Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଲ ସାଗରରେ ମାଲବାହକ ଜାହଜ ଉପରେ ଆକ୍ରମଣ କଲେ ହୂତୀ ବିଦ୍ରୋହୀ

ନୂଆଦିଲ୍ଲୀ: ଇସ୍ରାଏଲର ଧମକ ସତ୍ୱେ ଲାଲ ସାଗରେ ହୂତୀ ବିଦ୍ରୋହୀ ଲାଇବେରିୟାର ଏକ ମାଲବାହକ ଜାହଜ ଉପରେ ଆକ୍ରମଣ କରିଛି । ଏହି ବାଲେଷ୍ଟିକ ମିସାଇଲ ଆକ୍ରମଣରେ ମୃତାହତ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଏମଏସସି ପ୍ୟାଲେଟିୟମ-୩ ଜାହଜ ଉପରେ ହୋଇଥିବା ଆକ୍ରମଣ ପାଇଁ କିନ୍ତୁ ଏ…

ବିକାନେରରେ ୩ ପିଲାଙ୍କ ସହ ଜୀବନ ହାରିଲେ ଦମ୍ପତି

ଜୟପୁର: ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଜସ୍ଥାନର ବିକାନେରରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କର ୩ ସନ୍ତାନଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୪୫ ବର୍ଷୀୟ ହନୁମାନ ସୋନି ତାଙ୍କର ପତ୍ନୀ, ଦୁଇ ପୁଅ ଏବଂ ଝିଅ ।…

ପବନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ପାଟନା: ପୁଣି ଏକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ପବନ ଏକ୍ସପ୍ରେସରେ ଲାଗିଛି ନିଆଁ । ବିହାର ମଧୁବାଣି ନିକଟ ଜୟନଗର ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି। ଯାତ୍ରୀବାହୀ ଟ୍ରେନର ଥାର୍ଡ ଏସି କୋଚରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଘଟିଥିବା…

‘ମୋତେ ନ୍ୟାୟ ମିଳିଲାନି, ଇଚ୍ଛାମୃତ୍ୟୁ ଅନୁମତି ମିଳୁ’ : CJIଙ୍କୁ ଚିଠି ଲେଖିଲେ ମହିଳା ଜଜ୍

ଲକ୍ଷ୍ନୌ: ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ମହିଳା ଜଜ୍ । ନ୍ୟାୟ ନ ମିଳିବାରୁ ସେ ଏପରି ଚିଠି ଲେଖିଛନ୍ତି । ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଜଣେ ମହିଳା ଜଜ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ…

ସାମସଙ୍ଗ ଗାଲାକ୍ସି ଫୋନ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ଫୋନ ହ୍ୟାକ୍

ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଫୋନ ବ୍ୟବହାର କରୁଛନ୍ତି କି? ଏବଠୁ ହୋଇଯାଆନ୍ତୁ ସାବଧାନ । ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନସି ରେସପନସ ଟିମ୍ ବା ସିଇଆରଟି ପକ୍ଷରୁ ଜାରି କରାଯାଇଛି ହାଇରିସ୍କ ଆଲର୍ଟ । ଏହି ଧରଣର ଉଭୟ ପୁରୁଣା ଓ ନୂଆ ଫୋନରେ ଅନେକ ଦୋଷ ଦୁର୍ବଳତା ରହିଛି ରହିଥିବାରୁ ଗ୍ରାହକ…

ଭାରତ ସମେତ ୩୩ ଦେଶର ନାଗରିକଙ୍କୁ ଫ୍ରି ଭିସା ଦେଲା ଇରାନ

ନୂଆଦିଲ୍ଲୀ: ଭାରତ ସମେତ ୩୩ ଦେଶର ନାଗରିକଙ୍କୁ ଇରାନ ଫ୍ରି ଭିସା ପ୍ରଦାନ କରିବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି । ଆମେରିକାର ପ୍ରତିବନ୍ଧ କାରଣରୁ ଇରାନର ଆର୍ଥୀକ ଅବସ୍ଥା ଖରାପ ରହିଛି । ଏହାକୁ ସୁଧାରିବା ପାଇଁ ସ୍ଥାନୀୟ ସରକାର ଏହି ନିଷ୍ପତି…

