Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନରେ ଲାମିନେଶନ ପେପର ଅଭାବ: ଛପା ଯାଇପାରୁ ନାହିଁ ପାସପୋର୍ଟ

ଲାହୋର: ପାକିସ୍ତାନର ଆର୍ଥୀକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏଠାରେ ଲାମିନେଶନ ପେପର ମଧ୍ୟ ମିଳୁ ନାହିଁ । ଫଳରେ ପାସପୋର୍ଟ ଛପା ଯାଇପାରୁନି । ପେଶାୱର ପାସପୋର୍ଟ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଏହା ପ୍ରକାଶ କରିଛନ୍ତି । ପାସପୋର୍ଟ ହୋଇ ନ…

ଅଶୀରେ କଂଗ୍ରେସ ଯିବ ଖସି, ବିଜେପି ୭୦ କୁ ଧରିଥିବ ବସି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳେ। କିନ୍ତୁ ଏହି ଟ୍ରେଣ୍ଡକୁ ଭାଙ୍ଗିବାକୁ କଂଗ୍ରେସ ସରକାର ସବୁ ଉଦ୍ୟମ କରୁଛି। ଏସବୁ ଭିତରେ ରାଜ୍ୟରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର…

କର୍ଣ୍ଣାଟକରେ ୧୫ ତାରିଖରେ ବିଜେପି, ଜେଡିଏସକୁ ଭାଙ୍ଗିଦେବେ ଶିବକୁମାର !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଘମାଘୋଟ ଲଢେଇ ଚାଲିଥିବା ବେଳେ କର୍ଣ୍ଣାଟକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ପରେ ବିଜେପିର ଅନ୍ତଃକନ୍ଦଳ ତୀଵ୍ର ହେବାରେ ଲାଗିଛି। ସେପଟେ କେତେବେଳେ କଂଗ୍ରେସ ସରକାରକୁ ବିଜେପି…

ଏହି କାରଣରୁ ୧୧.୫ କୋଟି ପାନ୍ କାର୍ଡ ବନ୍ଦ କଲେ ସରକାର, ଦେବାକୁ ପଡ଼ିବ ଭାରି ଜରିମାନା

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟସୀମା ମଧ୍ୟରେ ଆଧାର କାର୍ଡ ଓ ପାନ୍ କାର୍ଡ ଲିଙ୍କ୍ ହୋଇନଥିବାରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ଏନେଇ ଏକ ଆରଟିଆଇ ଜବାବରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ…

ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ଆମେରିକାର ମଞ୍ଜୁରୀ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ମଞ୍ଜୁରୀ। ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭାଇରସ ସଂକ୍ରମିତ ମାଶାଙ୍କ ଦ୍ୱାରା ବ୍ୟାପିଥାଏ, ଯାହାକୁ ଆମେରିକାର ଫୁଡ ଏବଂ ଡ୍ରଗ ଆଡମିନଷ୍ଟ୍ରେସନ…

ନଭେମ୍ବର ୧୩ରୁ ଦିଲ୍ଲୀରେ ଲାଗୁ ହେବନି ଅଡ-ଇଭେନ ନମ୍ବର

ନୂଆଦିଲ୍ଲୀ: ନଭେମ୍ବର ୧୩ରୁ ଦିଲ୍ଲୀରେ ଲାଗୁ ହେବନି ଅଡ-ଇଭେନ ନମ୍ବର ।  ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏମିତି ସୂଚନା ଦେଇଛନ୍ତି । ସାମୟିକ ଭାବେ ଏହାକୁ ସ୍ଥଗିତ ରଖାଯାଇଛି । ଯଦି ସ୍ଥିତି ପୁଣି ଗମ୍ଭୀର ହେବ ତେବେ ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି ପରବେଶ ମନ୍ତ୍ରୀ । ସେ…

ଡିଜେଲ, ପୋଟ୍ରୋଲ ଏବଂ ସିଏନଜି… କେଉଁ ଯାନ ଦ୍ୱାରା ହୁଏ ଅଧିକ ବାୟୁ ପ୍ରଦୂଷଣ ?

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କୋର୍ଟ ଶୁଣାଣି ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାର ଏହାର ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସରକାର ଅଡ-ଇଭେନ ଯୋଜନାକୁ ଯଥାର୍ଥ ବୋଲି କହିଛନ୍ତି। ସରକାର କହିଛନ୍ତି ଯେ ଏହାଦ୍ୱାରା ରାସ୍ତାରେ ଟ୍ରାଫିକ ହ୍ରାସ ପାଇଛି।…

ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: କହିଲେ, ୬ ବର୍ଷ ଧରି ଖାଲି ଆଲୋଚନା, ଆମକୁ ଫଳାଫଳ…

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଆପ ସରକାରକୁ କଡା ଭାଷାରେ ତାଗିଦ କରିଛନ୍ତି । କୋର୍ଟ କହିଛନ୍ତି, ଗତ ୬ ବର୍ଷ ମଧ୍ୟରେ ଆପଣ ଲଗାତାର ଆଲୋଚନା କରୁଛନ୍ତି । ହେଲେ ଆମକୁ ସମସ୍ୟାର ସମାଧାନ ଦରକାର ।…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ମୃତ

ଉତ୍ତରପ୍ରଦେଶ: ମର୍ମନ୍ତୁଦ ସଦକ ଦୁର୍ଘଟଣା । ଅକାଳରେ ଚାଲିଗଲା ୬ ଜୀବନ । ଉତ୍ତରପ୍ରଦେଶ ଗୋରଖପୁରରେ ଘଟିଛି ଏହି ଦୁର୍ଘଟଣା । ଗୋରଖପୁରରୁ ଦୃତ ଗତିରେ ଆସୁଥିବା ଟ୍ରକ କୁଶୀନଗର ରାଜପଥରେ ଠିଆ ହୋଇଥିବା ଏକ ବସ୍ କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ…

ପ୍ୟାକେଟ ଭାବି ମଣିଷକୁ ଚିପି ଦେଲା ରୋବଟ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଣଳର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ମାନବ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ଏ ସମ୍ପର୍କୀତ ଏକ ଅଭାବନୀୟ ଘଟଣା ଘଟିଛି । ୟୋଙ୍ଗସାଙ୍ଗର ଏକ କୃଷି ଉତ୍ପାଦନ ବିତରଣ କେନ୍ଦ୍ରରେ କାର୍ଯ୍ୟକୁ ସହଜ କରିବା…