Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୦୦ ରୁ ୨୦୧୯: ଜାଣନ୍ତୁ ଗତ ୫ ଟି ଲୋକସଭା ନିର୍ବାଚନରେ ସିଇସି ସମେତ କେତେଜଣ ନିର୍ବାଚନ କମିଶନର୍ ଆୟୋଗରେ ଥିଲେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହାପୂର୍ବରୁ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ବର୍ତ୍ତମାନ କେବଳ ମୁଖ୍ୟ…

ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି, ନିର୍ବାଚନ ମୈଦାନକୁ ଓହ୍ଲାଇଲେ ୟୁସୁଫ୍ ପଠାନ

କୋଲକାତା: ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ତାଲିକାରେ ଦଳ ୪୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିୟାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ବହରାମପୁରରୁ…

ନିର୍ବାଚନ କମିଶନଙ୍କ ଇସ୍ତଫା ଘଟଣା, ସାମ୍ନାକୁ ଆସିଲା ସତ!

ନୂଆଦିଲ୍ଲୀ: କିଛି ଦିନ ପରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ । ଏହା ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନ ଅରୁଣ ଗୋଏଲ । ନିର୍ବାଚନ ପାଖେଇ ଆସୁଥିବା ବେଳେ ତାଙ୍କର ଇସ୍ତଫା ରାଜନୀତିକୁ ବେଶ ସରଗରମ୍ କରିଛି । ଶନିବାର ଦିନ ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି…

ୟୁପି ଗସ୍ତରେ ମୋଦୀ, କାଶୀ ବିଶ୍ଵନାଥଙ୍କୁ ଦର୍ଶନ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ଶୁଭାରମ୍ଭ

ଆଜମଗଡ: ସକାଳୁ ସକାଳୁ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରାଣାସୀ ସଂସଦ ନିର୍ବାଚନମଣ୍ଡଳୀରୁ ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ କାଶୀରେ ପହଞ୍ଚି ତାଙ୍କ ନିର୍ବାଚନମଣ୍ଡଳୀରେ ଏକ…

ବିଜେପିକୁ ଲାଗିଲା ଆଉ ଏକ ଝଟକା, ଦଳରୁ ଇସ୍ତଫା ଦେଲେ ହରିୟାଣା ସାଂସଦ ବ୍ରିଜେନ୍ଦ୍ର ସିଂ

ଚଣ୍ଡିଗଡ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପିକୁ ପୁଣି ଲାଗିଲା ଆଉ ଏକ ବଡ ଝଟକା । ହରିୟାଣା ହିସାର ଜିଲ୍ଲା ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ସେ…

ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ତାଲିକା, ଓଡ଼ିଶା ଉପରେ ନଜର

ନୂଆଦିଲ୍ଲୀ:ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି । ଦଳର ଅନ୍ୟ…

ପଶ୍ଚିମବଙ୍ଗରେ ଏକା ଲଢ଼ିବ ଟିଏମସି, ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ମମତା

କୋଲକାତା: ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗରୁ ଏକା ଲଢ଼ିବେ ମମତା ବାନାର୍ଜି । ଯାହାର ଅଭିଯାନ ମମତା ଆଜି କୋଲକାତାର ବ୍ରିଗ୍ରେଡ ପରେଡ ଗ୍ରାଉଣ୍ଡରେ ‘ଜନ ଗର୍ଜନ ସଭା’ରୁ କରିବା ନେଇ ସୂଚନା ରହିଛି । ଏହି ସଭାରେ ମମତା ରାଜ୍ୟର ସମସ୍ତ ୪୨ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ମଧ୍ୟ…

ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ମାନବିକତା ; ଏୟାରଲିଫ୍ଟ କରାଇ ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ

ଶିମଲା: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ  ଏକ ମାନବିକତାର ପରିଚୟ ଦେଇଛନ୍ତି । ଏୟାର ଲିଫ୍ଟ କରାଇ ଗୁରୁତର ଅସୁସ୍ଥ ଥିବା  ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ସୂଚନାଅନୁସାରେ, ପାହାଡ଼ିଆ  ରାଜ୍ୟରେ ଏବେ ପ୍ରବଳ ତୁଷାରପାତ ହେଉଛି । ଏହି କାରଣରୁ…

ବିହାର ଦୁର୍ନୀତି ମାମଲା: ଗିରଫ ହେଲେ ଲାଲୁଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଯାଦବ

ପାଟନା: ବିହାରରେ ଦୁର୍ନୀତି ବିରୋଧରେ ଇଡିର ଚଢାଉ ଜାରି ରହିଛି। ଏହି ଚଢାଉରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଷ୍ଟ୍ରିୟ ଜନତା ଦଳର ନେତା ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସୁଭାଷ ଯାଦବଙ୍କୁ ଗିରଫ କରିଛି । ବାସ୍ତବରେ, ଗତିକାଲି ଇଡି ସୁଭାଷ ଯାଦକଙ୍କ ସହ ଜଡିତ ପାଟନା ସ୍ଥିତ ୮ଟି ସ୍ଥାନରେ…

ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହେଲେ ଆସିଫ ଅଲି ଜରଦାରୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହୋଇଛନ୍ତି ଆସିଫ ଅଲି ଜରଦାରୀ । ଏଥି ସହିତ ସେ ପାକିସ୍ତାନର ୧୪ ତମ ରାଷ୍ଟ୍ରପତି ହୋଇଛନ୍ତି। ଆସିଫ ପାକିସ୍ତାନ ପିପୁଲ୍ସ ପାର୍ଟିର ସହ-ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ୬୮ ବର୍ଷିୟ ଜରଦାରୀ ପିପିପି ଏବଂ ପିଏମଏଲ-ଏନ ଦଳର ମିଳିତ ପ୍ରାର୍ଥୀ…