Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦକ୍ଷିଣ ଆଫ୍ରିକାରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ମହମ୍ମଦ ଗୌସ ନିୟାଜୀ

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ମହମ୍ମଦ ଗୌସ ନିୟାଜୀଙ୍କୁ ଦକ୍ଷିଣ  ଆଫ୍ରିକାରୁ ଗିରଫ କରାଯାଇଛି । ତାଙ୍କୁ ଧରିବାକୁ ଏନଆଇଏ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲା । ନିୟାଜୀ ଉଗ୍ରବାଦୀ ଇସଲାମୀ ସଙ୍ଗଠନର (ପିଏଫଆଇ)ର ନେତା ଥିଲା । ୨୦୧୬ ମସିହାରେ ନିୟାଜୀ ବେଙ୍ଗାଲୁରୁରେ ଆରଏସଏସ୍ ନେତା…

୧୫ ବର୍ଗଫୁଟରେ ନିର୍ମିତ ରାମେଶ୍ଵରମ୍ କାଫେ, ଜାଣନ୍ତୁ ଏହାର କାହାଣୀ

ବେଙ୍ଗାଲୁରୁ: ଗତକାଲି ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଏକ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି କାଉଣ୍ଟରରେ ଖାଇବା ଅର୍ଡର ଦେଇଛି । କିନ୍ତୁ …

୩୪,୦୦୦ ବର୍ଗର ଖାଇ କଲେ ଗିନିଜ ବୁକ୍ ରେକର୍ଡ, ଏବେବି ଅଛନ୍ତି ଫିଟ

ନୂଆଦିଲ୍ଲୀ: ଆମେମାନେ ସମସ୍ତେ କେବେ ନା କେବେ ବର୍ଗର ତ ନିଶ୍ଚିତ ଭାବରେ ଖାଇଥିବା । ଏହାର ସ୍ୱାଦ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ଆମେ ଆମ ଜୀବନକାଳରେ ଅନେକ ଥର ବର୍ଗର ଖାଇଥାଉ । କିନ୍ତୁ ପୁରା ଜୀବନ କାଳ ଭିତରେ ଆମ କେତେଥର ଓ କେତୋଟି ବର୍ଗର ଖାଇଛୁ ତାହା ଆମର ମନେ ବି ନଥାଏ…

ବେଙ୍ଗଲରେ ଦୋଷୀ କେବେ ଆତ୍ମସମର୍ପଣ କରିବ ତାହା ପୋଲିସ ନୁହେଁ ବରଂ ଅପରାଧୀ ନିଷ୍ପତ୍ତି ନିଅନ୍ତି: ମୋଦୀ

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ପଶ୍ଚିମବଙ୍ଗକୁ ୧୫ ହଜାର କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦୀ । ଏହି ସମୟରେ ସେ କୃଷ୍ଣନଗରରେ ଏକ ରୋଡ୍ ସୋ ମଧ୍ୟ କରିଥିଲେ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ…

ଲୋକସଭା ନିର୍ବାଚନ ଲଢ଼ିବେନି ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ରାଜନୀତିରୁ ସନ୍ନ୍ୟାସ ନେବେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ଟ୍ବିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ରାଜନୀତି ଦାୟିତ୍ବରୁ ମୁକ୍ତ କରନ୍ତୁ । କାରଣ ସେ କ୍ରିକେଟ…

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଆଜମ ଚୀମା ମୃତ: ରିପୋର୍ଟ

କରାଚୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର ଇ ତୋଇବାର ବରିଷ୍ଠ କମାଣ୍ଡର ଆଜମ ଚୀମାର ମୃତ୍ୟୁ ଘଟିଛି । ପାକିସ୍ତାନର ଫୈସଲାବାଦରେ ହୃଦଘାତରେ ଚୀମାର ମୃତ୍ୟୁ ଘଟିଛି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣରେ ମଧ୍ୟ ସେ…

ରାଜନୀତିରୁ ସନ୍ୟାସ ନେବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ  ସୂଚନା ଦେଇଛନ୍ତି ।  ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଅଛନ୍ତି । ସେ ସୋସିଆଲ ମିଡିଆ ପୋଷ୍ଟରେ…

ମାର୍ଚ୍ଚରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭ ହେଲାଣି । ଆଉ ଏହି ମାସରେ ଅନେକ ପର୍ବ ପର୍ବାଣି ମଧ୍ୟ ପଡିବ । ଏହା ସହ ମାର୍ଚ୍ଚ ମାସରେ ଲାଗିବ ବର୍ଷର ପ୍ରଥମ ଗ୍ରହଣ । ୨୦୨୪ ବର୍ଷର ପ୍ରଥମ ଗ୍ରହଣ ମାର୍ଚ୍ଚ ରେ ଲାଗିବ । ଏହା ଚଳିତ୍ର ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ ବୋଲି କୁହାଯାଇଛି। ହିନ୍ଦୁ ଧର୍ମ …

ଅନନ୍ତ-ରାଧିକାଙ୍କ କକଟେଲ ପାର୍ଟିରେ ସାମିଲ ହେଲେ ସେଲିବ୍ରିଟି, ଗାଉନରେ ନଜର ଆସିଲେ ରାଧିକା

ମୁମ୍ବାଇ: ମାର୍ଚ୍ଚ ୧ ତାରିଖରୁ ଧୁମଧାମରେ ଆରମ୍ଭ ହୋଇଛି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ଉତ୍ସବ। ଭାରତ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତି ଏହି ଦମ୍ପତିଙ୍କ ପ୍ରି-ୱେଡିଙ୍ଗ ଉତ୍ସବରେ ଯୋଗ ଦେଇଛନ୍ତି ।…

ଭାରତର ସବୁଠୁ ପୁରୁଣା ସହର, ହଜାରେ ବର୍ଷରେ ରହିଛି ଅସ୍ତିତ୍ୱ

ଉତ୍ତରପ୍ରଦେଶ: ଯେତେବେଳେ ଦୁନିଆର ସବୁଠୁ ପୁରୁଣା ସହରର କଥା ଆସେ ସେତେବେଳେ ସେହି ତାଲିକାରେ ଭାରତର ଏକ ସହର ସାମିଲ ଥାଏ । ଯାହାର ତୁଳନା ଦେଶର ସବୁଠୁ ପବିତ୍ର ସହର ସହ କରାଯାଏ । ସେହି ସବୁଠୁ ପୁରୁଣା ସହର ହେଉଛି ଭାରତର ବନାରସ ସହର । ବନାରସ ସହର ସବୁ ଦିଗରୁ ବହୁତ ସୁନ୍ଦର। ଆପଣମାନେ…