ଗୋଟେ ସିକ୍ରେଟ ଡାଏରୀ, ପୁଣି ସୋସିଆଲ ମିଡିଆ ଗ୍ରୁପ୍, ଆଉ ସେଥିରେ ୭ ସଦସ୍ୟ… ଏପରି ଭାବେ ଯୋଡି ହୋଇ ରହିଛି ସଂସଦ କାଣ୍ଡ…

ନୂଆଦିଲ୍ଲୀ: ସଂସଦରେ ଘଟିଥିବା ସ୍ପ୍ରେ କାଣ୍ଡ ପୁରା ଦେଶକୁ ବର୍ତ୍ତମାନ ହଲଚଲ୍ କରିଦେଇଛି । ଏତେ ହାଇ ସିକ୍ୟୁରିଟି ମଧ୍ୟରେ ସଂସଦର ଅନୁପ୍ରବେଶ ଅଞ୍ଚଳରେ ଏଭଳି ଆତଙ୍କୀ କାର୍ଯ୍ୟ ଏବେ ସମସ୍ତଙ୍କ ନିଦ ହଜେଇଦେଇଛି । ଆତଙ୍କବାଦୀ ଆକ୍ରମଣ ଭଳି ଘଟିଥିବା ଏହି ଘଟଣା ଦେଶର ସମସ୍ତ ଗୁପ୍ତଚର ଏଜେନ୍ସି…

ବିଶ୍ଵର ସବୁଠାରୁ ସୁଖି ଦେଶ ହେଉଛି ଫିନଲ୍ୟାଣ୍ଡ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି, କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୱାର୍ଲ୍ଡ ହାପିନେସ୍ ରିପୋର୍ଟ । ବିଶ୍ଵର କେଉଁ ଦେଶ ସବୁଠାରୁ ସୁଖୀ ଦେଶ ତାହା ଜଣାଇଛି ଏହି ରିପୋର୍ଟ । ତେବେ ଏହି ରିପୋର୍ଟରେ ଭାରତର ସ୍ଥାନ କେଉଁଠି ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରିପୋର୍ଟ ଅନୁସାରେ ଫିନଲ୍ୟାଣ୍ଡ ହେଉଛି ଦୁନିଆର ସବୁଠାରୁ ସୁଖୀ ଦେଶ ।…

ସ୍ଵୀଗି ଜାରି କଲା ବାର୍ଷିକ ତାଲିକା, ଚଳିତବର୍ଷ ମଧ୍ୟ ସବୁଠାରୁ ଆଗରେ ବିରିୟାନି

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୩ ଜାନୁଆରୀ ୧ ରେ ଅନଲାଇନ୍ ଖାଦ୍ୟ ବିତରଣ ଆପ୍ ସ୍ଵୀଗିରେ ୪.୩ ଲକ୍ଷ ବିରିୟାନି ଅର୍ଡର ହୋଇଥିବା ବେଳେ ୮୩.୦୫ ନୁଡୁଲ୍ସ ଅର୍ଡର କରାଯାଇଥିଲା | ନଭେମ୍ବର ୧୯,୨୦୨୩ ରେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବିଶ୍ଵ କପ୍ ଦିନ, ଦେଶରେ…

ଆଜିଠୁ ରାଜସ୍ଥାନରେ ଭଜନ୍ ରାଜ୍ : ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ

ନୂଆଦିଲ୍ଲୀ : ରାଜସ୍ଥାନରେ ଭଜନ୍ ରାଜ୍  । ଆଜିଠୁ ଆରମ୍ଭ ହୋଇଛି ଭଜନରାଜ୍ ସରକାର  । ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭଜନଲାଲ୍ ଶର୍ମା  । ଜୟପୁରର ରାମ ନିବାସ ବାଗରେ ଶପଥ ସମାରୋହ ଆୟୋଜିତ ହୋଇଛି  ।  ରାଜ୍ୟପାଳ କଲରାଜ୍ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି ।…