Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅନନ୍ତ-ରାଧିକା ପ୍ରି-ୱେଡିଙ୍ଗ: ଝୁମିଲା ମଞ୍ଚ, ଏକା ସାଙ୍ଗରେ ଷ୍ଟେଜରେ ନଜର ଆସିଲେ ୩ ଖାନ୍

ମୁମ୍ବାଇ: ଧୁମଧାମରେ ଚାଲିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରି-ୱେଡିଙ୍ଗ ସେଲିବ୍ରେସନ । ସେଲିବ୍ରେସନ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଲିବ୍ରେସନର ଦ୍ଵିତୀୟ ଦିନରେ ସଂଗୀତ୍ ଏବଂ ଗରୱା ନାଇଟର ଆୟୋଜନ କରାଯାଇଥିଲା । ସେଲିବ୍ରିଟିଙ୍କ ନାଚ…

ନିର୍ବାଚନ ଲଢ଼ିବେ ଶିବରାଜ ସିଂ ଚୌହାନ; ପ୍ରଜ୍ଞା ସିଂହ ଠାକୁରଙ୍କୁ ମିଳିଲାନି ଟିକେଟ

ନୂଆଦିଲ୍ଲୀ:  ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ୨୦୨୪ ପାଇଁ  ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୯୫ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ପ୍ରକାଶିତ ହୋଇଥିବା ପ୍ରଥମ ତାଲିକାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏବଂ କେନ୍ଦ୍ର…

୫୬ଜଣ ପୁରୁଷଙ୍କ ଭିତରେ ଏକା ଲଢୁଥିଲେ ଏହି ମହିଳା ବିଏସଏଫ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନା ଏବଂ ସ୍ୱତନ୍ତ୍ର ବାହିନୀରେ ସ୍ନାଇପରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ସୀମାରେ ଚାଲିଥିବା ଯୁଦ୍ଧ ହେଉ ଅବା ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଯେକୌଣସି ଜରୁରୀ ପରିସ୍ଥିତି ହେଉ ସବୁ ସ୍ଥାନରେ ସ୍ନାଇପର ଅନେକ କିଲୋମିଟର ଦୂରରୁ ଲକ୍ଷ୍ୟ କରି ଶତ୍ରୁମାନଙ୍କ ଉପରକୁ…

ପୋଲିସ କନଷ୍ଟେବଳରୁ ସଂସଦ ପର୍ଯ୍ୟନ୍ତ ଯାତ୍ରା, ଜାଣନ୍ତୁ କିଏ ଏହି ସିଆର ପାଟିଲ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଏହି ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସହିତ ତାଙ୍କର ଜଣେ ବିଶେଷ କମାଣ୍ଡର…

ବଲିଉଡରୁ ଭୋଜପୁରୀ, ଦକ୍ଷିଣରୁ ବଙ୍ଗାଳୀ, ଫିଲ୍ମ ଷ୍ଟାରଙ୍କୁ ପ୍ରାର୍ଥୀ କରିଛି ବିଜେପି

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ରାଜନୖତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି ବିଜେପି  ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ପ୍ରାର୍ଥୀଙ୍କ…

ବିଜେପି ପାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ଏହି ୫ ମହିଳା, ଗତ ନିର୍ବାଚନରେ ହରାଇଥିଲେ ଏହି ମାନଙ୍କୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଗତକାଲି ବିଜେପି ତାର ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସନ ପାଇଁ ପାର୍ଥୀ ଘୋଷଣା କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଲୋକସଭା ଆସନ ପାଇଁ ସର୍ବାଧିକ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଉତ୍ତରପ୍ରଦେଶର…

ଭ୍ଲାଡିମିର ପୁତିନ ପରମାଣୁ ପରୀକ୍ଷଣ ପାଇଁ ଆରମ୍ଭ କଲେ ଉଦ୍ୟମ: ରିପୋର୍ଟ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ପରମାଣୁ ପରୀକ୍ଷଣ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବ୍ରିଟେନର ଦି ସନରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ରୁଷିଆ ଏବେ ଆମେରିକା ଓ ଅନ୍ୟ ପଶ୍ଚିମୀ ଦେଶ ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହା ଦ୍ୱାରା…

ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା, ବାରାଣାସୀରୁ ଲଢ଼ିବେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା । ବାରଣାସୀରୁ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ଲଢିବେ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ତାଲିକାରେ ୩୪ ଜଣ…

ମୋଦୀଙ୍କ ସାମ୍ନାରେ ନୀତିଶ କହିଲେ ଆଉ ‘ଏପଟ ସେପଟ ହେବୁନୁ’

ପାଟଣା: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ । ଆଜି ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ଉପସ୍ଥିତ ଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ଭାଷଣରେ ଏମିତି କିଛି…

ବନ୍ଧୁକର ଗୁଳି ପରି ପ୍ରଚଣ୍ଡ ଶବ୍ଦ କରେ ଏହି ମାଛ, ବାହାରୁ ସ୍ପଷ୍ଟ ଦେଖାଯାଏ ଶରୀରର ଅଙ୍ଗପ୍ରତ୍ୟଙ୍ଗ

ନୂଆଦିଲ୍ଲୀ: ମିଳିଲା ଦୁନିଆର ସବୁଠାରୁ ଛୋଟ ମାଛ । ବନ୍ଧୁକର ଗୁଳି ପରି ପ୍ରଚଣ୍ଡ ଶବ୍ଦ ବାହାର କରୁଥିବା ଏହି ଛୋଟ ମାଛ ଦୁନିଆର ସବୁଠାରୁ ଛୋଟ ମାଛ ମଧ୍ୟରୁ ଗୋଟିଏ । ଏହାକୁ ବାହାର କରିବାକୁ ବୈଜ୍ଞାନିକମାନଙ୍କୁ ଅନେକ ଅନୁସନ୍ଧାନ କରିବାକୁ ପଡିଛି । ଶେଷରେ ବୈଜ୍ଞାନିକଙ୍କ ଅନୁସନ୍ଧାନ ସଫଳ…