Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ଫିଲ୍ମ ନିର୍ମାଣ ପାଇଁ ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଅନୁମତି ମିଳିଛି : ଅନୁରାଗ ଠାକୁର

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଭାରତରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ସଂସଦକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଏକ ତାରକା ପ୍ରଶ୍ନର…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭଜନଲାଲ ଶର୍ମା: ସାମିଲ ହେବେ ପ୍ରଧାନମନ୍ତ୍ରୀ

ଜୟପୁର:ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭଜନଲାଲ ଶର୍ମା । ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶପଥ ଗ୍ରହଣ ସମାରୋହ ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ ବାହାରେ କରାଯିବ ।  ଏଥିପାଇଁ ଜୟପୁରରେ ପ୍ରସ୍ତୁତି ଜୋରଦାର ହୋଇଛି । ଏହି ଉତ୍ସବରେ ସାମିଲ ହେବେ…

ସଂସଦରେ ସ୍ମୋକ ଆଟାକ ମାମଲାର ମାଷ୍ଟର ମାଇଣ୍ଡ ସହ ଟିଏମସି ନେତାଙ୍କ ସେଲଫି :ଫଟୋ ସେୟାର କଲା ବିଜେପି

ନୂଆଦିଲ୍ଲୀ:ସଂସଦ ଭବନକୁ ଦୁଇ ଅଜଣା ବ୍ୟକ୍ତି ପଶିବା ଏବଂ କଲର ସ୍ମୋକ ଷ୍ଟିକ ଜଳାଇବା ଘଟଣାକୁ ନେଇ ଦେଶ ଏବେ ପଡୁଛି ଉଠୁଛି । ଜୋର ଧରିଛି ରାଜନୀତି । ବିରୋଧୀ ଦଳ ସରକାରଙ୍କୁ ଘେରିଥିବାବେଳେ ଗତକାଲି ସଂସଦରୁ ୧୫ ଏମପିଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏହି ଘଟଣା ପାଇଁ ପୂରା…

ସଂସଦରେ ଆତଙ୍କ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ସଂସଦରେ ଆତଙ୍କ ସୃଷ୍ଟି କରିବା ମାମଲାର ମାଷ୍ଟର ମାଇଣ୍ଡ ଗିରଫ। ଦିଲ୍ଲୀ ପୋଲିସ ଲଳିତ ଝାକୁ ଦିଲ୍ଲୀରୁ ଗିରଫ କରିଛି। ଲଲିତ ଝା ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଦୁଇ ଜଣ ଯୁବକ ଲୋକସଭା ଭିତରେ ଗଣ୍ଡଗୋଳ ସୃଷ୍ଟି କରିବା ସହ ରଙ୍ଗିନ ଧୂଆଁ ସ୍ପ୍ରେ ଛାଡ଼ୁଥିବା ଦେଖିବାକୁ…

ଜାମିନ ବାବଦକୁ ସିସୋଦିଆଙ୍କ ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ବାବଦ ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଅକ୍ଟୋବର ୩୦ରେ ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଥିଲେ । ନଭେମ୍ବର ୨୯ରେ ସିସୋଦିଆଙ୍କ ପକ୍ଷରୁ ରିଭ୍ୟୁ…

ଆଜି ଦେଖାଯିବ ମହାଜାଗତିକ ଦୃଶ୍ୟ: ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ

ନୂଆଦିଲ୍ଲୀ: ଆଜି ସୃଷ୍ଟି ହେବ ମହାଜାଗତିକ ଘଟଣା । ପୃଥିବୀ ଉପରେ ବହୁସଂଖ୍ୟକ ଉଲକାପାତ ହେବ । ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ ହେବ। ୩୨୦୦ ଫେଥନ ନାମକ କ୍ଷୁଦ୍ର ଗ୍ରହରୁ ଜାତ ଉଲକାପିଣ୍ଡ ପୃଥିବୀ ମୁହାଁ ହେବ । ପୃଥିବୀ ଜେମିନିଡର ନିକଟତର ହେବା ମାତ୍ରେ ଉଲକାପାତ ଦୃଶ୍ୟମାନ ହେବ ।…

୧୫ମିନିଟରେ ଦୁଇଟି ଦୁର୍ଘଟଣା, ୧୭ଗାଡି ସହ ୧୬ଜୀବନ୍ତ ଦଗ୍ଧ

ଭେନେଜୁଏଲା: କରାକାସ ନିକଟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଏକକାଳୀନ ୧୭ଟି ଗାଡି ଜଳିଯିବା ଯୋଗୁଁ ୧୬ଜଣ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଉଦ୍ଧାର କରିବା ପ୍ରକ୍ରିୟା ଜାରିରହିଥିବା ବେଳେ ଏବେ ଯାଏ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ୬ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…

ଆସନ୍ତାକାଲି ୬୮ ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ପ୍ରଦାନ କରାଯିବ ୬୮ତମ ଜାତୀୟ ରେଳ ପୁରସ୍କାର । ଆସନ୍ତାକାଲି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଏହି ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । କର୍ମଚାରୀଙ୍କ ମଧ୍ୟରେ…

ବିବାହ ପାଇଁ ମନା କରିବାରୁ ଯୁବକଙ୍କୁ ଏସିଡ୍ ମାଡ କଲେ ମହିଳା

ପାଟନା: ଅଧିକାଂଶ ସମୟରେ ମହିଳା ବା ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଥିବା ଖବର ସାମନାକୁ ଆସିଛି । ମାତ୍ର ବିହାର ବୈଶାଳୀ ଜିଲ୍ଲାରେ ପ୍ରେମିକ ଉପରକୁ ଏସିଡ ମାଡ କରିଛି ପ୍ରେମିକା । ଆଉ ଏସିଡ ଫିଙ୍ଗିଥିବା ପ୍ରେମିକା ତିନି ଥର ବିବାହ କରିସାରିଥିବା ଜଣେ ମହିଳା । ମହିଳା ଜଣଙ୍କ ସେହି…

ସଂସଦରେ ଆତଙ୍କ ସୃଷ୍ଟି କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସାତ ଦିନିଆ ପୁଲିସ ରିମାଣ୍ଡରେ

ନୂଆଦିଲ୍ଲୀ: ସଂସଦ ଭବନ ବାହାରେ ଏବଂ ଭିତରେ ଗଣ୍ଡଗୋଳ ଏବଂ ସୁରକ୍ଷା ଭଙ୍ଗ କରିଥିବା ଚାରି ଜଣ ଅଭିଯୁକ୍ତଙ୍କୁ ୭ ଦିନିଆ ହେପାଜତକୁ ପଠାଯାଇଛି। ତେବେ ଦିଲ୍ଲୀ ପୋଲିସ ତାଙ୍କୁ ୧୫ ଦିନିଆ ପୋଲିସ ହେପାଜତକୁ ନେବାକୁ ଆବେଦନ କରିଥିଲା। ସମସ୍ତ ଅଭିଯୁକ୍ତମାନଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର…