Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, କହିଲେ ଟଙ୍କା ତାଙ୍କର ନୁହେଁ

ନୂଆଦିଲ୍ଲୀ :କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଓ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିଛି । ଏହାର ୧୦ ଦିନ ପରେ ମୁହଁ ଖୋଲିଛନ୍ତି ଧୀରଜ । ତାଙ୍କ ପରିବାର ବ୍ୟବସାୟ ସମ୍ଭାଳୁଥିଲେ । ତେଣୁ ଜବତ ହୋଇଥିବା ଟଙ୍କା ସହ ସେ ସିଧାସଳଖ…

ସାମ୍ନାକୁ ଆସିଲା ସଦ୍ଦାମ ହୁସେନଙ୍କ ସୁନାର ବନ୍ଧୁକ

ବାଗଦାଦ : ସାମ୍ନାକୁ ଆସିଲା ସଦ୍ଦାମ ହୁସେନଙ୍କ ସୁନାର ବନ୍ଧୁକ । ବିଶ୍ୱାସ କରାଯାଏ ଯେ ସଦ୍ଦାମ ଏହାକୁ କାହାକୁ ଉପହାର ଦେଇଛନ୍ତି । ତାଙ୍କର ଏହି ଗୋଲଡେନ ବା ସୁନାର ବନ୍ଧୁକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଶନ୍ଧି ଧରି ଇରାକକୁ ଶାସନ କରୁଥିବା ସଦ୍ଦାମ ହୁସେନ ତାଙ୍କର ମହଙ୍ଗା ଜୀବନଶୈଳୀ…

ଭାରତୀୟ ସ୍ଥଳସେନାକୁ ୧୦ବର୍ଷ ପାଇଁ ଇଲେକ୍ଟ୍ରୋନିକ ଫ୍ୟୁଜ ଯୋଗାଇବ ବେଲ୍, ‘ବେଲ୍’ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟର…

ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପୁଣେସ୍ଥିତ ଭାରତ ଇଲେକ୍‌ଟ୍ରୋନିକ୍ ଲିମିଟେଡ (ବେଲ୍‌)  ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁସାରେ ‘ବେଲ’କୁ ୫୩୩୬.୨୫ କୋଟି ଟଙ୍କା ଦେବ ଭାରତ ଏବଂ ସମ୍ପୃକ୍ତ ସଂସ୍ଥା ଭାରତୀୟ ସେନା ପାଇଁ ଇଲେକ୍‌ଟ୍ରୋନିକ…

ମଝି ଆକାଶରେ ଅଟିକଗଲା ଫ୍ଲାଇଟ୍‌, ଭିଡ଼ିଓ ଭାଇରାଲ

ଫ୍ରାନ୍ସିସ୍କୋ: ମଝି ଆକାଶରେ ଯଦି ଉଡୁଥିବା ବିମାନଟି ହଠାତ୍ ବନ୍ଦ ହୋଇଯାଏ, ତେବେ ଯେକେହି ଭୟଭୀତ ହେବା ସ୍ୱଭାବିକ । ଏବେ ସୋସିଆଲ ମିଡିଆରେ ଏମିତିି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାନ ଫ୍ରାନ୍ସିସ୍କୋରେ ଅନ୍ୟ ବିମାନରେ ବସିଥିବା ଜଣେ…

ସୁରତ ବିମାନ ବନ୍ଦର ଆନ୍ତର୍ଜାତିକ ବିମାନବନ୍ଦର ଘୋଷଣାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ସୁରତ ବିମାନ ବନ୍ଦରକୁ ମିଳିବ ଆର୍ନ୍ତଜାତିକ ବିମାନ ବନ୍ଦର ମାନ୍ୟତା । ଏନେଇ କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ସୁରତ ବିମାନ ବନ୍ଦର ଆର୍ନ୍ତଜାତିକ ବିମାନ ବନ୍ଦର ମାନ୍ୟତାକୁ…

ଅସରପା ମାରିବାକୁ ସ୍ପ୍ରେ’ କରୁଥିଲେ କୀଟନାଶକ; ବିସ୍ଫୋରଣରେ ଭାଙ୍ଗିଗଲା ଆପାର୍ଟମେଣ୍ଟ୍‌

କ୍ୟୁମାମୋଟୋ:ନିକଟରେ କିୟୁଶୁ ଦ୍ୱୀପ ଅନ୍ତର୍ଗତ କ୍ୟୁମାମୋଟୋ ନଗରୀରେ ଆଶ୍ଚର୍ଯ୍ୟ କଲାଭଳି ଏକ ଘଟଣା ଘଟିଯାଇଛି । କୋଠରିରେ ପଶିଥିବା ଗୋଟିଏ ମାତ୍ର ଅସରପାକୁ ମାରିବାକୁ ଜଣେ ଜାପାନୀ ବ୍ୟକ୍ତି କୀଟନାଶକ ସ୍ପ୍ରେ’ କରୁଥିବା ବେଳେ ବିସ୍ଫୋରଣ ଘଟି ତାଙ୍କ ‘ଆପାର୍ଟମେଣ୍ଟର କିଛି ଅଂଶ ଭାଙ୍ଗି ନଷ୍ଟ…

ଡିପଫେକ୍‌ର ଶିକାର ହେଲେ ପୁଟିନ, ଭିଡିଓ ଭାଇରାଲ

ମସ୍କୋ: କୃତିମ ବୁଦ୍ଧିମତା ବା ଏଆଇ ଏବେ ସୁବଠି ଚହଳ ପକେଇଛି । ଏବେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ୍ ସମସ୍ୟା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି । ବଡ ବଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏହି ଡିପଫେକ୍‌ର ଶିକାର ହୋଇଛନ୍ତି । ଏମିତି କି…

ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ମିଳିବ ସହଯୋଗ, ଭାରତ ଏବଂ ସାଉଦି ଆରବ ମଧ୍ୟରେ ସ୍ୱାକ୍ଷରିତ…

ନୂଆଦିଲ୍ଲୀ: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସାଉଦି ଆରବ ରାଷ୍ଟ୍ରର…

କୋର୍ଟ ପରିସରରେ ହତ୍ୟା ଅଭିଯୁକ୍ତ ଛୋଟେ ସରକାରକୁ ଗୁଳିକରି ହତ୍ୟା

ପାଟନା: କୋର୍ଟ ପରିସରରେ ଅପରାଧୀକୁ ଗୁଳିକରି ହତ୍ୟା କରାଯାଇଛି । ପାଟନା ଦାନାପୁର କୋର୍ଟ ପରିସରରେ ହତ୍ୟାକାଣ୍ଡ ଘଟିଛି । ପୋଲିସ ଉପସ୍ଥିତିରେ କଏଦୀ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଅଭିଷେକ କୁମାର ଓରଫ ଛୋଟେ ସରକାର । ପୋଲିସ ଛୋଟେ ସରକାରକୁ ଦାନାପୁର କୋର୍ଟରେ…

ଆସନ୍ତାକାଲି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନ ସମାବେଶକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…