Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେବଳ ଦିଲ୍ଲୀ-ଏନସିଆରରେ ନୁହେଁ ବରଂ ବାଣ ଉପରେ ସମ୍ପୂର୍ଣ୍ଣ ଦେଶରେ ଲାଗିବ ବ୍ୟାନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେବଳ ଦିଲ୍ଲୀ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଦେଶ ପାଇଁ ଲାଗୁ ହୋଇଛି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ। ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ପୂର୍ବ ଆଦେଶରେ ଯାହା କହିଥିଲୁ ତାହା କେବଳ ଦିଲ୍ଲୀରେ ସୀମିତ ନୁହେଁ।…

ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ନୂଆଦିଲ୍ଲୀ: ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ସକାଳ ପ୍ରାୟ ୫.୩୨ମିନି଼ଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ନେଇ ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର…

ବାବା କେଦାରନାଥଙ୍କ ଶରଣରେ ଦୁଇ ଭାଇ ରାହୁଲ-ବରୁଣ

ନୂଆଦିଲ୍ଲୀ: ପ୍ରଭୁ ମହାଦେବଙ୍କ ଶରଣରେ ଦୁଇ ଭାଇ । ବାବା କେଦାରନାଥଙ୍କ ଦର୍ଶନ କଲେ ବରୁଣ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ସେଠାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ବି କରିଛନ୍ତି । ଅବଶ୍ୟ ଏହି ଦର୍ଶନ ସମୟରେ ଦୁଇ ଭାଇଙ୍କର ଦେଖା ସାକ୍ଷାତ ହୋଇ ନାହିଁ । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ…

ଛତିଶଗଡରେ ନିର୍ବାଚନୀ ହିଂସା: ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଯବାନ ଗୁରୁତର

ନୂଆଦିଲ୍ଳୀ: ଛତିଶଗଡରେ ଆଜି ଅର୍ଥାତ ନଭେମ୍ବର ୭ତାରିଖ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ନକ୍ସଲଙ୍କ ଆଇଡି ବ୍ଲାଷ୍ଟରେ ସୁରକ୍ଷାକର୍ମୀ ଆହତ ।  ସକାଳ ୭ଟାରୁ ଛତିଶଗଡରେ ଆରମ୍ଭ ହୋଇଛି ମତଦାନ । ନକ୍ସଲ ପ୍ରଭାବିତ ବସ୍ତର ଏବଂ  ରାଜନାନ୍ଦଗାଁ ଅଞ୍ଚଳରେ ବି ମତଦାନ କରାଯାଉଛି ।…

ଆଜି ଛତିଶଗଡ଼ର ୨୦ ଏବଂ ମିଜୋରାମରେ ୪୦ ଆସନରେ ମତଦାନ: ୬୦ ହଜାର ସୁରକ୍ଷା କର୍ମୀ ମୁତୟନ

ନୂଆଦିଲ୍ଲୀ:ଆଜି ଛତିଶଗଡ ଏବଂ ମିଜୋରାମରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ଛତିଶଗଡରେ ୨୦ଟି ଆସନରେ ଭୋଟ ଗ୍ରହଣ କରାଯିବ । ଅନ୍ୟପକ୍ଷେ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ୪୦ଟି ଆସନରେ ମତଦାନ କରାଯିବ । ଅନେକ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି ମତଦାନ ହେଉଛି । ତେଣୁ ଏସବୁ ଅଞ୍ଚଳରେ ୬୦ ହଜାର…

ଭାରତକୁ ୧ ଲକ୍ଷ ଶ୍ରମିକ ମାଗିଲା ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲର ବୋମା ମାଡରେ ଗାଜା ସହର ଧ୍ୱଂସ ହେବାରେ ଲାଗିଛି । ଏହା ମଧ୍ୟରେ ଇସ୍ରାଏଲ ୧ ଲକ୍ଷ ଶ୍ରମିକ ଭାରତକୁ ମଗାଇଛି । ସେମାନଙ୍କୁ ୯୦ ହଜାର ଫିଲିସ୍ତାନୀଙ୍କ ବଦଳରେ ରଖାଯିବ । ଅକ୍ଟୋବର ୭ରେ…

ଛତିଶଗଡରେ ବିଜେପି କହିଲା ୩୧୦୦ ଦେବି, କଂଗ୍ରେସ କହିଲା ୩୨୦୦ ଦେବି

ଭୁବନେଶ୍ୱର: ରାତି ପାହିଲେ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଯେଉଁ ୨୦ ଟି ବିଧାନସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ସେଠାରେ ପ୍ରଚାର ଶେଷ ହୋଇଛି। ମତଦାନ ହେବାକୁ ଥିବା ୨୦ ଟି ସିଟରେ ୨୨୩ ଜଣ ପ୍ରାର୍ଥୀ ଲଢେଇରେ ରହିଥିବାବେଳେ ୪୦…

‘ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ’: ଘରେ ଘରେ ପହଞ୍ଚିବ ବିଶୁଦ୍ଧ ଏବଂ ନିରାପଦ ପାନୀୟ ଜଳ

ନୂଆଦିଲ୍ଲୀ: ଆଗାମୀ ୭ ନଭେମ୍ବରରୁ ସାରା ରାଜ୍ୟରେ ପାଳନ କରାଯିବ ଜଳ ଦୀପାବଳି। ଏହି ଦିନରୁ "ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ"ର ଶୁଭାରମ୍ଭ ହେବାକୁ ଯାଉଛି। ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୋଜନା ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ…

ୟୁପିରୁ ଆଇଏସଆଇଏସ ସହ ଜଡିତ ୨ ଆତଙ୍କବାଦୀ ଗିରଫ, ଆପତ୍ତିଜନକ ସାମଗ୍ରୀ ଜବତ

ଲକ୍ଷ୍ନୌ: ଆତଙ୍କବାଦୀଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସକୁ ବଡ଼ ସଫଳତା ମିଳିଛି । ଆଇଏସଆଇଏସ (ISIS) ସହ ଜଡିତ ଦୁଇ ଆତଙ୍କବାଦୀଙ୍କୁ ଆଲିଗଡରୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ଆଇଏସଆଇଏସ ସହ ଜଡିତ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଏ ସମ୍ପର୍କରେ ଉତ୍ତରପ୍ରଦେଶ…

କଂଗ୍ରେସକୁ ‘ଚାଲୁ’ ପାର୍ଟି କହି ଅଖିଳେଶ ଭାଙ୍ଗିଦେଲେ ‘ଇଣ୍ଡିଆ’ ମେଣ୍ଟ!

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲଗାତର କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି। ମଧ୍ୟପ୍ରଦେଶରେ କଥା ଦେଇ ମେଣ୍ଟ ନ କରିବା ଯୋଗୁ ଲଗାତର କଂଗ୍ରେସକୁ ଆଟାକ କରି ଚାଲିଛନ୍ତି ଅଖିଳେଶ। ଏବେ କିନ୍ତୁ ଏହା ଚରମ ସୀମାରେ ପହଂଚିଛି। ଯାହାକି…