Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଗରଙ୍କ ପ୍ରେରଣାଦାୟୀ କାହାଣୀ: ବାପାଙ୍କ ସ୍ୱପ୍ନ ପୂରଣ ପାଇଁ କରୁଛନ୍ତି କଠିନ ପରିଶ୍ରମ  

ନୂଆଦିଲ୍ଲୀ: ଜୀବନରେ କିଛି ଭଲ କାମ କରିବା ପାଇଁ ପ୍ରାୟତଃ ସମସ୍ତେ ସ୍ୱପ୍ନ ଦେଖିଥାଆନ୍ତି । ହେଲେ ସମସ୍ତେ  ନିଜ ସ୍ୱପ୍ନକୁ ପୂରଣ କରି ପାରନ୍ତି ନାହିଁ ।  ସ୍ୱପ୍ନ ଦେଖିବାକୁ ଆଖି ନୁହେଁ ସାହାସ ଦରକାର । ଯଦି ଜଣେ ମଣିଷ ହୃଦୟରୁ କିଛି କରିବାକୁ ଚେଷ୍ଟା କରନ୍ତି,  ସେମାନେ ସଫଳତା ହାସଲ…

ଚାଷୀ ଆନ୍ଦୋଳନ: ଆଜି ଭାରତ ବନ୍ଦ, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ: ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ ଟ୍ରେଡ ୟୁନିଅନର ଆହ୍ଵାନରେ ଆଜି 'ଗ୍ରାମୀଣ ଭାରତ ବନ୍ଦ' ଡାକରା ଦିଆଯାଇଛି । ଏହା ଅଧୀନରେ ଦେଶର କୃଷକ ଏବଂ ଶ୍ରମିକମାନଙ୍କୁ ଆଜି ସେମାନଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିବେଦନ କରାଯାଇଛି। ଆସନ୍ତୁ ଜାଣିବା କାହିଁକି ଏବଂ…

ଭୀଷଣ ନିଆଁରେ ୨୨ କାର ପାଉଁଶ; ଜଳିଗଲେ ୩

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ଆଲିପୁରର ଅଞ୍ଚଳରେ ଥିବା ଏକ ରାସାୟନିକ ଗୋଦାମରେ ନିଆଁ ଲାଗିଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ ନିକଟରେ ଥିବା ଜନବସତି ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଏହି…

ହଲଦ୍ୱାନୀ ହିଂସା: ମାଷ୍ଟରମାଇଣ୍ଡ ଅବ୍ଦୁଲ ମଲିକ ବିରୋଧରେ ଲୁକଆଉଟ ନୋଟିସ ଜାରି

ନୂଆଦିଲ୍ଲୀ: ହଲଦ୍ୱାନୀ ହିଂସା ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଏବଂ ତାଙ୍କ ପୁଅ ଅବଦୁଲ ମୋଇଦ ବିଦେଶ ଛାଡି ପଳାଇବାର ସମ୍ଭାବନାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଭୟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି। ବର୍ତ୍ତମାନ ମଲିକ ଏବଂ ମୋଇଦ ମଧ୍ୟ ଦେଶ ତଥା ବିଦେଶରେ ସୁରକ୍ଷା ଏଜେନ୍ସିର…

ବଢିଲା ମହୁଆଙ୍କ ଅଡ଼ୁଆ, ଜେରା ପାଇଁ ୧୯ରେ ହାଜର ପାଇଁ ଡାକରା

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା କାରବାର ମାମଲାରେ ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡକାଯାଇଛି। ଫେବୃଆରୀ ୧୯ରେ ଇଡି ପଚରାଉଚରା ପାଇଁ ମହୁଆଙ୍କୁ ସମନ ଜାରି କରିଛି। ସୂଚନାଯୋଗ୍ୟ ଯେ, ମହୁଆ ମୋଇତ୍ରଙ୍କୁ ଟଙ୍କା ନେଇ ସଂସଦରେ…

କାଲି ଭାରତ ବନ୍ଦ ଡାକରା ଦେଲା କୃଷକ ସଂଘ, କଂଗ୍ରେସର ସମର୍ଥନରେ ରାଜନୈତିକ ମାହୋଲ ଉଷ୍ମ

ଭୁବନେଶ୍ୱର:ଏମଏସପି ଗ୍ୟାରେଂଟି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ କରି ଭାରତବନ୍ଦ ଡାକରା ଦେଇଛି କୃଷକ ସଂଘ । ଦେଶର ବିଭିନ୍ନ ଭାଗରୁ ଚାଷୀମାନେ ଏକାଠି ହୋଇ ଦିଲ୍ଲୀ ସୀମାରେ ପହଂଚିଛନ୍ତି । ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ୧୬ ତାରିଖରେ ଭାରତ ବନ୍ଦ ଡାକରା…

୬୦ ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ

କ୍ୟାନବେରା: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ ୬୦ ବର୍ଷ ବୟସରେ ତାଙ୍କ ବାନ୍ଧବୀ ଜୋଡୀ ହେଡେନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଉଭୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଡେନ ହୀରାର ମୁଦି ପିନ୍ଧିଥିବା…

ସରିଲା ରିମାଣ୍ଡ, ଜେଲ ଗଲେ ହେମନ୍ତ

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚାର କାର୍ଯ୍ୟରତ ସଭାପତି ହେମନ୍ତ ସୋରେନଙ୍କ ଇଡି ରିମାଣ୍ଡ ଆଜି ଅର୍ଥାତ୍ ଗୁରୁବାର ଶେଷ ହୋଇଛି। ଏହା ପରେ ତାଙ୍କୁ ରାଞ୍ଚିରେ ଅବସ୍ଥିତ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲକୁ ପଠାଯାଇଛି। ଏହାପୂର୍ବରୁ ତାଙ୍କୁ ଫେବୃଆରୀ…

ଇଣ୍ଡିଆ ମେଣ୍ଟକୁ ବାଏ ବାଏ କହି ଏନଡିଏ ମୁହାଁ ଫାରୁକ୍ ଅବଦୁଲ୍ଲା!

ଜମ୍ମୁ:ଝଟକା ଉପରେ ଝଟକା ଖାଉଛି ଇଣ୍ଡିଆ ମେଣ୍ଟ। ପୁଣି ଏନଡିଏ ମୁହାଁ ହେଉଛନ୍ତି ଆଉ ଜଣେ ଗଠବନ୍ଧନର ସଦସ୍ୟ। ଏବେ ଚର୍ଚ୍ଚା ହେଉଛି ଯେ ଏନ୍‌ଡିଏରେ ସାମିଲ ହେବେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫ୍ରେନ୍ସ ମୁଖ୍ୟ ଫାରୁଖ ଅବଦ୍ଦୁଲା। ଏନେଇ ସେ ଆଜି ଇସାରା ଦେଇଛନ୍ତି।…

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ

କୋଲକାତା:ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ। ଗୁରୁବାର ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ…