୁପି ପାଇଁ ବିଜେପି ଜାରି କଲା ବିଧାନ ପରିଷଦ ପାର୍ଥୀ ତାଲିକା

ନୂଆଦିଲ୍ଲୀ: ବିହାର ଏବଂ ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିହାରର ୧୧ଟି ବିଧାନ ପରିଷଦ ଆସନର ନିର୍ବାଚନ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ବିଜେପି ୩ ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ଉତ୍ତରପ୍ରଦେଶର ୧୩ଟି ଏମଏଲସି…

ଆମଟେକ୍ ଅଟୋ ମାମଲାର ତଦନ୍ତ ଭାର ଇଡିକୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆମଟେକ୍ ଅଟୋ ମାମଲାର ତଦନ୍ତକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ୨୭ ହଜାର କୋଟି ଟଙ୍କାର ଘୋଟାଲା ମାମଲାକୁ ନେଇ ଇଡିକୁ ୬ ମାସ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨…

ମହିଳା ପୂର୍ବରୁ ବିବାହ କରିଥିବାରୁ ମିଥ୍ୟା ପ୍ରତିଶ୍ରୁତି କହି ଦୁଷ୍କର୍ମ ଅଭିଯୋଗ କୁହାଯାଇ ପାରିବନି: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବିବାହର ମିଛ ପ୍ରତିଶୃତି ଦେଇ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେତେବେଳେ ଉଭୟଙ୍କ ସମ୍ପର୍କ ଆରମ୍ଭ ହେଲା ସେତେବେଳେ ମହିଳା ଜଣକ ପୂର୍ବରୁ ବିବାହିତ…

ଲଞ୍ଚ ହେଲା ଦୁନିଆର ପ୍ରଥମ ଏଆଇ ଏୟାର ହୋଷ୍ଟେସ୍ ‘ସମା ୨.୦’, ଜାଣନ୍ତୁ କ’ଣ ରହିଛି ଏହାର…

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯଥା AI ର ବ୍ୟବହାର ଏବେ ସମସ୍ତ କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଗୁଡିକ ର ବ୍ୟବାହର ଏବେ କ୍ରିଏଟିଭ କ୍ଷେତ୍ରରେ ମଧ୍ୟ ବହୁ ବ୍ୟବହୃତ ହେଉଛି । କତାର ଏୟାରୱେଜ୍ ମଧ୍ୟ ସମାନ କାର୍ଯ୍ୟ କରିଛି । କତାରର ସରକାରୀ ବିମାନ କମ୍ପାନୀ AI…

ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ମାମଲା, ସିସିଟିଭି ଫୁଟେଜ୍ ଜାରି କଲା କାନାଡା ପୋଲିସ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ଘଟଣାର ସିସିଟିଭି ଭିଡିଓ । ଭିଡିଓ ଜାରି କଲା କାନାଡା ପୋଲିସ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ କିପରି ଆତଙ୍କୀ ନିଜ୍ଜରକୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ କାରର ପିଛା କରୁଥିଲେ ଏବଂ ପରେ…